Latest Odisha News

BREAKING NEWS

କ୍ରିଶ୍ ୪ରେ ହ୍ରିତିକ-କିଆରା ଯୋଡି

ମୁମ୍ବାଇ: ରାକେଶ ରୋଶନ କ୍ରିଶ ଫିଲ୍ମର ଆଗାମୀ ସଂସ୍କରଣ କ୍ରିଶ୪ର ସ୍କ୍ରିପ୍ଟ କାମ ଶେଷ କରିଛନ୍ତି । ହ୍ରିତିକ ରୋଶନ ଅଭିନୀତ ଏହି ସୁପରହୀରୋ ଫିଲ୍ମରେ ଏଥର କିଆରା ଆଡଭାନୀ ତାଙ୍କ ହିରୋଇନ ହେବେ । ପ୍ରଥମେ ଏଥିପାଇଁ କ୍ରିତି ସାନୋନଙ୍କୁ ପସନ୍ଦ କରାଯାଇଥିଲା । ମାତ୍ର ତାଙ୍କ ହାତରେ ଏବେ…

ହୋଟେଲରୁ ମିଳିଲା ତାମିଲର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତ ଦେହ

ଚେନ୍ନାଇ:ତାମିଲନାଡୁର ଲୋକପ୍ରିୟ ଟିଭି ଅଭିନେତ୍ରର ଭିଜେ ଚିତ୍ରା(୨୯ବର୍ଷ)ଙ୍କ ମୃତଦେହ ଏକ ହୋଟେଲରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ପଙ୍ଖାରେ ତାଙ୍କ ଶବ ଝୁଲି କରି ଥିଲା । ମୃତ୍ୟୁର କିଛି ଘଂଟା ପୂର୍ବରୁ ସେ ସୋସିଆଲ ସାଇଟରେ ତାଙ୍କର ଏକ ଫଟୋ ମଧ୍ୟ…

୧୦ ସେକେଣ୍ଡରେ ଧ୍ୱଂସ ୧୪୪ ମହଲା ବିଲ୍ଡିଂ, ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପୁନରୁଦ୍ଧାର ପାଇଁ ଏକାଧିକ ମହଲା ବିଶିଷ୍ଟ ବିଲ୍ଡିଂକୁ ଧ୍ୱଂସ କରିବା କିଛି ନୂଆ ଘଟଣା ନୁହେଁ । ହେଲେ ମାତ୍ର ୧୦ ସେକେଣ୍ଡରେ ସଂପୂର୍ଣ୍ଣ ନିୟନ୍ତ୍ରଣର ସହ ୧୪୪ ମହଲା ବିଶିଷ୍ଟ ବିଲ୍ଡିଂକୁ ଧ୍ୱଂସ କରିବା ଏତେଟା ସହଜ ନୁହେଁ । ତେବେ ଏପରି ଏକ ଜଟିଳ ଯୋଜନା ଆବୁଧାବିରେ ସଫଳତାର…

କ’ଣ ସେରମ ଓ ଭାରତ ବାୟୋଟେକ୍ ଟିକାକୁ ମିଳିନାହିଁ ମଞ୍ଜୁରୀ ? ସରକାର ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଅନେକ ଦେଶରେ ଟୀକାକରଣ ଆରମ୍ଭ ହୋଇସାରିଲାଣି । ଭାରତରେ କରୋନାକୁ ମାରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ ଟିକା ପ୍ରସ୍ତୁତ ହୋଇ ରହିଛି । ଏହା ଭିତରେ ଖବର ଆସି ପହଞ୍ଚିଥିଲା କି, କୋଭିଡ୍-୧୯ ଭ୍ୟାକସିନର ଜରୁରୀକାଳୀନ ବ୍ୟବହାର…

ସରକାରଙ୍କ ସଂଶୋଧିତ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ: ସାରା ଦେଶରେ ହେବ ଧାରଣା, ପ୍ରତିବାଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସଂଶୋଧିତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ । ଏହା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଅମିତ ଶାହଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଗୃହମନ୍ତ୍ରୀଙ୍କ ସହ କୃଷି ମନ୍ତ୍ରୀ ଆଲୋଚନା କରୁଛନ୍ତି । ଆସନ୍ତା ୧୨ ତାରିଖରେ…

