Latest Odisha News

BREAKING NEWS

ଆମେ ଦୁନିଆର ସବୁଠୁ ବଡ ଟିକାକରଣ କାର୍ଯ୍ୟକ୍ରମ ଆଡକୁ ଗତି କରୁଛୁ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ନ୍ୟାସନାଲ ଆଟୋମିକ୍ ଟାଇମସ୍କେଲ୍' ଏବଂ 'ଇଣ୍ଡିଆନ୍ ଡାଇରେକ୍ଟିଭ୍ ମ୍ୟାଟେରିଆଲ୍' ଦେଶକୁ ଉତ୍ସର୍ଗ କରିଛନ୍ତି ଏବଂ ଜାତୀୟ ପରିବେଶ ମାନକ ଲାବୋରେଟୋରୀର ଶିଳାନ୍ୟାସ କରିଛନ୍ତି। ପିଏମଏମ ମୋଦୀ ଭିଡିଓ କନଫରେନ୍ସିଂ…

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।…

ମହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଲାଣି । ତଥାପି ପୋଲିସ ହାତ ଖାଲି । ଏହାକୁ ନେଇ ତେଜିଛି ରାଜନୀତି । ବିଜେପି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି । ନଚେତ ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ…

କବିତା- ଭାଗ୍ୟଫଳ

ରାଜଲଷ୍ମୀ ତ୍ରିପାଠୀ ଫଳକ ଟି ଝୁଲୁଛି ଝଲସୁଛନ୍ତି ଦିବ୍ୟଚିତ୍ରମାନ କାଠ ଉପରେ କଟା ସରୁ ଲମ୍ବା ରାସ୍ତା କିଏ ଜାଣେ ମିଶିଛି ସେ କେଉଁଠି ଏକ ବୃତ୍ତାକାର ମଣ୍ଡଳ ରେ। ବାସନାରେ ରୁନ୍ଧିହୋଇ ଅନାଇଁ ରହିଛି ସେ ମୁକ ଏକ କକ୍ଷପଥକୁ ବଂଚି ରହିଛି ଝୁମ୍ପୁଡି ର ଭାଗ୍ୟ ପରି ଏକ ଦୁଃଖାନ୍ତ…

(DCGI) ପକ୍ଷରୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ସବୁଜ ସଙ୍କେତ; ଦେଶରେ କୋଭିସିଲ୍ଡ ଟିକା ଉତ୍ପାଦନକୁ ମିଳିଲା…

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଭ୍ୟାକ୍‌ସିନ କୋଭିସିଲ୍ଡର ଉତ୍ପାଦନକୁ ଅନୁମୋଦନ କରିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏକ ଲିଖିତ କ୍ରମରେ ସେରମ୍‌ ଏହାର କରୋନା ଭ୍ୟାକ୍‌ସିନ…

ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ, ଧକ୍କା ଦେଲା ପିକଅପ୍ ଭ୍ୟାନ୍

ଅନୁଗୁଳ: ଭୋଜି ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ…

ଆମେରିକାର ସଂସଦରେ ‘ମଲାଲା ୟୁସୁଫଜାଇ’ ସ୍କଲାରସିପ୍ ଆକ୍ଟ ପାରିତ

ୱାଶିଂଟନ୍: ଆମେରିକାର ସଂସଦରେ ମଲାଲା ୟୁସୁଫଜାଇ ସ୍କଲାରସିପ୍ ଆକ୍ଟ ପାରିତ ହୋଇଛି। ଏହା ପାକିସ୍ତାନୀ ମହିଳାମାନଙ୍କୁ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବ। କାରଣ ଏହି ଅଧିନିୟମ ଅନୁଯାୟୀ ଛାତ୍ରବୃତ୍ତି ସଂଖ୍ୟା ବୃଦ୍ଧି ପାଇବ। ଏହି ନିୟମ ୨୦୨୦ରେ ଲୋକସଭା ଦ୍ବାରା ପାରିତ ହୋଇଥିଲା।…

ରାଜ୍ୟରେ କମିଲା: ୨୪ଘଣ୍ଟାରେ ୧୮୩ କରୋନା ପଜିଟିଭ୍, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କମୁଛି କରୋନା କାୟା । ପୁଣି ଥରେ ଦିନକରେ ଦୁଇ ଶହରୁ କମ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଚାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୮୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ଟି । ୨୬ ଜିଲ୍ଲାରୁ ନୂଆ…

ପୁଣି ଥରେ କୃଷକମାନଙ୍କ ସମଥର୍ନରେ ମୁହଁ ଖୋଲିଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ପୁଣି ଥରେ ମୁହଁ ଖୋଲିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଶର ଚାଷୀଭାଇଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସୋମବାର ଦିନ ଧର୍ମେନ୍ଦ୍ର ଟ୍ୱିଟରରେ କୃଷକଙ୍କ ଫଟୋ ସେୟାର କରି ଲେଖିଛନ୍ତି - ଆଜି ମୋର କୃଷକ ଭାଇମାନଙ୍କୁ…

କୁମ୍ଭୀର ଗଣନା ପାଇଁ ଆସନ୍ତା ୧୫ ତାରିଖରୁ ବନ୍ଦ ରହିବ ଭିତରକନିକା ପ୍ରାଣୀ ଉଦ୍ୟାନ

କେନ୍ଦ୍ରାପଡ଼ା: ଆସନ୍ତା ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୨୩ ଯାଏ ୯ ଦିନ ବନ୍ଦ ରହିବ । ୨୨ଟି ଟିମ୍ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ଏହି ସମୟରେ ଯେଭଳି କୌଣସି ପ୍ରକାର ଅସୁବିଧା ନହେବ ସେଥିପାଇଁ…