Latest Odisha News

BREAKING NEWS

ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ଆଇପିଏଲ ମିନି ଅକ୍ସନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ପାଇଁ ଫେବୃୟାରୀ ତୃତୀୟ ସପ୍ତାହରେ ମିନି ଅକ୍ସନ ହୋଇପାରେ । ଇନସାଇଡ ସ୍ପୋର୍ଟ୍ସ ରିପୋର୍ଟ ଅନୁସାରେ ୧୧ଫେବୃୟାରୀରେ ଏହି ନିଲାମ ପ୍ରକ୍ରିୟା ହେବାକୁ ଥିଲା । ଏବେ ଏହା ୧୪ରୁ ୨୧ ମଧ୍ୟରେ ହୋଇପାରେ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ୨/୩ ଦିନ…

ଫେସ୍‌ବୁକ୍ ତଥ୍ୟ ଚୋରି ପାଇଁ କେମ୍ବ୍ରିଜ୍ ଆନାଲିଟିକା ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଫେସବୁକରୁ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଅଭିଯୋଗରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ବ୍ରିଟିଶ ରାଜନୈତିକ ପରାମର୍ଶଦାତା ସଂସ୍ଥା କେମ୍ବ୍ରିଜ୍ ଆନାଲିଟିକା (CA) ଏବଂ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ଲିମିଟେଡ୍, ବ୍ରିଟେନ ବିରୋଧରେ ଏକ…

ସପ୍ତାହେ ଭିତରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭାକ୍ସିନ ଟିକା, ଏଣିକି ସିଏଚସିରେ ତିନି ଦିନ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ୍ ଟିକାକରଣ । ସପ୍ତାହେ ଭିତରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିବ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ ଟିକା । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜଧାନୀରେ ସାଇକ୍ଲୋଥନ ଆୟୋଜିତ

ଭୁବନେଶ୍ୱର: ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱରରେ ସାଇକ୍ଲୋଥନ ଆୟୋଜିତ ହୋଇଛି । ଚଳିତବର୍ଷର ଥିମ୍‌ ରହିଛି ପେଡାଲ୍‌ ଫର୍‌ ରୋଡ୍‌ ସେଫଟି । ସଡକ ସୁରକ୍ଷାର ବାର୍ତ୍ତା ନେଇ ଶତାଧିକ ସାଇକ୍ଲିଷ୍ଟ ଏଥିରେ ସାମିଲ ହୋଇଥିଲେ । ସାଇକ୍ଲୋଥନ ଭୁବନେଶ୍ୱର ଓଏସ୍‌ଆରଟିସି…

ପରେଡ୍ ରିହରସାଲ୍ ପାଇଁ ଗାନ୍ଧିମାର୍ଗରେ ଟ୍ରାଫିକ କଟକଣା, ଅମାନିଆ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ଆରମ୍ଭ ହେଉଛି ପରେଡ୍ ରିହରସାଲ୍ । ଆଜି ଅପରାହ୍ଣ ସାଢ଼େ ୨ଟାରୁ ୫ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଆସିବାକୁ ଦିଆଯିବ ନାହିଁ ।  ଜନପଥରେ ଟ୍ରାଫିକ୍‌ ଚଳାଚଳ ସ୍ୱାଭାବିକ…

କଂଗ୍ରେସ କାର୍ଯ୍ୟକମିଟିର ବୈଠକ ଆରମ୍ଭ; ଏହି ସବୁ ପ୍ରସଙ୍ଗ ଉପରେ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟ କମିଟି ବୈଠକ ଆରମ୍ଭ ହୋଇଛି। ଦଳର ସଭାପତି ସୋନିଆ ଗାନ୍ଧୀ ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି। କଂଗ୍ରେସ ଦଳର ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯାଉଛି। ଏହି ବୈଠକରେ ଦଳରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକରେ…

୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ :  କୃଷି ଆଇନ ନେଇ ବିବାଦ ତୁଟୁନି । ୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଆଜି ଏକାଦଶ ପର୍ଯ୍ୟାୟ ଆଲୋଚନା ହେବ । ଏହା ପୂର୍ବରୁ ଆଇନ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ଆଜିଠୁ ପରେଡ୍ ରିହରସାଲ୍, ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଆଉ ତିନି ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ରିହରସାଲ୍ । ପରେଡ୍‌ ଅଭ୍ୟାସରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ । କେବଳ…

ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି; ଦେଶକୁ ଆସୁଥିବା ସମସ୍ତ ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ

ନୂଆଦିଲ୍ଲୀ: ନୂତନ ଭାବେ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ଆରମ୍ଭ କରିବା ସମୟରେ ବାଇଡେନ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ, କରୋନାର ଦିନକୁ ଦିନ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି…

ମିଡିଆ ନିୟମକୁ ନେଇ ସର୍ଚ୍ଚ ଇଞ୍ଜିନ୍ ସେବା ବନ୍ଦ କରିବାକୁ ଗୁଗୁଲର ଚେତାବନୀ

କାନବେରା: ସର୍ଚ୍ଚ ଇଞ୍ଜିନ୍ ସେବା ବ୍ଲକ୍ କରିବାକୁ ବିଶ୍ୱର ସର୍ବବୃହତ୍ତ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଅଷ୍ଟ୍ରେଲିଆକୁ ଚେତାବନୀ ଦେଇଛି । ଗୁଗୁଲର ଅଷ୍ଟ୍ରେଲିଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ମେଲ୍ ସିଲଭା କାନଭେରାରେ ସିନେଟ କମିଟିରେ କହିଛନ୍ତି- ବିଶ୍ୱର ପ୍ରଥମ ମିଡିଆ ନିୟମ ‘କାର୍ଯ୍ୟକ୍ଷମ…