ଶାଳିନୀ ପାଣ୍ଡେଙ୍କ ସହ ଫିଲ୍ମ ପଦାର୍ପଣ କରିବେ ଅମୀରଙ୍କ ପୁଅ ଜୁନୈଦ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଖାଁ ଖୁବ୍ ଶୀର୍ଘ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ପଦାର୍ପଣ ଫିଲ୍ମରେ ସେ ତେଲୁଗୁ ସୁପରହିଟ ଅର୍ଜୁନ ରେଡ୍ଡୀରେ କାମ କରିଥିବା ହିରୋଇନ ଶାଳିନୀ ପାଣ୍ଡେଙ୍କ ସହ ଅଭିନୟ କରିବେ । ୟଶରାଜ…

ଭାଇରାଲ ହେଉଛି ସୁଶାନ୍ତଙ୍କ ନୂତନ ଫଟୋ.. ହାତର ରେଖା କାଟି ଲେଖିଥିଲେ, ମୃତ୍ୟୁ ଭେଦଭାବ କରେନି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଫଟୋ ଏବେ ଭାଇରାଲ ହେଉଛି । ମୃତ୍ୟୁର ୬ ମାସ ପୂର୍ବରୁ କେଦାରନାଥ ଫିଲ୍ମ ଅବସରରେ ସେ ଏହା ଶେୟାର କରିଥିଲେ । କେଦାରନାଥର ଡାଇରେକ୍ଟର ଅଭିଷେକ କାପୁର ଫିଲ୍ମର ୨ ବର୍ଷ ପୂର୍ଣ୍ଣ ଅବସରରେ ସେ ସୁଶାନ୍ତଙ୍କ ଏହି ଫଟୋ ଶେୟାର କରିଛନ୍ତି ।…

AK Vs AK: ବର୍ଦ୍ଦି ପିନ୍ଧ ସୀମା ଲଙ୍ଘିଲେ ଅନିଲ କପୁର! ଆପତ୍ତି ଜଣାଇଲା ବାୟୁସେନା, ସିନ୍ ହଟାଇବାକୁ ଦାବି

ନୂଆଦିଲ୍ଲୀ: ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ  AK Vs AK । ଏଥିରେ ମୁଖ୍ୟ ଭୁମିକାରେ ଅଛନ୍ତି ଅନିଲ କପୁର । ରିଲିଜ୍ ହୋଇଥିବା ଟ୍ରେଲରରେ ତାଙ୍କୁ ବାୟୁସେନା ଅଧିକାରୀଙ୍କ ୟୁନିଫର୍ମରେ ଦେଖିବାକୁ ମିଳିଛି । ଏହି ସିନକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଜଣାଇଛି । ସିନକୁ ଫିଲ୍ମରୁ…

‘ପରୀ’ ପାଇଁ କଥାଟିଏ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ୨୦୧୮ ମସିହା ମେ ମାସର ଘଟଣା । ରାଜ୍ୟ ସରକାର ସେହି ସମୟରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯା’ର ନାଁ ଥିଲା- ପରୀ ପାଇଁ କଥାଟିଏ । ଉଦ୍ଦେଶ୍ୟ ଥିଲା- ଶିଶୁ ଓ ନାବାଳିକା ବିରୋଧୀ ଅପରାଧ ଓ ଯୌନ ନିର୍ଯାତନା ରୋକିବା…

ମୋଦୀ କ୍ୟାବିନେଟ: ଆତ୍ମନିର୍ଭର ଭାରତ ନିଯୁକ୍ତି ଯୋଜନାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ୩.୦ ଅଧୀନରେ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନା ଘୋଷଣା କରିଥିଲେ। ବୁଧବାର କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି। ବୁଧବାର କ୍ୟାବିନେଟର ଏହି ନିଷ୍ପତ୍ତି…