Latest Odisha News

ବାଣୀ ଚିତ୍ରର ସମ୍ପାଦକଙ୍କ ବିୟୋଗ

ଭୁବନେଶ୍ୱର : ସିନେ ପତ୍ରିକା ‘ବାଣୀ ଚିତ୍ର’ର ସମ୍ପାଦକ ପରୀକ୍ଷିତ ଜେନା , ଭୁବନେଶ୍ୱର,ନୂଆପଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।…

ବାଇଡେନ୍‌ଙ୍କ ଦଳରେ ସାମିଲ୍‌ ହେଲେ ଭାରତୀୟ ବଂଶୋଦ୍ଭବ ସମୀରା ଫାଜଲି

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଦଳରେ ଭାରତୀୟ-ଆମେରିକୀୟ ସମୀରା ଫାଜଲିଙ୍କୁ ସାମିଲ କରିଛନ୍ତି। 'ଜାତୀୟ ଅର୍ଥନୈତିକ ପରିଷଦ'ର ଡେପୁଟି ଡାଇରେକ୍ଟର ଭାବରେ କାଶ୍ମୀରର ମୂଳ ଫାଜଲିଙ୍କୁ ବାଇଡେନ ଏକ ବଡ଼ ଦାୟିତ୍ବ ଦେଇଛନ୍ତି। ଶୁକ୍ରବାର ଦିନ…

ଟିକାକରଣ ଫିଡବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟିକା ନେଉଛି ଓଡିଶା । ଆଜିଠାରୁ ରାଜ୍ୟବ୍ୟାପୀ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ଟିକାକରଣ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେଇଥିବା ବ୍ୟକ୍ତି ନିଜ ଅନୁଭୂତି ବଖାଣିଛନ୍ତି । ସେମାନଙ୍କୁ ବ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି…

ଦେଶରେ ରୁଷିଆ ‘ସ୍ପୁଟନିକ ଭି’ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦେଶରେ କୋଭିଡ-୧୯ ବିରୋଧରେ ରୁଷିଆର ସ୍ପୁଟ୍‌ନିକ ଭି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ଡ।. ରେଡ୍ଡିଙ୍କ ଲାବୋରେଟୋରୀଗୁଡିକ ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷା…

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ ଅବଜରଭେସନ ରୁମ୍‌ରେ ଅଛନ୍ତି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

କବିତା:ଚିତ୍ର ସହ ସମ୍ପର୍କ

ପ୍ରଣୟ ସୁଧା ହୃଦୟ ନିଖୋଜ ହେଲା ବେଳକୁ ପାହାଡ଼ ତରଳି ସାରିଥିଲା, ମନ ଝୁଣ୍ଟି ପଡିଲା ବେଳକୁ ନଦୀ ଉପରୁ ଶୋଷର ବିଶ୍ୱାସ ଭାଙ୍ଗିସାରିଥିଲା, ଆଖି ଝରିଲା ବେଳକୁ ସମୁଦ୍ରରୁ ମରା ସାରିଥିଲା ସବୁତକ ଲୁଣ , ଆଉ ଏତକ ହେଲା ବେଳକୁ ଅଙ୍କା ହୋଇ ସରି ଯାଇଥିଲା ଗୋଟେ କାନଭାସ । ତଦନ୍ତ…

ଭିତ୍ତିହୀନ ଭୟକୁ ଦୂର କରିବା ପାଇଁ କରୋନା ଟିକା ନେଲେ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସ‌ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କରୋନା ଟିକା ନେଇଛନ୍ତି। ଏହାଦ୍ବାରା ସେ ସମସ୍ତ ଆଶଙ୍କା, ଗୁଜବ ଏବଂ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ…

ବିଶ୍ୱ କରୋନା; ସଂକ୍ରମିତଙ୍କ ସଂଖ୍ୟା ୯.୩୫ କୋଟି ପାର୍‌ କରିଥିବା ବେଳେ ୨୦ ଲକ୍ଷ ଅତିକ୍ରମ କଲାଣି କରୋନା ଜନିତ…

ନୂଆଦିଲ୍ଲୀ: ବିଶ୍ୱରେ କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନୋ ଭାଇରସ୍ ଯୋଗୁଁ ୨ ମିଲିୟନ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ଗତ ବର୍ଷ ଜାନୁଆରୀରେ ଚାଇନାରୁ ୯ କୋଟି ୩୫ ଲକ୍ଷ ୧୮ ହଜାର ୧୮୨ ଲୋକ ଏହି ଭୂତାଣୁ…

ଦେଶରେ ବୟସ୍କଙ୍କ ଅବସ୍ଥା ଚିନ୍ତାଜନକ; ‘ଲଙ୍ଗିଟ୍ୟୁଡ୍‌ନାଲ୍‌ ଏଜିଂ ଷ୍ଟଡିଜ୍ ଅଫ୍ ଇଣ୍ଡିଆ’ ସର୍ଭେ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ 'ଲଙ୍ଗିଟ୍ୟୁଡ୍‌ନାଲ୍‌ ଏଜିଂ ଷ୍ଟଡିଜ୍ ଅଫ୍ ଇଣ୍ଡିଆ' ସର୍ଭେ-ଅନୁଯାୟୀ ଦେଶରେ ବୃଦ୍ଧଙ୍କ ଅବସ୍ଥା ଚିନ୍ତାଜନକ। ଦେଶର ବୃଦ୍ଧାବୃଦ୍ଧଙ୍କ ସ୍ୱାସ୍ଥ୍ୟ, ଅର୍ଥନୈତିକ ଏବଂ ସାମାଜିକ ଅବସ୍ଥା ଉପରେ ଏହି ରିପୋର୍ଟ ଅନୁଯାୟୀ ଦେଶର ୭୫…

ହାର୍ଦ୍ଦିକ ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କ ପିତୃ ବିୟୋଗ

ଅହମ୍ମଦାବାଦ: ପରଲୋକରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ବାପା । ଆଜି ସେମାନଙ୍କର ବାପା ହିମାଂଶୁ ପାଣ୍ଡ୍ୟାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବରୋଦରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ…