ଇସ୍ତଫା ଦେଲେ ଟ୍ୱିଟର ଇଣ୍ଡିଆର ପବ୍ଲିକ୍ ପଲିସି ନିର୍ଦ୍ଦେଶକ ମହିମା କୌଲ
ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଟ୍ୱିଟର ଇଣ୍ଡିଆରେ ଯୋଗ ଦେଇଥିବା ମହିମା କୌଲ ଇସ୍ତଫା ଦେଇଛନ୍ତି ବୋଲି ସୋସିଆଲ ମିଡିଆ ଜରିଆରେ ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶନିବାର ନିଶ୍ଚିତ କରିଛନ୍ତି। ସେ ୨୦୧୫ ରେ ମାଇକ୍ରୋବ୍ଲଗିଂ ସାଇଟରେ ଯୋଗ ଦେଇଥିଲେ। ସୂଚନା ମୁତାବକ କୌଲ୍…