ନେପାଳରେ ଆରମ୍ଭ ହେଲା ଟିକାକରଣ ଅଭିଯାନ; ଭାରତର ସହାୟତା ପାଇଁ ପିଏମ୍ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନେପାଳ…
କାଠମାଣ୍ଡୁ: ଆଜି ନେପାଳରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ନେପାଳରେ କୋଭିଡ-୧୯ ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ନେପାଳର…