ଘଂଟାକ ମଧ୍ୟରେ ବୁଲେଟ ଥାଳି ଖାଆନ୍ତୁ, ଏନଫିଲ୍ଡ ବୁଲେଟ ଗାଡି ଘରକୁ ନିଅନ୍ତୁ
ପୁଣେ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଅଫର ଦେଇଥାନ୍ତି । ତେବେ ପୁଣେର ଶିବରାଜ ହୋଟେଲ ନିଆରା ସ୍କିମ ବାହାର କରିଛନ୍ତି । ତାଙ୍କ ହୋଟେଲରେ ପ୍ରସ୍ତୁତ ବୁଲେଟ ଥାଳିକୁ ଯଦି ଜଣେ ଘଂଟାକ ମଧ୍ୟରେ ଖାଇବେ ତାହାହେଲେ ନୂଆ ଏନଫିଲ୍ଡ ବୁଲେଟ ଗାଡି ଘରକୁ…