Latest Odisha News

BREAKING NEWS

କୋଣାର୍କ ମନ୍ଦିରରେ ଆଜିଠାରୁ ପୁଣି ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ :ଦୀର୍ଘ ନଅ ମାସ ପରେ ଆଜିଠାରୁ କୋଣାର୍କରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଲାଇଟ ଆଣ୍ଡ ସାଉଣ୍ଡ ସୋ । କିନ୍ତୁ କୋଭିଡ ଗାଇଡଲାଇନ ମାନି ଏହି ସୋ ପ୍ରଦର୍ଶିତ ହେବ । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦିନକୁ ଦୁଇଟି ସୋ ଅନୁଷ୍ଠିତ ହେବ । ପ୍ରତି ସୋ ର ଅବଧି ୪୦ ମିନିଟ୍ ରହିବ ।…

ମହାରାଷ୍ଟ୍ର ଅପେକ୍ଷା ବିହାରରେ ମଦ୍ୟପାନ କରୁଥିବା ପୁରୁଷଙ୍କ ସଂଖ୍ୟା ଅଧିକ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବିହାର ସରକାର ମଦ୍ୟପାନ ଏବଂ ଅନ୍ୟାନ୍ୟ ବିଷାକ୍ତ ଦ୍ରବ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଆକଳନଗୁଡ଼ିକର ସାକ୍ଷ୍ୟ ଅନ୍ୟ କିଛି ଦର୍ଶାଉଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ର ତଥ୍ୟ ଦର୍ଶାଉଛି ଯେ ଯଦି ମହାରାଷ୍ଟ୍ର ଏବଂ ବିହାର ତୁଳନା କରାଯାଏ…

ପରୀ ହତ୍ୟା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସଆଇଟି

କଟକ: ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏସଆଇଟି ପକ୍ଷରୁ  ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏହି ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟରେ ଦର୍ଶାଯାଇଛି । ଏକ ବନ୍ଦ ଲଫଫାରେ ସତ୍ୟପାଠ ଦାଖଲ କରିଛି ଏସଆଇଟି  । ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ …

ଚାଇନାର‌େ ମିଳିତ ଜାତିସଂଘର ନୂତନ ରେସିଡେଣ୍ଟ କୋଅର୍ଡିନେଟର୍‌ ଭାବେ ନିଯୁକ୍ତ ହେ‌ଲେ ଭାରତୀୟ ମୂଳ ସିଦ୍ଧାର୍ଥ…

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ଚାଟାର୍ଜୀଙ୍କୁ ଚାଇନାରେ 'ମିଳିତ ଜାତିସଂଘର ଆବାସିକ ସଂଯୋଜକ' ଭାବରେ ନିଯୁକ୍ତ କରିଛନ୍ତି। ରେସିଡେଣ୍ଟ ସଂଯୋଜକମାନେ ଦେଶ ସ୍ତରରେ ଜାତିସଂଘର ବିକାଶ ପାଇଁ ମହାସଚିବଙ୍କ…

ପରୀକୁ ନ୍ୟାୟ ପାଇଁ ବିଜେପି କରିବ ପଦଯାତ୍ରା

ଭୁବନେ‌ଶ୍ୱର:  ପରୀକୁ ନ୍ୟାୟ ଦେବାକୁ ବିଜେପି ପକ୍ଷରୁ କରାଯିବ ପଦଯାତ୍ରା । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଦଳ ପକ୍ଷରୁ ଏହି ପଦଯାତ୍ରା ୨୦ରୁ ବାହାରି ପରୀ ଗାଁ ନୟ।ଗଡ ଯଦୁପୁରକୁ ଯିବ ।  ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।…

କରୋନା କଟକଣା ଭିତରେ ହେବ ବାଇଡେନ୍‌ଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ ଏଥର ଆମେରିକା କ୍ୟାପିଟୋଲ୍‌ ବିଲଡିଂ ବାହାରେ ଶପଥ ଗ୍ରହଣ କରିବେ। ଏହାସହିତ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରୁଥିବା ଯୋଜନାକାରୀମାନେ ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ…

୫୮ ମିନିଟ୍‌ରେ ୪୬ଟି ବ୍ୟଞ୍ଜନ ରାନ୍ଧି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି କୁନି ଝିଅ

ଚେନ୍ନାଇ: ତାମିଲନାଡୁରେ ଜଣେ ୧୦ ବର୍ଷର ଝିଅ ୫୮ ମିନିଟରେ ୪୬ ଟି ବ୍ୟଞ୍ଜନ ତିଆରି କରି ୟୁନିକୋ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ମଙ୍ଗଳବାର ରାଜଧାନୀ ଚେନ୍ନାଇରେ ଏସ୍‌ଏନ୍‌ ​​ଲକ୍ଷ୍ମୀ ନାମକ ଜଣେ ଝିଅ ଏହି ରେକର୍ଡ କରିଛନ୍ତି। ଦେଶବ୍ୟାପୀ ଲକ୍‌ଡାଉନ୍…

ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ସ୍ଥିତ ତିଲେଇମାଳ ସ୍କୁଲର ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ତାଙ୍କ ନାଁ ପ୍ରମୋଦ ପାଣିଗ୍ରାହୀ । ସେ ତିଲେଇମାଳ ସ୍କୁଲର ପ୍ରଧାନଶିକ୍ଷକ…

ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ପୂରିଲା ୮ ବର୍ଷ

ନୂଆଦିଲ୍ଲୀ: ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଆଜି ନିର୍ଭୟା ମାମଲାକୁ ୮ ବର୍ଷ ପୂରିଛି। ଏହି ଅବସରରେ ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ଯେ ମୋ ଝିଅକୁ ନ୍ୟାୟ ମିଳିଛି, କିନ୍ତୁ ଏହାର ଅର୍ଥ…

ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କ ଖୋଳତାଡ ପାଇଁ ବ୍ରହ୍ମପୁରରେ ଭିଜିଲାନ୍ସ ଟିମ୍

ବ୍ରହ୍ମପୁର: କ୍ରାଇମବ୍ରାଞ୍ଚ ପରେ ଭିଜିଲାନ୍ସ । ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କର ତଦନ୍ତ ଆରମ୍ଭ କରିଛି । ଆଜି ଭିଜିଲାନ୍ସର ଗୋଟିଏ ଟିମ୍ ଅଧିକ ଖୋଳତାଡ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି । ଭିଜିଲାନ୍ସ ସେଲ ଊଝଚ ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଖୋଳତାଡ ଆରମ୍ଭ ହୋଇଛି । ପାଠକ…