Latest Odisha News

BREAKING NEWS

ବିରାଟ ଗାତରେ ପଡି ୬ ଶ୍ରମିକ ମୃତ 

ଗୌହାଟ୍ଟୀ : ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସର ଗୋଟିଏ ଜଙ୍ଗଲରେ ବଡ ଧରଣର ଅଘଟଣ ଘଟିଛି । ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ୧୫୦ ଫୁଟ ଗଭୀର ଗାତରେ ପଡି  ୬  ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ଘର ଆସାମରେ ବୋଲି ଜଣାପଡିଛି ।  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଙ୍ଗଲ ମଧ୍ୟରେ…

ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବଙ୍କୁ ମିଳିଲା ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର

ୱାଶିଂଟନ: ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବ ସମ୍ମାନଜନକ ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର ହାସଲ କରିଛନ୍ତି । ନିଖିଳ ଦୀର୍ଘ ସମୟ ଧରି କ୍ୟାଡିସନ-ସିଙ୍ଗର ସମସ୍ୟା ଓ ରାମାନୁଜ ଗ୍ରାଫ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ୨ଜଣ ମଧ୍ୟ ଏହି ସମ୍ମାନର ହକଦାର…

ତୁଟୁନି କୃଷି ଆଇନ ବିବାଦ, ଏକାଦଶ ପର୍ଯ୍ୟାୟ ବୈଠକ ଫେଲ

ନୂଆଦିଲ୍ଲୀ: ସରକାର ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ଏକାଦଶ ପର୍ଯ୍ୟାୟ ବୈଠକ ବିଫଳ । ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, କୃଷକଙ୍କ ହିତ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେଣୁ ଏହାଠାରୁ ଅଧିକ ଆମେ କିଛି କରିପାରିବୁ ନାହିଁ ।…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୫ ଆକ୍ରାନ୍ତ 

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। https://twitter.com/bmcbbsr/status/1352590345356210177?s=19 ଚିହ୍ନଟ…

ପୂର୍ବତନ ସିଜେଆଇ ଜଷ୍ଟିସ୍ ଗୋଗୋଇଙ୍କୁ z+ ସୁରକ୍ଷା 

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତ ସରକାର ଦେଶର ସବୁଠାରୁ ବଡ ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି । ଏଣିକି ତାଙ୍କୁ z+ ଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ । ୬୬ ବର୍ଷିୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର କମାଣ୍ଡୋ ସୁରକ୍ଷା…

ପୁରୀ ଓ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୭୭/୦୮୪୭୮ ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ ସ୍ପେଶାଲ ଟ୍ରେନ ୨୭ ଜାନୁୟାରୀରୁ ୩୦ ଏପ୍ରିଲ, ୨୦୨୧ ମଧ୍ୟରେ ପୁରୀରୁ ପ୍ରତିଦିନ ରାତ୍ର…

ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଛି; Lancet

ନୂଆଦିଲ୍ଲୀ: ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ଲାନସେଟ ଭାରତ ବାୟୋଟେକର କୋଭାକ୍ସିନ ଟିକା କୋଭିଡ-୧୯ ବିରୋଧରେ ସ୍ୱଦେଶୀ ଟିକା ଉପରେ ଏକ ଅଧ୍ୟୟନ ପ୍ରକାଶ କରିଛି ଏବଂ ଏହି ଟିକା ମାତ୍ରାକୁ ବରଦାସ୍ତ କରାଯାଇଛି ଏବଂ କୌଣସି ଟିକା ସମ୍ବନ୍ଧୀୟ ଗୁରୁତର ପ୍ରତିକୂଳ ଘଟଣା ଦେଖିବାକୁ ମିଳି ନାହିଁ ବୋଲି…

ବାଟ କାଟି ପଳାଉଥିଲେ ବିଧାୟିକା, ୭ କି.ମି ପର୍ଯ୍ୟନ୍ତ ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ

କରଞ୍ଜିଆ : ଲୋକଙ୍କ ଭିଡ଼ ଦେଖି ବାଟ କାଟି ଚାଲି ଯାଉଥିବା ବିଧାୟିକାଙ୍କୁ ଅଟକାଇ ଚଲାଇ ଚଲାଇ ନେଇଛନ୍ତି ଉତ୍ୟକ୍ତ ଲୋକେ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ । କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ 7 କିମି ପର୍ଯ୍ୟନ୍ତ ଚଲାଇ ଚଲାଇ କ୍ଷତିଗ୍ରସ୍ତ ଅଞ୍ଚଳ ଓ…

ବିବାହ ବାର୍ଷିକୀ ଅବସରରେ ନିଅ‌ାରା ଢଙ୍ଗରେ ରିଷି କପୁରଙ୍କୁ ମନେ ପକାଇଲେ ପତ୍ନୀ ନିତୁ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା  ରିଷି କପୁରଙ୍କ ମୃତ୍ୟୁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ଅଭିନେତାଙ୍କୁ ମନେ ପକାଇ ତାଙ୍କ ପରିବାର ଏବଂ ପ୍ରଶଂସକମାନେ କ୍ରମାଗତ ଭାବରେ ପୋଷ୍ଟ ସେୟାର କରୁଥିବା ଦେଖିବାକୁ ମିଳିଥିଲା। ଆଜି ରିଷି କପୁର ଏବଂ ନିତୁ ସିଂଙ୍କ…

ଆରପାରିରେ ଭଜନ ଗାୟକ ନରେନ୍ଦ୍ର ଚଂଚଲ

ଚଣ୍ଡୀଗଡ:ଭଜନ ସମ୍ରାଟ ନରେନ୍ଦ୍ର ଚଂଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଅନେକ ଲୋକପ୍ରିୟ ଭଜନ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତରେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ଚାଲେ ବୁଲାୱା ଆୟ ହେ, ଓ ଜଙ୍ଗଲ କେ ରାଜା ମେରେ ମୈୟା କୋ…