Latest Odisha News

BREAKING NEWS

ଝୁଲନ୍ତା ଅବସ୍ଥାରେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: ଜଣେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର । ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡ଼ା ସରସ୍ଵତୀ ଶିଶୁମନ୍ଦିର ପଛ ପଟରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଲେ ବାଘୁଆ ଗାଁର ଲୋଚନ ଭୋଇ ଓ ଚିନା…

ଛୋଟେ ନବାବ୍ ତୈମୁର୍‌ଙ୍କ ପ୍ରେମରେ ଡ୍ୟାନ୍ସ କୁଇନ୍‌ ନୋରା

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ନୃତ୍ୟ ଶୈଳୀ ଦ୍ୱାରା ସମସ୍ତଙ୍କ ଆକର୍ଷିତ କରୁଥିବା ନୋରା ଫତେହି ଶେଷରେ ନିଜର ମନର କଥା ପ୍ରକାଶ କରିଛନ୍ତି। ସେ ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌ କିଡ୍ କରୀନା ଏବଂ ସୈଫ୍‌ଙ୍କ ପୁଅ ତୈମୁର୍‌ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏ ନେଇ ନୋରା ନିଜେ…

ସଡିନୀ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନରେ ଅଲଆଉଟ୍

ସିଡନୀ: ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୩୮ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଆଜି ମ୍ୟାଚର ଦ୍ୱିତୀୟ ଦିନ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି । ମାର୍ଣ୍ଣସ ଲାବୁସେନ୍ ୯୧ରନ୍ ଓ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରିଛନ୍ତି । ଷ୍ଟିଭେନ୍…

ଦିନକର‌େ ଦେଶରୁ ୧୮ ହଜାରରୁ ଅଧିକ କର‌ୋନା ଆକ୍ରାନ୍ତ ଚିହ୍ନଟ, ୨୩୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୧୩୯ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କ‌ୋଟି ୦୪ ଲକ୍ଷ ୧୩ ହଜାର ୪୧୭କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଆଉ ୨୩୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି…

ଟ୍ରେନ୍ ରହଣି ଦାବିରେ ରେଙ୍ଗାଳିଠାରେ ରେଳରୋକ, ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଟ୍ରେନ ରହଣି ଦାବିରେ ରେଳରୋକ । ସମ୍ୱଲପୁର ଜିଲ୍ଲା ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ପୁନଃ ରହଣି ଦାବିରେ ଆଜି ରେଳରୋକ କରାଯାଇଛି । ଏହାସହ ନାଗରିକ କ୍ରିୟାନୁଷ୍ଠାନ କମିଟି ଡାକରାରେ ୧୨ ଘଣ୍ଟିଆ ରେଙ୍ଗାଲି ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ…

ପିଜି ନାମଲେଖା ପାଇଁ ହେବ ସ୍ପଟ୍ ଆଡମିଶନ, ଜାଣନ୍ତୁ କ‌େବେଠୁ

ଭୁବନେଶ୍ବର: ରାଜ୍ୟର‌ ସରକାରୀ ବିଶ୍ବବିଦ୍ୟାଳୟର‌େ ଖାଲି ପଡିଥିବା ପିଜି ତଥା ସ୍ନାତକ‌ୋତ୍ତର ସିଟ୍ ଗୁଡିକୁ ପୂରଣ କରିବା ଲାଗି ଖୁବଶୀଘ୍ର ସ୍ପଟ୍ ଆଡମିଶନ ହେବ। ଉଚ୍ଚଶିକ୍ଷା ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୯ରୁ ସ୍ପଟ୍ ଆଡମିଶନ ପାଇଁ କମନ ଆପ୍ଲିକସେନ୍ ଫର୍ମ (ସିଏଏଫ୍)…

ଦେଶର ସବୁ ଜିଲ୍ଲାରେ ଆଜି ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

ନୂଆଦିଲ୍ଲୀ: କରୋନା ଟିକା ଆସିବା ପୂର୍ବରୁ ଅଭ୍ୟାସ । ଆଜି ଦେଶରେ ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ କରାଯାଉଛି । ଏକାସଙ୍ଗେ ରିହରସାଲ୍ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ମହାନଗର ନିଗମରେ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ…

ଦର୍ଶନ ଦେଲେ ବାବା ଧବଳେଶ୍ୱର: ଆଜି ସେବାୟତଙ୍କ ପରିବାର, ୧୧ରୁ ସର୍ବସାଧାରଣ ଦର୍ଶନ

କଟକ: ୯ ମାସ ପରେ ଆଜିଠୁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ସକାଳ ୬ଟାରୁ ମନ୍ଦିର କପାଟ ଖୋଲିଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । କୋଭିଡ୍‌ କଟକଣା ଭିତରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜିଠୁ ପୂଜକଙ୍କ ପରିବାର…

ଆଜିଠୁ ଖ‌ୋଲିଲା ସ୍କୁଲ, କରୋନା କଟକଣା ଭିତର‌େ ୧୦୦ ଦିନ ହେବ ପାଠପଢା

ଭୁବନେଶ୍ବର: ଦୀର୍ଘ ୯ ମାସ ପର‌େ ଶୁକ୍ରବାର ଦିନ ରାଜ୍ୟର‌େ ଖ‌ୋଲିଛି ଶିକ୍ଷାନୁଷ୍ଠାନ। ଯାହାକୁ ନଇେ ଛାତ୍ରଛାତ୍ରୀଙ୍କ ମଧ୍ୟର‌େ ଉତ୍ସାହ ପରିଲିକ୍ଷିତ ହ‌ୋଇଛି। ଦଶମ ଓ ଦ୍ବାଦଶ ଶ୍ରଣେୀ ପାଇଁ ଆଜିଠୁ ଏପ୍ରିଲ୍ ୨୮ ତାରିଖ ଯାଏଁ ପାଠପଢା ହେବ। ସୂଚନା ଅନୁଯାୟୀ ରାଜ୍ୟର ୮ ହଜାର…

ଭଦ୍ରକ ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ବିଳମ୍ବିତ ରାତିରେ ଲାଗିଲା ନିଆଁ । ଭଦ୍ରକ ତିହିଡି ବଜାରରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୦ରୁ ଅଧିକ ଦୋକାନ ଘର ଜଳି ପୋଡ଼ି ଛାରଖାର ହୋଇଛି । ପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ…