Latest Odisha News

BREAKING NEWS

[ଭିଡିଓ] କୋଭିଡ୍ ସେଣ୍ଟରରେ ପିପିଇ କିଟ୍ ପିନ୍ଧି ବିବାହ

ରାଜସ୍ଥାନ: ପିପିଇ କିଟ୍ ପିନ୍ଧି କୋଭିଡ୍ ସେଣ୍ଟରରେ ବିବାହ କଲେ ଦମ୍ପତ୍ତି । ରବିବାର ରାଜସ୍ଥାନର ବାରା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବିବାହ ଦିନ କନ୍ୟାର କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କିଛି ଏପରି ବ୍ୟବସ୍ଥା ସହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମାରୋହଟି…

ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟ ଦଳରେ ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତୀଙ୍କୁ ସର୍ଜନ ଜେନେରାଲ ଭାବେ ନିଯୁକ୍ତି

ୱାଶିଂଟନ୍: କୋଭିଡ -୧୯ ରେସପନ୍ସ ଦଳର ନେତୃତ୍ୱ ନେଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟ ଦଳରେ ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତୀଙ୍କୁ ସର୍ଜନ ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ସେ ଓବାମାଙ୍କ ପ୍ରଶାସନରେ ମଧ୍ୟ ଏହି ପଦବୀରେ ରହିଥିଲେ। ଟ୍ରମ୍ପ ପ୍ରଶାସନ…

ଭାଙ୍ଗିଲେ କ୍ୱାରେଣ୍ଟାଇନ୍ ନିୟମ, ଗଣିଲେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ମହଙ୍ଗା ପଡିଛି । ଘଟଣା ୧୦୦କି ୨୦୦ ଟଙ୍କାରେ ତୁଟିନଥିଲା । ବରଂ ଜରିମାନା ଭାବେ ସେହି ବ୍ୟକ୍ତିଙ୍କୁ ୨ଲକ୍ଷ ୫୮ହଜାର ୩୨୯ ଟଙ୍କା ଦେବାକୁ ନୋଟିସ୍ ଜାରି ହୋଇଛି । ଏହି ଘଟଣାଟି ଘଟିଛି ତାଇୱାନର କାଓସିଙ୍ଗ୍ ସହରରେ ।…

ପ୍ରଥମ ପତ୍ନୀଙ୍କୁ ଅନ୍‌ଫଲୋ କରି ଟ୍ରୋଲ୍‌ ହେଲେ ପିଏମ୍‌ ଇମ୍ରାନ୍‌ ଖାନ୍‌

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥଙ୍କ ସମେତ ସମସ୍ତଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଅନୁସରଣ କରିବା ବନ୍ଦ କରିଛନ୍ତି ଅର୍ଥାତ୍‌ ଅନ୍‌ଫଲୋ କରିଦେଇଛନ୍ତି। ଏହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।…

[ଭିଡିଓ] ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନାଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଅଚାନକ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ୟେ ରିସ୍ତା କ୍ୟା କେହଲାତା ହୈ ଭଳି ପପୁଲାର ସିରିଜରେ ଅଭିନୟ କରିଥିବା ଦିବ୍ୟାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ଟିଭି ଇଣ୍ଡଷ୍ଟ୍ରୀ । ଦୀର୍ଘ ୧୫ଦିନ ଧରି ସେ କରୋନା ଭାଇରସ୍ ସହ ଜୁଝୁଥିଲେ ।…

ଭାଇରାଲ୍ ହେଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କୃଷକ ସମର୍ଥନ ଆହ୍ୱାନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଚାଷୀଙ୍କ ସମର୍ଥନରେ ଭାଷଣ ଦେଉଛନ୍ତି। ଭିଡିଓ ସହିତ, ରାଜନାଥ ସିଂ ଜାତୀୟ ରାଜଧାନୀ ଦିଲ୍ଲୀରେ ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନଙ୍କୁ ସମ୍ବୋଧିତ ଏବଂ ସମର୍ଥନ…

ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଶୀତଦିନେ ମଧ୍ୟ ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ ସୀମାରେ ଠିଆ ହୋଇରହିଛନ୍ତି। ସୋନିପତ ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। କୃଷକ ଆନ୍ଦୋଳନରେ ଟିଡିଆଇ ସିଟି ସମ୍ମୁଖରେ ଚାଷୀଙ୍କ…

କନ୍ୟା ରାସ୍ତାର କଣ୍ଟା ସାଜିଲା କରୋନା

ସତନା(ମ.ପ୍ର): କରୋନରେ ସଂକ୍ରମିତ ହୋଇଥିଲା କନ୍ୟା । ସେପଟେ ସରିଥିଲା ବିବାହ । ଏପରି ସ୍ଥିତିରେ ବାଧ୍ୟ ହୋଇ ବିନା କନ୍ୟାରେ ଘରକୁ ବାହୁଡିଥିଲେ ବରପକ୍ଷ । ଏପରି ଏକ ଘଟଣାକୁ ନେଇ ବରପକ୍ଷ କୋକୁଆ ଭୟରେ ଥିବାବେଳେ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ସତନା ଜିଲ୍ଲା । ସତନା ଜିଲ୍ଲାର ବାବୁପୁର…

ଭାବପ୍ରବଣ ବାର୍ତ୍ତା ଲେଖି ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ‌ଣାଇଲେ ବବି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ତାଙ୍କର ୮୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର କୋଟି ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ମଧ୍ୟ ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ଜଣଙ୍କର ଜୀବନ ଯାଇଛି । ୫ଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । 3.A 37-year-old female of Puri district…