Latest Odisha News

BREAKING NEWS

ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଆସନ୍ତା ୧୮ ତାରିଖରେ ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଉଭୟ ସରକାରୀ ଓ ବିରୋଧୀ ଦଳ…

ଆମେରିକାରେ ବଢୁଛି କରୋନା ଭୂତାଣୁର ପ୍ରଭାବ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ବଢିବାରେ ଲାଗିଛି ମାରାତ୍ମକ କରୋନା ଭୂତାଣୁର ପ୍ରଭାବ। ସ୍ଥିତି ବିଗୁଡୁଛି। ସଂକ୍ରମଣର ବେଗ ମାସେ ହ୍ରାସ ପାଇବା ପରେ ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ତିନି ସପ୍ତାହ ମଧ୍ୟରେ ଦୈନିକ ନୂଆ ମାମଲାରେ ଅଚାନକ ବୃଦ୍ଧି ଘଟିବା ଏବେ ଚିନ୍ତାର…

ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଚଢ଼ାଉ

ଭୁବନେଶ୍ବର : ଅବକାରୀ ବିଭାଗକୁ ବଡ଼ ସଫଳତା । ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ହୋଇଛି ଚଢ଼ାଉ । ସାଲିଆ ସାହି ବସ୍ତିର ନୟାଗଡ଼ ସାହିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଓ କମିଶନରେଟ ପୋଲିସର ଫ୍ଲାଇଙ୍ଗ ସ୍କାଡ ମିଳିତ ଭାବେ କରିଛନ୍ତି ରେଡ୍ ।…

ଡକାୟତି ଘଟଣାରେ ୬ ଗିରଫ

ଯାଜପୁର: ଯାଜପୁର ବରି ଥାନା କୃଷ୍ଣନଗରରେ ଡକାୟତି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚନଙ୍କ…

ଭୁବନେଶ୍ବର ଟିକାକରଣ କାର୍ଯ୍ୟକ୍ରମରେ ଭୁବନେଶ୍ବର ଲୋକଙ୍କୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ବର : ମହାମାରୀ କରେନା ବିରୋଧରେ ଜାରି ରହିଛି ଟିକାକରଣ । ହେଲେ ଭୁବନେଶ୍ବର ପାଇଁ ନୂଆ ପଦକ୍ଷେପ ନେଇଛି ବିଏମସି । ଟିକାକରଣ କାର୍ଯ୍ୟକ୍ରମରେ ଏଣିକି ଭୁବନେଶ୍ବର ଲୋକଙ୍କୁ ଦିଆଯିବ ପ୍ରାଥମିକତା । ମୋଟ ଜନସଂଖ୍ୟା ମଧ୍ୟରୁ କେତେ ଜଣ ଟିକା ନେବେ ସେନେଇ ତାଲିକା ପ୍ରସ୍ତୁତ ହୋଇଛି ।…

ରାଜ୍ୟସଭାରେ ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରାଜ୍ୟସଭା ସଂସଦୀୟ ଦଳର ନେତା ଭାବେ ନିଯୁକ୍ତି ପାଇଛନ୍ତି। ପୀୟୁଷ ଗୋୟଲ ବିଜେପିର ବରିଷ୍ଠ ନେତା ଥାୱରଚାନ୍ଦ ଗେହଲୋଟ୍‌ଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ…

ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛ ମହାମାରୀ । ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିପାରନ୍ତି ସରକାର । ଆସନ୍ତା ୧୬ ତାରିଖରେ ସରୁଛି କଟକଣା ଅବଧି । ତେଣୁ ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା । ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ସଂକ୍ରମଣ ହ୍ରାସ…

ଦେଶରେ ଗତ ୨୯ ବର୍ଷରେ ଦୁଇଗୁଣା ବଢିଛି ସ୍ନାୟୁଗତ ସମସ୍ୟା; ରିପୋର୍ଟ

ନୂଆଦିଲ୍ଲୀ: ବିଗତ ୨୯ ବର୍ଷ ମଧ୍ୟରେ ଦେଶରେ ସ୍ନାୟୁଗତ ସମସ୍ୟା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ୧୯୯୦ ରୁ ୨୦୧୯ ମଧ୍ୟରେ ଭାରତରେ ସ୍ନାୟୁଗତ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢିଯାଇଛି। ଏ ନେଇ ବୁଧବାର ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି। ଷ୍ଟ୍ରୋକରେ…

ଓଟିଟିରେ ଡେବ୍ୟୁ କରିବେ କଙ୍ଗନା

ମୁମ୍ବାଇ: ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ କଙ୍ଗନା। ଆମେରିକାର ରିୟାଲିଟି ସୋ, ଟେମ୍ପ୍‌ଟେସନ୍‌ ଆଇଲ୍ୟାଣ୍ଡର ହିନ୍ଦୀ ଆଡାପ୍ଟେସନ୍‌ରେ ନଜର ଆସିବେ। ଏଥିପାଇଁ କଙ୍ଗନା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି।ଏହି ଶୋ’କୁ ହୋଷ୍ଟ କରିବେ କଙ୍ଗନା। ଖୁବ୍‌ ଶୀଘ୍ର ଏହି…

ନ୍ୟାୟ ମାଗୁଛି ନାବାଳିକା

ସୁବର୍ଣ୍ଣପୁର : ନ୍ୟାୟ ମାଗୁଛି ନାବାଳିକା । ନାବାଳିକା ମୃତ୍ୟୁକୁ  ଦୁଇମାସ ହେଲା । ଏଯାଏଁ ମିଳିଲାନି ନ୍ୟାୟ । ବେଧଡକ ବୁଲୁଛି ଅପରାଧୀ ଆଉ ସୁରାକ ପାଉନି ପୁଲିସ । ଧର୍ଷଣ ଓ ହତ୍ୟା ଅଭିଯୋଗ କରି ଦୁଇମାସ ହେଲା ନ୍ୟାୟ ନ ପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି…