Latest Odisha News

BREAKING NEWS

ବାଲିପାଟଣାରୁ ଗୋ ମାଂସ ଜବତ

ଭୁବନେଶ୍ୱର : ବାଲିପାଟଣା ଥାନା ସାହେବନଗର ଗାଁରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ଏହି ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ରଖାଯାଇଥିଲା । ଗାଡିରେ ଏହା ରଖାଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଫିରୋଜ ଅଲ୍ଲୀ ଖାନ…

ଜାତୀୟ ପତାକା ଉତ୍ତୋଳନ ସହ ଆରମ୍ଭ ହେଲା ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ କାର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ମସ୍‌ଜିଦ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ମସଜିଦ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହାସହ ବୃକ୍ଷରୋପଣ ମଧ୍ୟ କରାଯାଇଛି । ‘ଇଣ୍ଡୋ-ଇସ୍‌ଲାମିକ୍‌ କଲ୍‌ଚରାଲ୍‌ ଫାଉଣ୍ଡେସନ୍‌’…

ଗଣତନ୍ତ୍ର ଦିବସରେ ପ୍ରଶଂସକଙ୍କୁ ଏହି ବିଶେଷ ଉପହାର ଦେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଏହି ସମୟରେ ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଛି। ବଲିଉଡ ତାରକାମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହି ବିଶେଷ ଦିନରେ ନିଜ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ବଲିଉଡର ଅଭିନେତା ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି…

କରୋନା କଟକଣା ଭିତରେ ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର : ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା । କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ…

କୃଷକଙ୍କ ଟ୍ରାକ୍ଟର ରାଲି ହିଂସାତ୍ମକ ରୂପ ନେଇଥିବାରୁ ଅନେକ ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ମେଟ୍ରୋ ରେଳ ନିଗମ (ଡିଏମଆରସି) ମଙ୍ଗଳବାର ଦିନ ଜାତୀୟ ରାଜଧାନୀରେ ତିନୋଟି ବିବାଦୀୟ କୃଷି ଆଇନ ବିରୋଧରେ କୃଷକଙ୍କ ଟ୍ରାକ୍ଟର ପଦଯାତ୍ରା ବନ୍ଦ ହୋଇଥିବାରୁ ଅନେକ ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଛି। କୃଷକମାନେ ସେମାନଙ୍କ ନେତାଙ୍କ ସହ ଦିଲ୍ଲୀ ପୋଲିସ ସହ ସହମତ…

ଏହି ଦିନ ରିଲିଜ ହେବ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ ୨’

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଜନ୍ ଆବ୍ରାହମ୍ ତାଙ୍କ ଚଳଚ୍ଚିତ୍ର ସତ୍ୟମେବ ଜୟତେ ୨ ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜାନୁଆରୀ ୨୬ ରେ, ଜନ୍ ଏକ ବିଶେଷ ଫଟୋ ସହିତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫଟୋରେ ଜନ୍ ତ୍ରିରଙ୍ଗା ଉଡାଉଥିବା ନଜର ଆସିଛନ୍ତି। ଜନ୍…

ଏଣିକି କାଠରେ ନୁହେଁ ଗୋବର ଘସିରେ କରାଯିବ ଶବ ସତ୍କାର

ନୂଆଦିଲ୍ଲୀ : ଏଣିକି ଦିଲ୍ଲୀରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ ଏଭଳି କରାଯିବ ଶବ ସତ୍କାର । ବିଜେପି ନେତୃତ୍ୱାଧୀନ ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି…

ଆସନ୍ତାକାଲିରୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ 

ପୁରୀ : କାଲିଠୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏକ ମାସ ଧରି ଏହି ଟେଷ୍ଟ ଜାରି ରହିବ । ବଡଦାଣ୍ଡସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପ୍ରତିଦିନ ସେବାୟତଙ୍କ ଟେଷ୍ଟ କରାଯିବ । ୨୭ରୁ ଫେବ୍ରୁଆରି ୨୮ ତାରିଖ ମଧ୍ୟରେ ବିଭିନ୍ନ ନିଯୋଗ…

ନିଆରା ଢଙ୍ଗରେ ପ୍ରଶଂସକଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ତାରକା

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ଦିନ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ତେଣୁ ସୋସିଆଲ ମିଡିଆରେ ଦେଶପ୍ରେମୀ ଗୀତ ଏବଂ ଗଣତନ୍ତ୍ର ଦିବସର ଚିତ୍ର ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡ ତାରକାମାନେ ମଧ୍ୟ ନିଜ ପ୍ରଶଂସକଙ୍କୁ ଗଣତନ୍ତ୍ର ଦିବସ ପାଇଁ…

୧ କେଜି ୧୪୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା STF

ଭଦ୍ରକ: କଲିକତାରୁ ବାଲେଶ୍ୱର ଦେଇ ଭଦ୍ରକରେ ଜମିଲାଣି ନିଶା ବେପାର । ରେଡ୍ ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)କୁ ବଡ଼ ସଫଳତା ମିଳିଛି । ଭଦ୍ରକ-ଚାନ୍ଦବାଲି ରୋଡରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗର ସହ ଅନ୍ୟ ଅପରାଧ ସାମଗ୍ରୀ ଜବତ କରିଛି ଏସଟିଏଫ । ମାମଲାରେ ଏସଟିଏଫ ଭଦ୍ରକ…