Latest Odisha News

BREAKING NEWS

ମହଙ୍ଗା ପଡିଲା ପ୍ରେମ; ପ୍ରେମିକକୁ କିରୋସିନ ଢାଳି ପୋଡି ଦେଲା ପ୍ରେମିକା

ଜଗତସିଂହପୁର: ପ୍ରେମିକକୁ ପେଟ୍ରୋଲ ଢାଳି ଜାଳି ଦେଲା ପ୍ରେମିକା। ଏଭଳି ଏକ ଦୁଃଖଦ ଖବର ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଗଙ୍ଗଦା ଗାଁରୁ। ପ୍ରେମ ସଂପର୍କକୁ କେନ୍ଦ୍ର କରି ଘଟିଛି ଏହି ଅଘଟଣ। ଗୁରୁତର ଭାବେ ପୋଡି ହୋଇଥିବା ପ୍ରେମିକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଭୁବନ ଅଞ୍ଚଳର …

ରାସ୍ତାରେ ହେଲା ଟଙ୍କା ବର୍ଷା; ନିଜ କାମ ଛାଡି ଟଙ୍କା ଉଠାଇବାରେ ଲାଗିପଡିଲେ ଲୋକେ

ସାଣ୍ଟା କେଟ୍ରିନା: ରାସ୍ତା ଉପରେ ହେଲା ଟଙ୍କା ବର୍ଷା । ବିଡାବିଡା ଟଙ୍କା ରାସ୍ତାରେ ପଡିଥିଲା । ଯିଏ ପାରିଲା ଗୋଟାଇବାରେ ଲାଗିଲା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲର ସାଣ୍ଟା କେଟ୍ରିନା ଅଞ୍ଚଳରେ। ସୂଚନାନୁସାରେ, ଏଠାରେ ପ୍ରାୟ ୨୪ ରୁ ଅଧିକ ବ୍ୟାଙ୍କ ଲୁଟେରା ମିଶି…

ଆରମ୍ଭ ହେଲା ମାର୍ଗଶିର ମାସର ମାଣବସା ଗୁରୁବାର ପୂଜା

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ସାଧବା ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ…

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଯାପିତ

ଭବାନୀପାଟଣା: କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ସାହିତ୍ୟ, ଲୋକଗୀତ, ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ନର୍ଲା ବ୍ଲକ ବୁଢ଼ୀପଦରଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର…

ଖଣି ପ୍ରଭାବିତ ବ୍ଲକ ପାଇଁ ‘ମାଇକ୍ରୋ ପ୍ରୋଜେକ୍ଟ’ ଯୋଜନା; ଲୋକଙ୍କ ମତାମତ ସଂଗ୍ରହ ପାଇଁ ଡିସେମ୍ବର ୫ରୁ ଆରମ୍ଭ ହେବ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ବିଷୟରେ ଜାଣିବା ପାଇଁ ‘ମାଇକ୍ରୋ ପ୍ରୋଜେକ୍ଟ’ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ଲୋକଙ୍କ ମତାମତ ସଂଗ୍ରହ ଲାଗି ଘର ଘର ବୁଲି ଏକ ସର୍ଭେ ଆରମ୍ଭ କରାଯିବ। ଡିଏମଏଫର…

କୋଣାର୍କ ମହୋତ୍ସବର ୨ୟ ସନ୍ଧ୍ୟା; ଶାସ୍ତ୍ରୀୟ ମଣିପୁରୀରେ ଶ୍ୱାସତ ପ୍ରେମ ପରିବେଷକୁ କଲା ଆବେଗମୟ

କୋଣାର୍କ : ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ କ୍ଷ୍ୟାତି ସମ୍ପନ୍ନ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ନୈସର୍ଗିକ ସୁଷମା ଓ ଅପ୍ରାକୃତ ପ୍ରେମର ଭାବଧାରାକୁ ସ୍ପଷ୍ଟ କରିଥିଲା ବେଳେ ନୃତ୍ୟଶିଳ୍ପୀଙ୍କ ନିଖୁଣ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କୋଭିଡ଼ କଟକଣାର ଅନୁପାଳନରେ…

ଆପଣାନ୍ତୁ ଏହିସବୁ ଉପାୟ, ଶୀତଦିନେ ପାଇବେ ଲାଲ୍ ଓ ନରମ ଓଠ

ଭୁବନେଶ୍ୱର: ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି  ୬୦% ଲିପିସ୍ଟିକ ବିଷାକ୍ତ ଅଟେ। ଏହା ଓଠରେ କୋଷ ଗୁଡିକୁ ନଷ୍ଟ କରିଦିଏ। ଯାହାଦ୍ୱାରା ଓଠ ଧୀରେ ଧୀରେ କଳା ଦେଖାଯାଏ। କିପରି ପାଇବେ ଲାଲ ଓଠ? ଲାଲ ଓଠ ମୁହଁର…

ହାଇ ହିଲ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଷ୍ଟାଇଲିସ୍ ଦେଖାଯିବାକୁ ଝିଅ/ପୁଅ ମାନେ ଅନେକ କଷ୍ଟକୁ ମଧ୍ୟ ଅଭ୍ୟାସରେ ପରିଣତ କରିଥାନ୍ତି। ବିଶେଷ କରି ଝିଅ ମାନେ ଗ୍ଳାମରସ୍ ଦେଖାଯିବା ପାଇଁ ଅଧିକାଂଶ ସମୟ ହାଇ ହିଲସ୍ ପରିଧାନ କରନ୍ତି। ତେବେ ଆପଣବି ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଜାଣି ରଖନ୍ତୁ ଏହା ଆମ ଶରୀରର ପାଇଁ…

ଲୁପ୍ତ ପ୍ରାୟ ପାରମ୍ପରିକ ଲୋକନୃତ୍ୟ ‘ତାମସା’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ସ୍ୱତନ୍ତ୍ର ଆଇନ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି । ସେ ଏକାମ୍ରକ୍ଷେତ୍ର ବିକାଶ ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପରେ…