Latest Odisha News

BREAKING NEWS

ଓଡିଶା କ୍ରୀଡା ୨୦୨୦: ଦୂତିଙ୍କ ଅର୍ଜୁନଠାରୁ ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ବିନା ଦର୍ଶକ କରତାଳିରେ ଖେଳର ମାହୋଲ ଫିକା ପଡି ଯାଇଥିଲା । ତଥାପି ଏହି ଘଡିସନ୍ଧି ମୂହର୍ତ ମଧ୍ୟରେ ଓଡିଶା କ୍ରୀଡାରେ ଅନେକ ଘଟଣା ଘଟିଯାଇଛି । ଆସନ୍ତୁ ନଜର ପକାଇବା କ୍ରୀଡା ଫର୍ଦ୍ଦ ଉପରେ.. ରାଉରକେଲାରେ ସର୍ବ ବୃହତ ହକି ଷ୍ଟାଡିୟମ: ଓଡିଶାର…

ଚହଲ୍ ଓ ଧନଶ୍ରୀଙ୍କୁ କି ଉପହାର ଦେଲେ ଧୋନୀ ?

ଭୁବନେଶ୍ୱର: ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା । ଡିସେମ୍ବର ୨୨ରେ ଦୁହିଁଙ୍କ ବିବାହ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ବିବାହ ଓ ବିବାହ ପୂର୍ବର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା । ବିବାହ ପରେ ଚହଲ ଓ ଧନଶ୍ରୀ ହନିମୁନ ପାଇଁ ଦୁବାଇରେ ପହଂଚିଥିଲେ । ହେଲେ ସେଠାରେ ଧୋନୀ ଓ ସାକ୍ଷୀ…

ବିଦାୟ ୨୦୨୦; ସୋସିଆଲ୍‌ ମିଡିଆରେ ଝଡ ସୃଷ୍ଟି କରିଥିବା ବଲିଉଡ୍‌ର କିଛି ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ: ଏହି ବର୍ଷ କରୋନା ମହାମାରୀ ଏବଂ ଲକଡାଉନ୍ ପାଇଁ ସ୍ମରଣୀୟ ହୋଇଥିବାବେଳେ ଚଳିତ ବର୍ଷ ବଲିଉଡରେ ବିବାଦ ସଂଖ୍ୟା ମଧ୍ୟ ଭରି ହୋଇ ରହିଛି। ଦେଶରେ ଲକ୍‌ଡାଉନ୍‌ ଥିଲେ ସୁଦ୍ଧା ବିବାଦ ଉପର‌େ କିନ୍ତୁ କୌଣସି ଲକ୍‌ ନଥିଲା। ଗୋଟିଏ ପରେ ଗୋଟିଏ ବିବାଦ ଦିନକୁ ଦିନ ଜୋର୍‌ ଧରିଥିଲା।…

ଅର୍ଜୁନଙ୍କୁ ଅପେକ୍ଷା କରିଛନ୍ତି ଦିଗାଙ୍ଗନା ସୂର୍ଯ୍ୟବଂଶୀ

ମୁମ୍ବାଇ: ବିଗତ ଦିନରେ ଦୁଇଦୁଇଥର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ମାମଲାରେ ତାଙ୍କ ଶାଳକ ଗିରଫ ହେବା ପରେ ଅର୍ଜୁନ ବାରମ୍ବାର ଏନସିବି କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହୋଇଗଲେଣି । ତଥାପି ଏହାର ପ୍ରଭାବ…

ବଢିପାରେ ଭାରତରୁ ବ୍ରିଟେନ ବିମାନ ଉଡାଣ ଉପରେ ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଷ୍ଟ୍ରେନ୍ ଯୋଗୁଁ ବ୍ରିଟେନରୁ ବିମାନ ଚଳାଚଳ ଅସ୍ଥାୟୀ ଭାବେ ସ୍ଥଗିତ ରଖିବା ଉପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର‌ଦୀପ ସିଂ ପୁରୀ କହିଛନ୍ତି ଯେ ମୁଁ ଏହି ଅସ୍ଥାୟୀ ରୋକ୍‌ ଉପରେ ଏକ ଛୋଟ ସମ୍ପ୍ରସାରଣ ଆଶା କରୁଛି। ଉଲ୍ଲେଖନୀୟ କଥା ହେଉଛି,…

ମଞ୍ଚ ଓ ନାଚର ପ୍ରେମରେ ଏକ ସମର୍ପିତ ଜୀବନ; ଡକ୍ଟର ସୁନୀଲ କୋଠାରି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ  ସତୁରୀ ବର୍ଷ ଧରି ଜଣେ ଲୋକ କେବଳ ନାଚ ଦେଖିଛନ୍ତି ଓ ନାଚ ଉପରେ ଲେଖିଛନ୍ତି- ଏମିତି ଜଣେ ବ୍ୟକ୍ତିଙ୍କୁ ଆମେ କଣ ବୋଲି କହିବା? ରସିକ, ପାଗଳ ନା ନୃତ୍ୟର ଏକନିଷ୍ଠ ଭକ୍ତ? ଜୀବନର ସବୁକିଛି ଛାଡି ଦେଇ କେବଳ ମଞ୍ଚସାମ୍ନାରେ ସତୁରୀ ବର୍ଷର ଜୀବନ…

ଏଠାରେ ବଳପୂର୍ବକ ଭାବେ ଝିଅମାନଙ୍କର କରାଯାଏ ଧର୍ମ ପରିବର୍ତ୍ତନ

କରାଚି: ଏଠାରେ ପ୍ରତିବର୍ଷ କରାଯାଏ ଝିଅମାନଙ୍କର ଧର୍ମ ପରିବର୍ତ୍ତନ। ତା ପୁଣି ସ୍ବେଚ୍ଛାକୃତ ନୁହେଁ ବଳପୂର୍ବକ ଭାବେ କରାଯାଇଥାଏ। ପାକିସ୍ତାନର ୧,୦୦୦ ସଂଖ୍ୟାଲଘୁ ବାଳିକା ବାଧ୍ୟ ହୋଇ ଇସଲାମ ଧର୍ମ ଗ୍ରହଣ କରନ୍ତି। ରିପୋର୍ଟ ଅନୁଯାୟୀ, ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଶିଖ ସମ୍ପ୍ରଦାୟର ଯୁବକ…

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।…

ଅମିତାଭଙ୍କ ସହ ଅଭିନୟ କରିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆସନ୍ତା ବର୍ଷ ଏହି ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ପାଦ ଦେଉଦେଉ ତାଙ୍କ ହାତରେ ଦୁଇଦୁଇଟି ଅଫର ରହିଛି । ଉଭୟ ଦୁଇଟି ଫିଲ୍ମରେ ସେ ଦୁଇ ଜଣାଶୁଣା ଅଭିନେତାଙ୍କ ସହ ବଡ ପରଦାରେ ନଜର…

କାହିଁକି ଏହି ମହିଳାଙ୍କୁ କ୍ଷମା ମାଗିଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ନିକଟରେ ଅମିତାଭ ବଚ୍ଚନ ଜଣେ ମହିଳା ଟ୍ୱିଟର ଉପଭୋକ୍ତାଙ୍କୁ ତାଙ୍କର ଏକ ଟ୍ୱିଟ୍ ପାଇଁ କ୍ଷମା ମାଗିଛନ୍ତି। ଅମିତାଭ ରବିବାର ଦିନ ଏକ କବିତା ପୋଷ୍ଟ କରିଥିଲେ। କିନ୍ତୁ, ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ଏହାର…