Latest Odisha News

BREAKING NEWS

ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୨,୬୮୯; ସୁସ୍ଥ ହାର ୯୭ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସ୍ଥିତି ସୁଧୁରିବାରେ ଲାଗିଛି। ଗୋଟିଏ ପଟେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୯୭ ପ୍ରତିଶତକୁ ଖସି ଆସିଥିବା ବେଳେ ଅନ୍ୟପଟେ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ବିଷୟରେ କହିବାକୁ ଗଲେ…

‘ତାଣ୍ଡବ’ ବିବାଦ; ଆଜି ହେବ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଅଲ୍ଲୀ ଅବ୍ବାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୱେବ୍ ସିରିଜ୍ 'ତାଣ୍ଡବ' ନେଇ ବିବାଦ ବଢିବାରେ ଲାଗିଛି। ଏହି ଫିଲ୍ମକୁ ଦେଶର ଅନେକ ରାଜ୍ୟରେ ବିରୋଧ କରାଯାଉଥିବାବେଳେ ନିର୍ଦ୍ଦେଶକଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। ଏହି ବିରୋଧ ଏବଂ ବିବାଦ ମଧ୍ୟରେ ଆମାଜନ ପ୍ରାଇମ…

କରୋନା ଟିକା ନେବାର ୩ ଦିନ ପରେ ନୂଆପଡ଼ାର ଯୁବକ ମୃତ

ନୂଆପଡ଼ା: କୋଭିଡ୍ ଟିକା ନେବାର ୩ ଦିନ ପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବୁର୍ଲା ଭୀମସାରରେ ହୋଇଥିବା ଜଣାପଡ଼ିଛି । ତେବେ, ଯୁବକଙ୍କ ମୃତ୍ୟୁ ଭ୍ୟାକ୍ସିନ୍ ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ମୃତ ଯୁବକ ଜଣଙ୍କ ନୂଆପଡ଼ା ଜିଲ୍ଲା…

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ

ପୁରୀ: ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ। ପ୍ରତିଦିନ ୫୦ ସେବାୟତଙ୍କ ଆର୍ ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରାଣ୍ଡରୋଡ୍ ର ଉତ୍କଳ ହୀନ୍ଦି…

୧୪୩ଟି ସାଟେଲାଇଟକୁ ଫାଲକନ ୯ ରକେଟରେ ଉତକ୍ଷେପଣ କରି ସ୍ପେଶ୍ ଏକ୍ସର ରେକର୍ଡ

ମିଆମି: ଆମେରିକୀୟ ଘରୋଇ ମହାକାଶ ସଂସ୍ଥା ସ୍ପେଶ୍ ଏକ୍ସ ନୂଆ ରେକର୍ଡ ସୃଷ୍ଟି କରିଛି । ଫାଲକନ ୯ ରକେଟରେ ସର୍ବାଧିକ ସାଟେଲାଇଟ୍ ମହାକାଶକୁ ପଠାଇଛି ସ୍ପେଶ୍ ଏକ୍ସ । ଫ୍ଲୋରିଡାର କେପ୍ କାନାଭେରାଲରୁ ରକେଟ୍ ସଫଳତାର ସହ ଉତକ୍ଷେପଣ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ,…

ଆଜି ଜେଲରୁ ମୁକୁଳିବେ ଶଶିକଳା

ବେଙ୍ଗଳୁରୁ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଆଜି ଜେଲରୁ ମୁକୁଳିବେ । ୪ ବର୍ଷ ହେଲା ଶଶିକଳା ଜେଲରେ ଅଛନ୍ତି । ଜାନୁଆରୀ ୨୦ ତାରିଖରେ ଶଶିକଳା କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା ଏକ ହସ୍ପିଟାଲରେ କରାଯାଉଛି । ସେ…

ବାଇକ୍‌-ଅଟୋ ମୁହାଁମୁହାଁ ଧକ୍କା; ଜଣେ ମୃତ, ୩ ଗୁରୁତର

ଜି.ଉଦୟଗିରି: ଜି.ଉଦୟଗିରି ପାବୁରିଆ ବାରିଗୁଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌-ଅଟୋ ମୁହାଁମୁହାଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ…

କେନ୍ଦୁଝରରେ ଭାଲୁ ଆକ୍ରମଣ; ୩ ଆହତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର କୁଣ୍ଡଳପଣୀ ଗାଁରେ ଭାଲୁ ଆତଙ୍କ। ଏପର୍ଯ୍ୟନ୍ତ ଏଠାରେ ପ୍ରାୟ ୩ଜଣ ଭାଲୁ ଆକ୍ରମଣରେ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ…

ଚାଟଶାଳିରୁ ପଦ୍ମଶ୍ରୀ; ଶତାୟୁ ନନ୍ଦ ସାର୍ ଙ୍କ କାହାଣୀ

ଯାଜପୁର: ଚାଟଶାଳିରୁ ପଦ୍ମଶ୍ରୀ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମର ଚାଟଶାଳୀ ମାଷ୍ଟ୍ରେ ନନ୍ଦକିଶୋର ପୃଷ୍ଟି। ସାହିତ୍ୟ ଓ ଶିକ୍ଷା କ୍ଷତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ମିଳିବ ଦେଶର ଶ୍ରେଷ୍ଠ ପଦ୍ମଶ୍ରୀ ସମ୍ମାନ । ନନ୍ଦ ସାର, ବୟସ ୧୦୦ ଟପିଲାଣି ।…

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସାକୁ ନେଇ ୧୫ ଏଫଆଇଆର୍, ହିଂସା ପଛରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଲଖା !

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ପୋଲିସ ବି ଆକ୍ରମଣର ଶିକାର ହୋଇଥିଲା । ଏଥିରେ ୧୫୩ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ମାମଲାରେ ଏବେ ଆକ୍ସନ୍ ମୋଡରେ…