Latest Odisha News

BREAKING NEWS

ଜାନୁଆରୀ ଶେଷ ଯାଏଁ ଗଡିବ ପାର୍ବଣ ବିଶେଷ ଟ୍ରେନ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟର‌େ ଗଡୁଥିବା ପାର୍ବଣ ବିଶେଷ ଟ୍ରେନ ଚଳାଚଳର ଅବଧିକୁ ୨୦୨୧ ମସିହା ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସମୟର‌େ ୨୦ ଯୋଡ଼ା ପାର୍ବଣ ବିଶେଷ ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଯାତାୟାତ କରୁଛି। ୦୧.…

ରିଲାଏନ୍ସ କ୍ୟାପିଟାଲ୍ ବିଡ୍ ଦୌଡରେ ଏସବିଆଇ ଲାଇଫ୍ ସହ ଆହୁରି ୧୦ କମ୍ପାନୀ

ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କ ଆର୍ଥିକସଙ୍କଟଗ୍ରସ୍ଥ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଲିମିଟେଡ (ଆରସିଏଲ) ର ସମ୍ପତ୍ତି କିଣିବା ପାଇଁ ଆଉ ଦଶଟି ଟେଣ୍ଡର ଗ୍ରହଣ କରାଯାଇଛି। ଏଥିରେ ଏସବିଆଇ ଲାଇଫ୍ ଅନ୍ତର୍ଭୁକ୍ତ | ଏହାପୂର୍ବରୁ, ଋଣଦାତା ଧାରକ କମିଟି EOI ଦାଖଲ ପାଇଁ ଶେଷ ତାରିଖକୁ ୧୭…

ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ବାସନ୍ଦ ହେଲେ ମାର୍କସ

ବର୍ଲିନ: ପଡିଆରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ବୋରୁସିଆ ମୋନସେନଗ୍ଲାବାଖରର ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା କାଳରେ ମାର୍କସ ଥୁରମ ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ୫ଟି ମ୍ୟାଚରୁ ବାସନ୍ଦ ହେବା ସହ ୫୦ ହଜାର ଡଲାର ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି…

ବିଏସ୍ଏନ୍ଏଲ୍ ର ୨୫୧ ରିଚାର୍ଜ ଭାଉଚର ଅନ୍ୟ କମ୍ପାନୀଙ୍କୁ ଦେବ ଟକ୍କର

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ଙ୍କୁ ଟକ୍କର ଦେବାପାଇଁ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଡାଟା ଯୋଜନାରୁ ନୂତନ କାର୍ଯ୍ୟ ଆରମ୍ଭ ହୋଇଛି, ଯାହାକି ଅନ୍ୟ ଟେଲିକମ୍ କମ୍ପାନୀ ତୁଳନାରେ ମାସକୁ ୨୦ ଜିବି ଅତିରିକ୍ତ ତଥ୍ୟ ପ୍ରଦାନ କରିଥାଏ। ବିଏସ୍ଏନ୍ଏଲ୍ ର ଏହି…

କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ, ଜୈନ ଧର୍ମର ଅଧ୍ୟୟନ ପାଇଁ ପୀଠ ସ୍ଥାପନା

ୱାଶିଂଟନ: ଆମେରିକାର କାଲିଫୋଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଓ ଜୈନ ଧର୍ମ ଅଧ୍ୟୟନ ପାଇଁ ଏକ ପୀଠ ସ୍ଥାପନ କରାଯାଇଛି । ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ସ୍ପଟ କରାଯାଇଛି । ୨୪ ପ୍ରବାସୀ ଭାରତୀୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଧାର୍ମିକ ଅଧ୍ୟୟନ କାର୍ଯ୍ୟକ୍ରମର…

ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଆଜି ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସ‌େ ସିଧାସଳଖ ଆଲ‌ୋଚନା କରିଛନ୍ତି। ଏହି ସମୟରେ ଶିକ୍ଷା ମନ୍ତ୍ରୀ…

ସାମସଙ୍ଗ ଗାଲାକ୍ସି ଏ୨୨ ଶସ୍ତା ୫ଜି ଫୋନ ଆସନ୍ତା ବର୍ଷ ହେବ ଲାଞ୍ଚ

ନୂଆଦିଲ୍ଲୀ : ଲୋକପ୍ରିୟ ମୋବାଇଲ କମ୍ପାନୀ ସାମସଙ୍ଗ ଏହାର ଲୋକପ୍ରିୟ ଗାଲାକ୍ସି ଏ ସିରିଜ୍ ଅନ୍ତର୍ଗତ ଶସ୍ତା ୫ଜି ସ୍ମାର୍ଟଫୋନ୍ ଗାଲାକ୍ସି ଏ ୨୨ ୫ଜି ଲଞ୍ଚ କରିବାକୁ ଯାଉଛି। ଆସନ୍ତା ବର୍ଷ ଏହି ସ୍ମାର୍ଟଫୋନ୍ ଲଞ୍ଚ ହେବ। ଖବର ଅନୁଯାୟୀ ଆସନ୍ତା ବର୍ଷ ଜୁନ୍ ପରେ ଏହି ଫୋନ୍ ଲଞ୍ଚ…

ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତର ଲହରୀ ନେଇ ୧୫ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାକୁ ତୀବ୍ର ଶୀତ ଲହରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ ବା ତାଠୁ ଆହୁରି କମ୍ ତାପମାତ୍ରା ରହିବ ବୋଲି ପାଣିପାଗ କେନ୍ଦ୍ର…

ସରିଲା ୩ୟ ରାଉଣ୍ଡ ଓଜେଇଇ ପରୀକ୍ଷା, ଜାଣନ୍ତୁ, କେଉଁଠି କେତେ ସିଟ୍ ଖାଲି

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେଡିକାଲ କାଉନସେଲିଂର ତୃତୀୟ ରାଉଣ୍ଡ ସରିଥିବା ବେଳେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ୨୨ ଟି ସିଟ୍ ଖାଲି ରହିଛି। ଏବିପି ଏଜୁକେସନ୍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଏବଂ ବିଡିଏସ୍ ପାଇଁ…

ଆସନ୍ତୁ ଜାଣିବା ସଲମାନଙ୍କୁ ପ୍ରଥମେ ଦେଖି କାହିଁକି ହସିଥିଲେ କଟ୍ରିନା କୈଫ

ମୁମ୍ବାଇ: ବଲିଉଡର ଗ୍ଲାମରସ ଗାର୍ଲ କଟ୍ରିନା କୈଫ ମଙ୍ଗଳବାର ତାଙ୍କର ଏକ ପୂରଣା ସ୍ମୃତି ଶେୟାର କରିଛନ୍ତି । ସଲମାନ ଖାଁଙ୍କୁ ପ୍ରଥମ ଥର ଦେଖିଲା ଭଳି କାହିଁକି ହସି ହସି ଗଡି ଯାଇଥିଲେ ତାହା ଉଲ୍ଲେଖ କରିଛନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଭଉଣୀ ଅଲବୀରା ଖାଁ ତାଙ୍କୁ ନିମନ୍ତ୍ରଣ…