Latest Odisha News

BREAKING NEWS

ପୁଣି ଜବତ ହେଲା ଗଞ୍ଜେଇ

ମୁନିଗୁଡା : ମୁନିଗୁଡା ପୋଲିସକୁ ମିଳିଲା ସଫଳତା । ଚୋରା ଚାଲାଣ ବେଳେ ପୁଣି ଧରାପଡ଼ିଲା ଗଞ୍ଜେଇ । ବାଇକ ସହ ୨୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି । ଗାଡ଼ି ସହ…

ଭୁବନେଶ୍ବରରେ ଟିକା ନେଲେଣି ୧୦ ଲକ୍ଷରୁ ଅଧିକ ଲୋକ 

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ ଟିକାକରଣକୁ ସହଜ…

କୋପା ଆମେରିକା ଫୁଟବଲରେ କରୋନା ସଙ୍କଟ

ବ୍ରାସିଲିଆ: ଦକ୍ଷିଣ ଆମେରିକା ଫୁଟବଲ କନଫେଡେରେଶନ ଦ୍ୱାରା ଆୟୋଜିତ କୋପା ଆମେରିକା ଟୁର୍ଣ୍ଣାମେଂଟରେ କରୋନା ସଙ୍କଟ ଦେଖା ଦେଇଛି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୩୧ ଖେଳାଳି ଓ ୧୦ ହୋଟେଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍ସିଲୋ କ୍ୱିରୋଗା…

କିରୋସିନ ଢ଼ାଳି ଅଙ୍ଗନଓ୍ବାଡି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗରରେ ଅଭାବନୀୟ ଘଟଣା । କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଙ୍ଗଓ୍ବାଡି କର୍ମୀ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନ ଓ ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ…

ଜୁନ ୧୮ରୁ ଖୋଲିବ ଦିଲ୍ଲୀ ଏମ୍‌ସ ଓପିଡି

ନୂଆଦିଲ୍ଲୀ : ଦେଶରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ଏମସ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନୂଆ ଘୋଷଣା ଅନୁସାରେ, ଜୁନ ୧୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଦିଲ୍ଲୀ ଏମସ ଓପିଡି । ଏନେଇ ଦିଲ୍ଲୀ ଏମସ ଅଧୀକ୍ଷକ ଡକ୍ଟର…

ଡବ୍ୟୁଟିସି ଫାଇନାଲ : ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥାମ୍ପଟନ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ଲାଇନ ଅପରେ ବିଶେଷ ପରିବର୍ତନ ଥିବା ବେଳେ ବୋଲିଂ କମ୍ପିନେଶନ ନେଇ ସସପେନ୍ସ ରହିଛି । ହନୁମା ବିହାରୀ ଚୂଡାନ୍ତ ଏକାଦଶରେ ସାମିଲ ହେଲେ ରିଷଭ ପନ୍ତ ୭ମ ସ୍ଥାନରେ…

ଅଖିଳେଶଙ୍କୁ ଭେଟିଲେ ବିଏସପିର ବିଦ୍ରୋହୀ ବିଧାୟକ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି)ରେ ବଡ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି । ଫଳରେ ଦଳ ଦୁଇ ଫାଳ ହେବାକୁ ବସିଛି । ଉତରପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ସମସ୍ତ ପାର୍ଟି ଏବେଠାରୁ ସେମାନଙ୍କ ରଣକୌଶଳ ଆରମ୍ଭ କରି ଦେଇଛନ୍ତି । ବିଏସପିର ୯ ବିଧାୟକ ମାୟାବତୀଙ୍କ…

ବିହାରରେ କୋହଳ ହେଲା ଲକଡାଉନ୍ କଟକଣା, ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା : ଦେଶରେ କମୁଛି କରୋନା ସଂକ୍ରମଣ । ପ୍ରତିଦନ ମାମଲା ହ୍ରାସ ପାଉଥିବାରୁ ଏବେ ବିହାରରେ କୋହଳ ହୋଇଛି କରୋନା କଟକଣା । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସପ୍ତାହକ ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୂଆ ନିଷ୍ପତ୍ତି ଅନୁଯାୟୀ ଏଣିକି…

ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ

ହାଇଦ୍ରାବାଦ : କରୋନା ମହାମାରୀ ଭିତରେ ସାରା ଦେଶାରେ ଜାରି ରହିଛି ଟିକାକରଣ । ସଂକ୍ରମରକୁ ମାତ ଦେବାକୁ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ଟିକାର ଅଭାବକୁ ନେଇ ଦେଶରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ, ଏବେ କେନ୍ଦ୍ର ସରକାରଙ୍କୁ ଅଧିକ ଙଟ୍କା ମାଗିଛି…

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ସାଉଥାମ୍ପଟନ: ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଫାଇନାଲ ପାଇଁ ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ୧୫ ଜଣିଆ ଦଳର ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଜୁନ ୧୮ରୁ ସାଉଥାମ୍ପଟନରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ୱିଲିୟମସନ ଏବଂ ବିଜେ ୱାଟଲିଂଙ୍କୁ ବିଶ୍ରାମ…