Latest Odisha News

BREAKING NEWS

ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ଭେଟେରାନ ନେତା ମୋତିଲାଲ ଭୋରାଙ୍କର ସୋମବାର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବେ ୟୁରିନାରୀ ଇନଫେକସନ୍ ଯୋଗୁଁ ଭୋରାଙ୍କୁ ଓଖଲା ଏସକର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଥିଲା…

କଟକରେ ପୁଣି ନକଲି କାରଖାନା ଠାବ

କଟକ: ପୁଣି ଠାବ ହେଲା ନକଲି କାରଖାନା । ଏଥର ପିଠାପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଉପରେ ଚଢାଉ ହୋଇଛି । ବାଦାମବାଡି ପୋଲିସ ଏହି ଚଢଉ କରି ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ ଘିଅ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।…

ଆସିଲା ଅନ୍ତିମ୍‌ – ଦି ଫାଇନାଲ ଟ୍ରୁଥ୍‌ର ଫାଷ୍ଟ୍‌ ଲୁକ୍‌

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ବର୍ତ୍ତମାନ ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନ୍ତିମ୍‌ - ଦି ଫାଇନାଲ ଟ୍ରୁଥ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ଏକ ଆକ୍ସନ୍ ଫିଲ୍ମ ଯେଉଁଥିରେ ଆୟୁଷଙ୍କ ଫାୟାର ବ୍ରାଣ୍ଡ ଲୁକ୍ ଦେଖିବାକୁ ମିଳିବ। ଏହି ଫିଲ୍ମରେ…

ନିର୍ମାଣ ହେଲା ସୋନୁ ସୁଦଙ୍କ ମନ୍ଦିର !

ତେଲେଙ୍ଗାନା: ଜିଅନ୍ତା ଦିଅଁ ପାଲଟିଲେ ଅଭିନେତା ସୋନୁ ସୁଦ । କରୋନା ମହମାରୀରେ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶାରୁ ଉଦ୍ଧାର କରି ଏହି ଅଭିନେତା ଅନେକଙ୍କ ପାଇଁ ଭଗବାନ ପାଲଟିଛନ୍ତି । ସୋନୁ ସୁଦଙ୍କ ଅବଦାନର ପ୍ରତିଦାନ ସ୍ୱରୂପ ତେଲେଙ୍ଗାନାର ଡୁବା ତାଣ୍ଡା ଗାଁର ଲୋକେ ଏକ ମନ୍ଦିର ନିର୍ମାଣ…

ବ୍ରିଟେନରେ ବେକାବୁ କରୋନାଭାଇରସର ନୂଆ ଷ୍ଟ୍ରେନ଼; ଭାରତ ବନ୍ଦ କଲା ବିମାନ ଉଡାଣ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାଭାଇରସର ଏକ ନୂଆ ରୂପ ବେକାବୁ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଭାରତ ପକ୍ଷରୁ ବ୍ରିଟେନକୁ ସମସ୍ତ ବିମାନ ଉଡାଣ ବନ୍ଦ କରିଛି। ବ୍ରିଟେନରେ ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ସରକାରଙ୍କ…

ଭାଇରାଲ୍‌ ହେଉଛି ଅକ୍ଷୟ କୁମାରଙ୍କ ଶାହ୍‌ଜାହାନ୍‌ ଅବତାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଏବଂ ସାରା ଅଲି ଖାନଙ୍କ ଆଗାମୀ ଫିଲ୍ମ 'ଅତ୍‌ରଙ୍ଗୀ ର‌େ'ର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରରେ ଧନୁଷ ମଧ୍ୟ ତାଙ୍କ ସହ ନଜର ଆସିବେ। ସମ୍ପ୍ରତି ସମସ୍ତ ଷ୍ଟାର୍‌କାଷ୍ଟ୍‌ ଦିଲ୍ଲୀ ଏନସିଆର ଅଞ୍ଚଳରେ ଅତ୍‌ରଙ୍ଗୀ ରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଏହି ସମୟ…

ଇଣ୍ଟରନେଟରେ ଭାଇରାଲ୍ ବିଅର ମ୍ୟାଗି ଡ୍ରିଙ୍କ

ଭୁବନେଶ୍ୱର: ଚଳିତବର୍ଷକୁ ଲୋକେ ଅଜବ ବର୍ଷ ଭାବେ ନାମିତ କରିଛନ୍ତି । ତେବେ କେବଳ ନାମକରଣ ନୁହେଁ ବରଂ ଏପରି ଅନେକ କାରନାମା ବି ସାମ୍ନାକୁ ଆସିଛି । ଏହି ଅଜବଗଜବ ଧାରାରେ ସାମିଲ ହୋଇ ଦିଲ୍ଲୀର ଏକ କାଫେ ହାଉସ୍ ଏକ ଅଜବ ଡ୍ରିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଡ୍ରିଙ୍କର ନାଁ ରହିଛି…

ଆକ୍ସନ ଅବତାର ପାଇଁ ପ୍ରସ୍ତୁତ ଅଭିନେତ୍ରୀ ସନି ଲିଓନି

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ପରେ ସନ୍ନି ଲିଓନ ବଲିଉଡରେ ଫେରିଛନ୍ତି। ସେ ବର୍ତ୍ତମାନ ଏମଏକ୍ସ ପ୍ଲେୟାର ୱେବ୍ ସିରିଜ୍ 'ଅନାମିକା' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ସନ୍ନି ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି। ୱେବ୍ ସିରିଜ୍ ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମ ଭଟ୍ଟ।…

ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଅର୍ଜୁନ ରାମପାଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ବଲିଉଡ ଡ୍ରଗ୍ସ ମାମଲାର ତଦନ୍ତ ପାଇଁ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ସୋମବାର (୨୧ ଡିସେମ୍ବର) ଦିନ ପ୍ରାୟ ୧୧.୩୦ ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ଅର୍ଜୁନଙ୍କ ଦେଶ ଛାଡିବାର ଖବର ସୋସିଆଲ ମିଡିଆରେ…

[ଭିଡିଓ] ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ, ପ୍ରପର୍ଟି ଡିଲରଙ୍କୁ ନିର୍ମମ ହତ୍ୟା

ଆଗ୍ରା: ସିସିଟିଭିରେ କଏଦ ହୋଇଛି ନିର୍ମମ ହତ୍ୟାକାଣ୍ଡର ଲାଇଭ ଫୁଟେଜ । ପଏଣ୍ଟ ବ୍ଲାଙ୍କ ରେଂଜରେ ଜଣେ ପ୍ରପର୍ଟି ଡିଲରଙ୍କୁ ଖୁଲମଖୋଲା ରାସ୍ତାରେ ଗୁଳିମାଡ । ଏଭଳି ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ଉତ୍ତରପ୍ରଦେଶର ଆଗ୍ରା ସହର । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ପୋଲିସ…