Latest Odisha News

BREAKING NEWS

ତାଣ୍ଡବକୁ ଲାଗିଲା ସୁପ୍ରିମକୋର୍ଟଙ୍କ କଂରେଟ, ୱେବ ସିରିଜ ଟିମକୁ ଗ୍ରାସିଲା ଗିରଫ ଭୟ

ନୂଆଦିଲ୍ଲୀ: ୱେବ ସିରିଜ ତାଣ୍ଡବକୁ ଲାଗିଛି ସୁପ୍ରିମକୋର୍ଟଙ୍କ କଂରେଟ । ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଏହି ୱେବସିରିଜରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିନେଇ ମାମଲା ରୁଜୁ କରାଯାଇଥିଲା । ଗିରଫ ହେବା ଭୟରେ ତାଣ୍ଡବ ଟିମ୍ ସୁପ୍ରିମକୋର୍ଟଙ୍କ…

ପାଠକ ବାପା ପୁଅଙ୍କୁ ଭିଜିଲାନ୍ସ କୋର୍ଟରେ ମିଳିଲା ଜାମିନ

ଭୁବନେଶ୍ୱର: ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ଜାମିନ ମିଳିଛି । ୬୦ ଦିନ ଭିତରେ ଚାର୍ଜସିଟି ଦାଖଲ ହୋଇ ନ ପାରିବାରୁ ଏହି ଜାମିନ ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କାଲିଠାରୁ ୩ ମେଡିକାଲର ୫୫୦ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଷ୍ଟାଇପେଣ୍ଡ ବୃଦ୍ଧି ଦାବି

କଟକ : ଆସନ୍ତାକାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ । ଏହାସହ ରାଜ୍ୟର ୩ଟି ମେଡିକାଲ କଲେଜର ହାଉସ ସର୍ଜନ ଆରମ୍ଭ କରିବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଏସସିବି ମେଡିକାଲ କଲେଜ ସମେତ ସମ୍ବଲପୁର, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜର ୫୫୦ ହାଉସ୍ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନରେ…

ଯାଜପୁରରେ ରାସ୍ତା କଡରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ । ତେବେ ତାଙ୍କୁ ହତ୍ୟା କରିବା ପରେ ମୃତଦେହ ଯାଜପୁରରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁୟାୟୀ, ଛାତ୍ରୀ ଜଣଙ୍କ ରମାଦେବୀ ବିଶ୍ୱବିଦ୍ୟାଳୟରେ…

୮୯୪ ନିଖୋଜ ଶିଶୁ ଉଦ୍ଧାର, ୮ ଦିନରେ ଉଦ୍ଧାର କଲା ଓଡ଼ିଶା ପୋଲିସ 

ଭୁବନେଶ୍ୱର: ରାଜ୍ୟରେ ନିଖୋଜ ପିଲାଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରେ ମାତ୍ର ୮ ଦିନ ମଧ୍ୟରେ ୮୯୪ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ । ନିଖୋଜ ପିଲାଙ୍କ ମଧ୍ୟରେ ୯୪ଜଣ ବାଳକ ଓ…

ଟ୍ରାକ୍ଟର ରାଲିରେ ହିଂସା ବିସ୍ତାର କରିଥିବା ୫୫୦ ରୁ ଅଧିକ ଟ୍ୱିଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ୭୨ ତମ ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ ଏକ କୃଷକମାନଙ୍କ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ସଂପର୍କରେ ଟ୍ୱିଟର ବୁଧବାର ଦିନ ୫୫୦ ରୁ ଅଧିକ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛି। ଟୁଇଟର ମୁଖପାତ୍ର କହିଛନ୍ତି ଯେ ପ୍ଲାଟଫର୍ମରେ ସେହି ଟ୍ୱିଟର୍‌କୁ ସ୍ଥଗିତ ରଖାଯାଇଛି ଯାହା ଏହାର…

ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ: ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ଘୋଷଣା କରିଛି ଭାରତ। ଭାରତ ଏହା ମଧ୍ୟ କହିଛି ଯେ ୨୦୨୧ ବର୍ଷ ବିଶ୍ବ ସମୁଦାୟ ପାଇଁ ଅଧିକ ସ୍ମରଣୀୟ ଏବଂ ବିଶେଷ କରି କରୋନା ମହାମାରୀ ପ୍ରସଙ୍ଗରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରିଥାଏ।…

ସଂଘବଦ୍ଧ ଆକ୍ରମଣ ଯୋଗୁଁ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ସାମାନ୍ୟ ବଚସାରୁ ସଂଘବଦ୍ଧ ଆକ୍ରମଣ, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହଗୁଡା ଗାଁରେ । ପୋଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ,…

ପୋଲିସ ଜାଲରେ ସିରିଏଲ୍ କିଲର, ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି କରିଛି  ହତ୍ୟା

ହାଇଦ୍ରାବାଦ : ବିବାହର କିଛିଦିନ ପରେ ପତ୍ନୀ ଅନ୍ୟ ପୁରୁଷ ସହ ଫେରାର ହୋଇଗଲା । ମାନସିକ ଭାରସାମ୍ୟ ହରାଇବସିଲା ସ୍ୱାମୀ । ଏହାପରେ ମହିଳାଙ୍କ ପ୍ରତି ଘୃଣାଭାବ ଆସିଯାଇଥିଲା । ସ୍ବାମୀରୁ ପାଲଟିଗଲା ସିରିଏଲ୍‌ କିଲର୍‌ । ଗୋଟିଏ ଦୁଇଟି ନୁହେଁ ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି…

ଆଇପିଏଲରେ ପ୍ରଥମ ବିଦେଶୀ ଖେଳାଳି ଭାବେ ୧୦୦ କୋଟି ଆୟ କରିବାକୁ ଯାଉଛନ୍ତି ଡିଭିଲର୍ସ, ଓଭରାଲ ୪ର୍ଥ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳିବା ପରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କ ଆୟ ଓଭରାଲ ୧୦୦ କୋଟି ଛୁଇଁବ । ପ୍ରଥମ ବିଦେଶୀ ଖେଳାଳି ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ୧୪ତମ ସଂସ୍କରଣ ପାଇଁ ରୟାଲ ଚ୍ୟାଲେର୍ଞ୍ଜସ ବାଙ୍ଗାଲୋର ୧୧କୋଟିରୁ ତାଙ୍କୁ ରିଟେନ କରିଛି…