ହଲିଉଡ୍ ଅଭିନେତା ଖ୍ରୀଷ୍ଟୋଫର ପ୍ଲମର୍ଙ୍କ ପରଲୋକ
ନୂଆଦିଲ୍ଲୀ: ଦି ସାଉଣ୍ଡ ଅଫ୍ ମ୍ୟୁଜିକ୍ ଚଳଚ୍ଚିତ୍ରରେ କ୍ୟାପଟେନ୍ ଭନ୍ ଟ୍ରାପ୍ ଭୂମିକାରେ ଅଭିନୟ କରିଥିବା ତଥା ୮୨ ବର୍ଷ ବୟସରେ ଇତିହାସର ସର୍ବ ପୁରାତନ ଏକାଡେମୀ ପୁରସ୍କାର ବିଜେତା ଖ୍ରୀଷ୍ଟୋଫର୍ ପ୍ଲୁମରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲେ।
୧୯୯୯…