Latest Odisha News

BREAKING NEWS

ନିଖୋଜର ପାଞ୍ଚ ଦିନ ପରେ ପୋଖରୀରୁ ମିଳିଲା ୩ବର୍ଷ ଶିଶୁ କନ୍ୟାର ମୃତଦେହ

ନୟାଗଡ଼: ପାଞ୍ଚ ଦିନ ପରେ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଧିପାଟଣା ଗାଁର ନିଖୋଜ ୩ବର୍ଷର ଝିଅର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର ହୋଇଛି । ମୃତକ ହେଲେ ସଞ୍ଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ସାହୁ (ସ୍ୱାତୀ) । ଗତ ଶୁକ୍ରବାର ଦିନ ବାରିପଟେ ଖେଳୁଥିବା…

ଦିଲ୍ଲୀ ଏମ୍‌ସ ପରିସରରେ ୫୦୦୦ ନର୍ସଙ୍କ ଆନ୍ଦୋଳନ ଜାରି; ହନ୍ତସନ୍ତ ହେଉଛନ୍ତି ରୋଗୀ

ନୂଆଦିଲ୍ଲୀ: ସୋମବାର ଅପରାହ୍ନରୁ ଦେଶର ସବୁଠାରୁ ବଡ ଡାକ୍ତରଖାନା AIIMS ରେ ୫୦୦୦ ନର୍ସ ଧର୍ମଘଟ ଜାରି ରଖିଛନ୍ତି। ଏହି ଷ୍ଟ୍ରାଇକ୍‌ରେ ନର୍ସମାନଙ୍କ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ସାମିଲ୍‌ ଅଛନ୍ତି। ଏହା ଡାକ୍ତରଖାନାର ସ୍ୱାସ୍ଥ୍ୟ ସେବାକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଛି।…

ଦକ୍ଷିଣ ଭାରତର ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ଆତ୍ମହତ୍ୟା ଘଟଣାରେ ପତି ହେମନ୍ତନାଥ ଗିରଫ

ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରା ଆତ୍ମହତ୍ୟା ଘଟଣାରେ ଚେନ୍ନାଇ ପୋଲିସ ପତି ହେମନ୍ତନାଥଙ୍କୁ ଗିରଫ କରିଛି । ହେମନ୍ତ ତାଙ୍କ ପତ୍ନୀଙ୍କୁ ବାରମ୍ବାର ଆତ୍ମହତ୍ୟା କରିବା ନେଇ ଉସୁକାଉଥିବା ଜଣାପଡିଛି । ପୋଲିସ ଏବେ ହେମନ୍ତ ବିରୋଧରେ ପ୍ରମାଣ ଯୋଗାଡ କରିବାରେ…

ରାଜ୍ୟ ସରକାରଙ୍କ କରୋନା ଟିକାକରଣ ପ୍ଲାନ୍, କେବଳ ଅନଲାଇନ୍ ପଞ୍ଜିକରଣ

ଭୁବନେଶ୍ୱର: କରୋନା ଟିକା ଆସିଲେ କେମିତି ବଣ୍ଟନ କରାଯିବ । ରାଜ୍ୟବାସୀଙ୍କୁ କେମିତି ମିଳିବ ଟିକା । ଏନେଇ ସରକାର ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଛନ୍ତି ଡିଏମ୍‌ଇଟି ସି.ବି.କେ. ମହାନ୍ତି । ସେ…

ଏଣିକି କରୋନା ରୋଗୀଙ୍କ ଚିକିତ୍ସା କରିପାରିବେ ଆୟୁଷ ଡାକ୍ତର; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆୟୁଷ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରିପାରିବେ କି ନାହିଁ ଏହା ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଯେ କୋଭିଡ -୧୯ ର ବିପଦକୁ ହ୍ରାସ କରିବା ପାଇଁ ହୋମିଓପାଥି, ଆୟୁର୍ବେଦ,…

ରିମାଣ୍ଡରେ ଗଲେ ପ୍ରଦୀପ ପାଣିଗ୍ରାହୀ, ଆକାଶଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଦୁଇ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରହୀ । ଜେରା ପାଇଁ ତାଙ୍କୁ ଝାରପଡ଼ା ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି । ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ…

ମହାମାରୀ ରାଜ୍ୟରୁ ନେଲା ଆଉ ୪ଜୀବନ, ମୃତ୍ୟୁସଂଖ୍ୟା ୧, ୮୧୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ଆଉ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୩ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଜିଲ୍ଲାରୁ ଆଉ ଦୁଇ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁର ଓ…

ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ;…

ନୂଆଦିଲ୍ଲୀ: ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ତାଙ୍କ ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। କୁହାଯାଇଛି ଯେ ଏହି ବୈଠକରେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ…

ରାଜ୍ୟରୁ ୨୪ ଘଣ୍ଟାରେ ୩୦୦ କରୋନା ପଜିଟିଭ୍, ଅନୁଗୁଳରୁ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ମହାମାରୀ । କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ତିନି ଶହ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୭୪ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ କେସ୍ ୧୨୬ଟି ରହିଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୪୪ ଜଣ…

ଜୋ ବାଇଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର । ଇଲେକ୍ଟୋରାଲ କଲେଜ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ତାଙ୍କୁ ଆନୁଷ୍ଠାନିକ ଭାବରେ ଚୟନ କରିଛି । ଜୋ ବାଇଡେନ୍ ଦେଶର ୫୦ଟି ରାଜ୍ୟରୁ ୩୦୬ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି ।…