Latest Odisha News

BREAKING NEWS

ଅକ୍ସିଜେନ ଅଡିଟ କିମିଟି ରିପୋର୍ଟ, ଆବଶ୍ୟକତାଠାରୁ ଅଧିକ ଦାବୀ କରିଥିଲା ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଅକ୍ସିଜେନ ଅଡିଟ କମିଟି ଗୁରୁବାର ରିପୋର୍ଟ ଦାଖଲ କରିଛି । କରୋନା ମହାମାରୀ ଦ୍ୱିତୀୟ ଲହରୀରେ ସମୟରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ଅଧିକ ଅକ୍ସିଜେନ ଦାବୀ କରିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛଇ । ଏପରିକି ଦିଲ୍ଲୀ ସରକାର ଯେତିକି ଦରକାର ତାଠାରୁ…

ଦେଶରେ ୫୧,୬୬୭ ଜଣ ନୂଆ ପଜିଟିଭ ; ୧୩୨୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ଆରୋଗ୍ୟ ଲାଗ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩ କୋଟି ୦୧ଲକ୍ଷ ୩୪ ହଜାର ୪୪୫…

ରାଜ୍ୟରେ କମୁଛି ଦୈନକ ସଂକ୍ରମଣ; ୨୯୧୨ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଆଜି ପୁଣି ୩ ହଜାର ତଳକୁ ଖସିଛି ‌ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୯୧୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।। ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଜଣ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ରହିଛି…

ଗଳ୍ପ : ମଣିଷ ପଣିଆ 

କୌସ୍ତୁଭ ମାନ୍ନା  ଅତ୍ୟନ୍ତ କଡା ନିରାପତ୍ତା ଓ ଜାକଜମକରେ ନିର୍ବାଚନୀ ସଭା ଶେଷ ହେଲା। ନେତା, ମନ୍ତ୍ରୀ, ସମର୍ଥକ, ମାଇକବାଲା, ଲାଇଟବାଲା ଓ ସ୍ବାଗତ ସମର୍ଦ୍ଧନାକାରି ଦଳ ସମସ୍ତେ ନିମିଷକ ମଧ୍ୟରେ ସେଇ ସ୍ଥାନ ଛାଡ଼ି ନିଜ ନିଜ କାମରେବାହୁଡ଼ିଲେ। ରହିଗଲା, କେବଳ ନେତା ବକ୍ତା ଶୂନ୍ୟ ଖାଲି…

ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ତ୍ରିନାଥ ପଟ୍ଟନାୟକ ମନୋନୀତ

କୋରାପୁଟ : ନନ୍ଦପୁର ବ୍ଲକର ପାଡୁଆସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ୨୦୨୦ ମସିହା ପାଇଁ ପ୍ରକୃତି ବନ୍ଧୁ-୨୦୨୦ ପୁରସ୍କାର ପାଇବା ପାଇଁ ମନୋନୀତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୫-୬-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨୫ ରିଖ ଶୁକ୍ରବାର ମିଥୁନ ୧୧ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: ତୁଳା କୁମ୍ଭ ରାଶି ପୁରୁଷ ବୃଷ…

ଫଟୋ ପଲିଟିକ୍ସ, ସୌମ୍ୟଙ୍କ ମନ୍ତବ୍ୟ ଆଣିଲା ନୂଆ ଟୁଇଷ୍ଟ

ଭୁବନେଶ୍ବର : ଟିକାକରଣ କେନ୍ଦ୍ରରେ କାହାର ରହିବ ଫଟୋ । ପ୍ରଧାନମନ୍ତ୍ରୀଙ୍କର ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଏହାକୁ ନେଇ ଏବେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ଉଭୟ ଉଭୟଙ୍କୁ ଟାର୍ଗେଟ୍ କରି ସମାଲୋଚନା କରିବାକୁ ପଛାଉନାହାନ୍ତି । ଏପରିକି…

ଘରୋଇ ହସ୍ପିଟାଲରେ ସରକାରୀ କୋଭିଡ୍ ଟିକା ମନା

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ଆଉ ସରକାର କିଣୁଥିବା କୋଭିଡ୍ ଟିକା ଉପଲବ୍ଧ ହେବ ନାହିଁ । ଏପରିକି ହସ୍ପିଟାଲ ଗୁଡ଼ିକୁ ଆଉ ସରକାରୀ କୋଭିଡ୍ ଟିକା ଯୋଗାଣ କରାଯିବ ନାହିଁ  । ଯାହା ସେମାନଙ୍କୁ ଦିଆଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି…

କରୋନାରେ ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର: କରୋନାରେ ଦୁଇ ମାଓବାଦୀ ମୃତ । କରୋନାରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ । ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ଆଉ ଦୁଇ ଜଣ ଆତ୍ମସମର୍ପଣ  କରିଛନ୍ତି । କରୋନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।…

ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ

ବ୍ରାଜିଲ : ବିଭିନ୍ନ ରାଷ୍ଟ୍ରରେ ପୁଣି ଚିନ୍ତା ବଢାଇଲାଣି କିଲର ଭାଇରସ । ଏହି କ୍ରମରେ ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ । କରୋନା ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ପୁଣି ଦେଖାଦେଇଛି ଆତଙ୍କ । ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି-…