Latest Odisha News

BREAKING NEWS

ଭୁବନେଶ୍ୱରର ନୂଆ ଲ୍ୟାଣ୍ଡମାର୍କ ହେବ ବରମୁଣ୍ଡା ବସ୍ ଟର୍ମିନାଲ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍‌ ଚଳାଚଳ କରିଥାଏ । ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍‌ଯୋଗେ ଯାଇଥାନ୍ତି । ତେଣୁ ଏହାକୁ ଏକ ଅତ୍ୟାଧୁନିକ ରୂପ ଦେବାପାଇଁ କାମ…

ନୟାଗଡ଼ ଥାନା ଆଇଆଇସି ନିଲମ୍ବିତ, ବଦଳିଲେ ଏସଡିପିଓ

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ସରକାର ନୟାଗଡ ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଏସଡିପିଓ ଭାବେ ବଦଳି କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀ ମା’ଙ୍କୁ…

ଆସନ୍ତୁ ଜାଣିବା ବଲିଉଡରେ କୃଷକଙ୍କ ସମସ୍ୟା ଉଜାଗର କରିଥିବା କେତେକ ଫିଲ୍ମ ବିଷୟରେ

ମୁମ୍ବାଇ: ଏବେ କେନ୍ଦ୍ର ସରକାରଙ୍କ କୃଷକ ବିଲକୁ ବିରୋଧ କରି ଆନ୍ଦୋଳନ ଚାଲିଛି । କୃଷକମାନେ ସବୁ ବେଳେ ସମସ୍ୟାରେ ରହି ଆସିଛନ୍ତି । ବଲିଉଡରେ ମଧ୍ୟ କେତେକ ଫିଲ୍ମ ମାଧ୍ୟମରେ ଏହି ସମସ୍ୟା ଉଜାଗର କରାଯାଇଛି । ଆସନ୍ତୁ ଜାଣିବା ସେଭଳି କିଛି ଫିଲ୍ମ ବିଷୟରେ.. ମଦର ଇଣ୍ଡିଆ: ମେହବୁବ ଖାଁଙ୍କ…

ଦେଶରେ ହେଲାଣି ୧୫ କୋଟି କରୋନା ଟେଷ୍ଟ, ମାତ୍ର ୧୦ ଦିନରେ ଏକ କୋଟି ନମୁନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫କୋଟି ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୧୦ ଦିନରେ ଏକ କୋଟିରୁ ଅଧିକ ଟେଷ୍ଟ କରାଯାଇଛି । ମୋଟ୍ ୧୫ କୋଟି ୭ ଲକ୍ଷ ୫୯ ହଜାର ୭୨୬ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ…

ବାହାଘରରୁ ହେଲା କରୋନା! ଚାଲିଗଲା ବରର ଜୀବନ, ପରିବାରର ୯ ଜଣ ପଜିଟିଭ୍

ଉତ୍ତରପ୍ରଦେଶ: ବିବାହକୁ ହୋଇଥିଲା ମାତ୍ର ୧୦ ଦିନ । ପତ୍ନୀକୁ ଏକାକରି ଆରପାରିବୁ ଚାଲିଗଲେ ସ୍ବାମୀ । କରୋନା ଯୋଗୁ ହେଲା ମୃତ୍ୟୁ । ପରିବାରର ଅନ୍ୟ ୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ଖବର ଆସିଛି ଉତ୍ତରପ୍ରଦେଶ ଫିରୋଜାବାଦରୁ । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାତ୍ର ୧୦…

ଇଂଲଣ୍ଡର ଭାରତ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ଗୁରୁବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୫ ଫେବୃୟାରୀରୁ ଟେଷ୍ଟ, ୧୨ ମାର୍ଚ୍ଚରୁ ଟି୨୦ ଓ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଅବସରରେ ଯୁବ ଖେଳାଳିଙ୍କ ପାଇଁ ଗୁଜରାଟ କ୍ରିକେଟ ଆସୋସିଏଶନର…

୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କଲେ ସମ୍ ଅଲ୍ଟିମେଟ୍‌ର ସର୍ଜନ

ଭୁବନେଶ୍ୱର : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ଟସର ଫାର୍ମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ମଙ୍ଗଳପୁର ଗ୍ରାମର ଶ୍ୟାମ ଲେଙ୍କା ବୋଲି ଜଣାପଡିଛି। ଆଜି ଅପରାହ୍ନରେ ଏକ ଗଛରେ ବୃଦ୍ଧଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି…

ରାଉରକେଲା ମହାନଗର ନିଗମ ପକ୍ଷରୁ ୨୬ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳିଲା ପୁରସ୍କାର

ରାଉରକେଲା: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଅଧିନରେ ଗତ ୨୮ ଅକ୍ଟୋବରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଅନଲାଇନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ନିଗମର କାଉନସିଲ ହଲ ଠାରେ ଆୟୋଜିତ ଏକ ପୁରସ୍କାର ପ୍ରଦାନ ସମାରୋହରେ ପୁରସ୍କୃତ କରାଯାଇଛି। ମୋଟ ୨୬ ଜଣ କୃତି…

ମୋବାଇଲ୍‌ର ଦାସ ନହେଉ ମଣିଷ

ଜୀବନରେ ଆମେ କେହି କେବେ ବି ହାରିବାକୁ ଚାହୁଁନା । ଯେ କୌଣସି ବି ପ୍ରତିଯୋଗିତା ହେଉ ଆମେ ମନ ପ୍ରାଣ ଲଗେଇ ଜିତିବାକୁ ହିଁ ଚାହିଁ ଥାଉ । କିନ୍ତୁ ସଂପ୍ରତି ଆଧୁନିକ ଜୀବନଶୈଳୀକୁ ଲକ୍ଷ କଲେ ଦେଖିବା ଯେ, ଆମେ ସମସ୍ତେ ଗୋଟିଏ ଜିନିଷ ପାଖରୁ ଗୁରୁତର ଭାବେ ହାରିବାକୁ ଲାଗୁଛେ । ସେ ଜିନିଷଟି…