Latest Odisha News

BREAKING NEWS

ଗୁଜରାଟରେ ହେବନି ଭାରତ ବନ୍ଦ, ଜବରଦସ୍ତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଗୁଜରାଟ: ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ କରାଯିବ । ବିଭିନ୍ନ ବିରୋଧୀ ଦଳ ମଧ୍ୟ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସ୍ପଷ୍ଟ କରିଛନ୍ତି ଯେ, ଗୁଜରାଟରେ ଭାରତ ବନ୍ଦ ହେବ ନାହିଁ ।…

ଇସ୍ରାଏଲ ଗୋଇନ୍ଦା ସଂସ୍ଥା ମୋସାଦ କମାଣ୍ଡର ହତ୍ୟା ପଛରେ ଇରାନର ହାତ !

ତେହେରାନ: ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ମୋସାଦର ଜଣେ କମାଣ୍ଡରଙ୍କୁ ହତ୍ୟା କରାଯାଇଛି । ଏହି ଖବର ବିଭିନ୍ନ ୱେବସାଇଟ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଏଥିନେଇ ଇସ୍ରାଏଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଖବରର ସତ୍ୟତା ମଧ୍ୟ ପୃଷ୍ଟି ହୋଇ ନାହିଁ । ରିପୋର୍ଟ ମୁତାବକ ଇରାନ…

ଭାରତ ବନ୍ଦ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ବର: କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମହାମାରୀ ସଂପୂର୍ଣ୍ଣ ପ୍ରଶମିତ ହୋଇନାହିଁ ।…

ପ୍ରଦୀପ ପାଣିଗ୍ରାହୀ ନିରାଶ: ଜାମିନ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଖୋର୍ଦ୍ଧା ଏଡିଜେ-୩ ତାଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି । ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଶେଷରେ ତାଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି । ୧୪ ଦିନିଆ ବିଚାର ବିଭାଗୀୟ…

ଓଡ଼ିଶାରେ ହେବନି ୟୁଜି ଓ ପିଜି ପରୀକ୍ଷା: ଶାଶ୍ବତ ମିଶ୍ର

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଓଡିଶାରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟଗ୍ରାଜୁଏଟ୍ (ପିଜି) ପରୀକ୍ଷା କରିବା ପାଇଁ କୌଣସି ଯୋଜନା ନାହିଁ ବୋଲି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ସମସ୍ତ ଡିଗ୍ରୀ କଲେଜର ପ୍ରଧାନଶିକ୍ଷକ ତଥା ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖି…

ଆସନ୍ତାକାଲି ଭାରତ ବନ୍ଦ; ଦିନ ୩ଟା ଯାଏ ଚକା ଜାମ୍

ନୂଆଦିଲ୍ଲୀ: କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ୍ ଘୋଷଣା କରାଯାଇଛି। ଏହି ଭାରତ ବନ୍ଦ ଡାକରାକୁ ୧୧ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଭାରତ ବନ୍ଦ ୮ ତାରିଖ ମଙ୍ଗଳବାର ସକାଳ ୮ରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଳନ କରାଯିବ । ତେବେ ବନ୍ଦ ସମୟରେ କିଛି ଜରୁରୀକାଳୀନ ସେବା ଜାରିରହିବ ।…

ରାଜନୀତି ଆରମ୍ଭ କରିବା ପୂର୍ବରୁ ବଡ ଭାଇଙ୍କ ପାଦ ଛୁଇଁଲେ ରଜନୀକାନ୍ତ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବଡ ଭାଇ ସତ୍ୟନାରାୟଣ ରାଓ ଗାଏକ୍ୱାଡଙ୍କ ଆଶୀର୍ବାଦ ନେବା ପାଇଁ ରଜନୀକାନ୍ତ ତାଙ୍କ ଘରକୁ ଯାଇଥିଲେ । ବଡ ଭାଇଙ୍କ ପାଦ ଛୁଇଁ ସେ ଏଥିନେଇ ଆଶୀର୍ବାଦ ମାଗିଥିଲେ । ଏହି ଫଟୋ…

ଚଳଚ୍ଚିତ୍ର AK Vs AKର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ରବିବାର ଦିନ ଅନିଲ କପୁର ଏବଂ ଅନୁରାଗ କାଶ୍ୟପଙ୍କ ମଧ୍ୟରେ ଜୋର୍‌ଦାର୍‌ ଟ୍ୱିଟର ୱାର୍‌ ଦେଖିବାକୁ ମିଳିଥିଲା। ନଜର ଆସିବାର କାରଣ ପ୍ରକାଶ ପାଇଛି। ପ୍ରକୃତରେ, ଅନିଲ ଏବଂ ଅନୁରାଗଙ୍କ ମଧ୍ୟରେ ହୋଇଥିବା ଟ୍ୱିଟର ଯୁଦ୍ଧ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର AK Vs AK ର ଟ୍ରେଲରର…

ଭାରତ ବନ୍ଦକୁ ନେଇ ସରକାର ଆଲର୍ଟ: ସୁରକ୍ଷା କଡ଼ାକଡ଼ି ପାଇଁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । କୃଷକଙ୍କ ଏହି ଭାରତ ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ତେଣୁ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡ଼ିକୁ ପରାମର୍ଶ ଦେଇଛି କେନ୍ଦ୍ର । ସୁରକ୍ଷା ବ୍ୟବସ୍ଥା କଡାକଡି ସହ ୩ଟି ଦିଗ ଉପରେ ଗୁରୁତ୍ବ…

୩୦ ତଳକୁ ଖସିଲା ରାଜଧାନୀରେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ସଂକ୍ରମଣରୁ ୪୫ ଜଣ ସୁସ୍ଥ…