ଆଇସିସି ର୍ୟାଙ୍କିଙ୍ଗ: ସ୍ମିଥଙ୍କ ନିକଟତର ହେଲେ କୋହଲି
ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ର୍ୟାଙ୍କିଙ୍ଗରେ ଅଧିନାୟକ ବିରାଟ କୋହଲିଙ୍କ ଉନ୍ନତି ଘଟିଛି । କୋହଲି ୭୪ ରନର ଇନିଂସ ଖେଳିଥିଲେ । ଫଳରେ ର୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ୨…