Latest Odisha News

BREAKING NEWS

ମୋବାଇଲ ଫୋନ୍ ପାଇଁ ମାଆକୁ ମାରିଲା…

ମିରଟ: ସାମ୍ନାକୁ ଆସିଛି ଏକ ଚକିତକର ଘଟଣା । ମୋବାଇଲ ଫୋନ୍ ଆଗରେ ଫିକା ପଡିଲା ମାଆ ପୁଅର ପବିତ୍ର ତଥା ବିଶ୍ୱସନୀୟ ସଂପର୍କ । ଅକାଳରେ ଚାଲିଗଲା ଜଣେ ମାଆର ଜୀବନ । ହତ୍ୟାକାରୀର ଆଖ୍ୟା ପାଇଲା ଜଣେ ହତଭାଗା ପୁଅ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ ମିରଟର ମୋହଲ୍ଲା…

ଆରମ୍ଭ ହେବ ଇ- କ୍ୟାଟରିଂ ବ୍ୟବସ୍ଥା, ଟ୍ରେନରେ ପୂର୍ବଭଳି ଯାତ୍ରୀଙ୍କୁ ମିଳିବ ନିଜ ମନପସନ୍ଦର ଖାଦ୍ୟ 

ନୂଆଦିଲ୍ଲୀ : ଫେବୃଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଣ୍ଟରିଂ ସେବା । ଟ୍ରେନରେ ଯାତ୍ରୀ ପୁଣିଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମସ୍ତ ପ୍ରସ୍ତୁତି କରିସାରିଛି ।  ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଯୋଗୁ…

ଆଜି ଓଡ଼ିଶାରୁ ଚିହ୍ନଟ ହେଲେ ୧୪୩ କରୋନା ପଜିଟିଭ୍, ୧୯ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଟିକାକରଣ ଚାଲଛି । ଏହାରି ଭିତରେ ଦୈନିକ ଖସୁଛି କରୋନା ସଂକ୍ରମଣ । କାବୁ ପାଉଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହଛି ୫୯ଟି । ୨୩…

ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ।…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ଇଂଲଣ୍ଡ ବିପକ୍ଷ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ…

ନୂଆଦିଲ୍ଲୀ: କରୋନା କାଳ ପରେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ପଂହଚିଛି । ଭାରତ-ଇଂଲଣ୍ଡ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ଏହା ସଫଳ ହେବା ପରେ ଆଗାମୀ ଆଇପିଏଲରେ ମଧ୍ୟ ଦର୍ଶକ କ୍ରିକେଟର ମଜା ଉଠାଇପାରିବେ । ଭାରତୀୟ କ୍ରିକେଟ କଂଟ୍ରୋଲ…

ଓ୍ୱେଲକମ୍ ଚାମ୍ପିଅନ୍: ସ୍ୱଦେଶୀ ଫେରିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ସହ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ । ଆଜି ଖେଳାଳିମାନେ ଜନ୍ମମାଟିରେ ପାଦ ଥାପିଛନ୍ତି । ନିଜ ନିଜ ଘରକୁ ଯାଇଛନ୍ତି ଖେଳାଳି । ମୁମ୍ୱାଇ ଏୟାରପୋର୍ଟରେ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ପୃଥ୍ୱୀ ଶ । ସେମାନଙ୍କୁ…

ଆଧାର କାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାର କାର୍ଡର ସାମ୍ବିଧାନିକ ବୈଧତା ଅକ୍ଷୁର୍ଣ୍ଣ ଓ ଏହା ସୁରକ୍ଷିତ ବୋଲି ପ୍ରକାଶ କରିବା ସହ ଆଧାର କାର୍ଡ ରିଭ୍ୟୁ ପିଟିସନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟରେ ଆଧାର ସାମ୍ବିଧାନିକ ଭାବେ ବୈଧ ନୁହେଁ ବୋଲି ଏକ ଚ୍ୟାଲେଞ୍ଜ କରାଯାଇଥିଲା।…

ଆସନ୍ତୁ ଜାଣିବା ମନୋଜ ତିୱାରୀ ତାଙ୍କ ଝିଅର ନାମ କଣ ଦେଲେ

ମୁମ୍ବାଇ: ଅଭିନେତା, ଗାୟକ ଓ ନେତା ଭାବେ ପରିଚିତ ମନୋଜ ତିୱାରୀ ତାଙ୍କ ଦ୍ୱିତୀୟ ଝିଅର ନାମକରଣ କରିଛନ୍ତି । ଗତ ବର୍ଷ ଲକଡାଉନ ସମୟରେ ସେ ଦ୍ୱିତୀୟ ବିବାହ କରିଥିଲେ । ବର୍ଷର ଶେଷ ଆଡକୁ ତାଙ୍କ ପତ୍ନୀ ସୁରଭି କନ୍ୟା ସନ୍ତାନର ମାଆ ହୋଇଥିଲେ । ସେ ସମୟରେ ମନୋଜ ତାଙ୍କ ବଡଝିଅ ରିତି (ପ୍ରଥମ…

ଟିକାକରଣର ପଞ୍ଚମ ଦିନ: ଆଜି ରାଜ୍ୟରେ ୩୭ ହଜାର ଟିକାଦାନ ଲକ୍ଷ୍ୟ

ଭୁବନେଶ୍ୱର: ପ୍ରଥମ ପର୍ୟ୍ୟାୟ କରୋନା ଟିକାକରଣର ଆଜି ପଞ୍ଚମ ଦିନ । ଆଜି ୪୩୬ଟି ସେସନରେ ୩୭ହଜାର ୭୬ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟିକା ନେଲେଣି ୬୮ହଜାର ୭୪୩ ସ୍ୱାସ୍ଥ୍ୟକର୍ମୀ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଜାଡେଜା

ମୁମ୍ବାଇ: ଅଷ୍ଟ୍ରେଲିଆ ମ୍ୟାଚରେ ଐତିହାସିକ ବିଜୟ ପରେ ଭାରତୀୟ ଦଳର ନଜର ରହିଛି ଇଂଲଣ୍ଡ ବିପକ୍ଷ ସିରିଜର ଉପରେ। ହେଲେ ଏହା ପୂର୍ବରୁ ଚୂଡାନ୍ତ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଜାନୁଆରୀ ୧୯ରେ ଘୋଷିତ ଦଳରେ ସ୍ଥାନ ପାଇନାହାନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। କେବଳ ଏତିକି ନୁହେଁ ଅଲରାଉଣ୍ଡର…