ବ୍ରିଟେନ କରୋନା ଷ୍ଟ୍ରେନରେ ଓଡିଶାର କେହି ଆକ୍ରାନ୍ତ ନାହାନ୍ତି : ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ବିଦେଶରୁ ବିମାନ ଚଳାଚଳ ଆରମ୍ଭ ହେବା ପରେ ଏଯାଏଁ ଓଡିଶାକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ କୌଣସି ବ୍ୟକ୍ତିଙ୍କଠାରେ ବ୍ରିଟେନର ନୂଆ ଷ୍ଟ୍ରେନ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି ।…