Latest Odisha News

BREAKING NEWS

ପରୀ ହତ୍ୟା ମାମଲା: ଅଭିଯୁକ୍ତର ନାର୍କୋ ଟେଷ୍ଟ କରାଇବା ଆବେଦନର ଆଜି ଶୁଣାଣି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନ ଉପରେ ଆଜି ଶୁଣାଣି ରହିଛି । ନୟାଗଡ଼ ପକସୋ କୋର୍ଟରେ ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲା ଏସଆଇଟି । ପରୀ ହତ୍ୟା…

ଭାରତର ବିରଳ ‘ଜାତାପୁ ଜନଜାତି’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଜାତାପୁ ଭାରତର ଏକ ଅନୁସୂଚିତ ଜନଜାତି । ଜାତାପୁ ସଂପ୍ରଦାୟ କନ୍ଧ ଜନଜାତିର ଏକ ଗୋଷ୍ଠୀ ଏବଂ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବସବାସ କରନ୍ତି ।ଆନ୍ଧ୍ର ପ୍ରଦେଶରେ ପାହାଡ଼ରେ ବସବାସ କରୁଥିବା ଜାତାପୁମାନେ କୁଇ ଏବଂ ସମତଳ ଅଞ୍ଚଳରେ ରହୁଥିବା ଜାତାପୁମାନେ ତେଲୁଗୁ କହନ୍ତି ।…

ବ୍ରିଟେନରେ ଆଜି ମଧ୍ୟରାତ୍ରିରୁ ପୁଣି ଲକଡାଉନ୍, ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍

ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନ ବ୍ରିଟେନ୍‌ରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନଊଆ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସଂକ୍ରମଣ ବଢୁଥିବାରୁ କଟକଣାକୁ କଠୋର କରିଛନ୍ତି ସରକାର । ପୁଣି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଆଜି ମଧୟରାତ୍ରିରୁ ଫେବୃଆରୀ ମାସ ଦ୍ୱିତୀୟ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଦେଓମାଳି 

କୋରାପୁଟ: ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଆମ ଓଡ଼ିଶା । ଓଡିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି । ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ସାଜିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା…

ରାଜ୍ୟରେ କମୁଛି ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କମୁଛି ଶୀତର ପ୍ରକୋପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆଉ ୨-୩ ଦିନ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ଅଛି। ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ…

ଜାତୀୟ ରାଜପଥରେ ବାଇକ ଆରୋହୀଙ୍କୁ ଗୁଳି କରି ଟଙ୍କା ଲୁଟ ଉଦ୍ୟମ  

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ବୁତ୍ତଙ୍କ ଦୌରାତ୍ମ୍ୟ। ଜାତୀୟ ରାଜପଥରେ ଦୁଇ ବାଇକ ଆରୋହୀଙ୍କୁ ଗୁଳି କରିବା ସହ ସେମାନଙ୍କ ଠାରୁ ଲୁଟ କରିବାକୁ ୮ କିଲୋମିଟର ଗୋଡାଇଛନ୍ତି ଲୁଟେରା । ଏଭଳି ଏକ ଲୋମ ଟାଙ୍କୁରା ଖବର ଆଡ଼ିଛି ବାଲେଶ୍ୱର ଜିଲ୍ଲାରୁ ଖବର ଅନୁଯାୟୀ, ବାଲେଶ୍ଵର…

ଗଜପତିରେ ୧୭ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମୋହନା : ଗଜପତି ଜିଲ୍ଲା ମୋହନରେ ଆନୁମାନିକ ୧୭ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ପ୍ରାୟ ୮୯ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସୂଚନାନୁସାରେ, ସ୍ଥାନୀୟ ଲେଖରୀପଟା ଗାଁ ନିକଟରେ ଗଞ୍ଜେଇ ହେଉଥିବା କୌଣସି ଏକ ବିଶେଷ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୫-୧-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୧ ମସିହା ଜାନୁଆରୀ ତା ୫ ରିଖ ମଙ୍ଗଳବାର ଧନୁ ୨୨ ଦିନ ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର: ମକର ରାଶିର ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଓ ଧନୁ ରାଶି…

ଟିକାଦାନ କେନ୍ଦ୍ର ଚୂଡ଼ାନ୍ତ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଟିକାକରଣ ପାଇଁ ରାଜ୍ୟରେ ଆରମ୍ଭ ହେଲାଣି ତତ୍ପରତା । ଟିକା ଆସିଲେ ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ଏଥିପାଇଁ କୋଭିଡ୍ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ…

ରାଜଧାନୀର ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ

ଭୁବନେଶ୍ୱର: ନୂଆବର୍ଷରେ କମିଶରେଟ ପୋଲିସର ନୂଆ ଯୋଜନା । ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ ନୂଆ ପଦକ୍ଷେପ । ପୋଲିସର ବସ୍ତିକୁ ଚାଲ ଅଭିଯାନ । ବସ୍ତିକୁ ଜଗିବ ପୋଲିସ । ରାଜଧାନୀର ବିଭିନ୍ନ ବସ୍ତିରେ ରାଜ୍ୟ ବାହାରର ଅପରାଧୀ ଭଡ଼ା ଘରେ ରହୁଛନ୍ତି । ଏଠାରେ ଲୁଚୁଛନ୍ତି । ଏହାକୁ ରୋକିବା…