Latest Odisha News

BREAKING NEWS

ଏବେ ବି ଆଫଗାନିସ୍ତାନରେ ଫସିଛନ୍ତି ୧୬୩୫ ଭାରତୀୟ

ଆଫଗାନିସ୍ତାନ : ଆଫଗାନିସ୍ତାନକୁ ଏବେ କବ୍‌ଜା କରିଛି ତାଲିବାନ । ତାଲିବାନର ରାଜୁତି ପରେ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବା ଭାରତ ପାଇଁ ସବୁଠୁ ଅଧିକ ଚ୍ୟାଲେଞ୍ଜ ହୋଇଛି । ଏବେ ବି ୧୬୩୫ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି । ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ…

ସତରେ କଣ ଗାନ୍ଧାରୀଙ୍କ ଅଭିଶାପ ଯୋଗୁ ଅଶାନ୍ତ ରହୁଛି ଆଫଗାନିସ୍ତାନ !

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଏବେ ତାଲିବାନ ଶାସନ । ଦେଶ ଅଶାନ୍ତ । ତେବେ ଏହି ଅଶାନ୍ତ ପଛରେ କଣ ରହିଛି ଗାନ୍ଧାରୀଙ୍କ ଅଭିଶାପ । ଯୁକ୍ତିସଂଗତ ନ ହେଲେ ମଧ୍ୟ ପୌରାଣିକ ଗାଥା ଅନୁସାରେ ଏହା ସତ୍ୟ ହେଉଛି । ମହାଭାରତ ସହିତ ଆଫଗାନିସ୍ତାନର ବହୁତ ପୁରୁଣା ସମ୍ପର୍କ ରହିଛି । ଏହିଠାରୁ ହିଁ…

ଦିଦିଙ୍କୁ ଝଟକା, ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସକୁ ଆଜି ଶକ୍ତ ଧକ୍କା ଲାଗିଛି । ନିର୍ବାଚନ ପରବର୍ତୀ ହିଂସାକାଣ୍ଡର ତଦନ୍ତ ସିବିଆଇକୁ ଦେବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏସଆଇଟି ଗଠନ କରିବା ସହ ୬ ସପ୍ତାହ ମଧ୍ୟରେ ରିପୋର୍ଟ…

[ଭିଡିଓ] ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ, ଶୁଭାରମ୍ଭ ହେବ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା

ମାଲକାନଗିରି: ପ୍ରଥମେ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ ବଣ୍ଟନ ହେବ । ଏଥିପାଇଁ ଆସନ୍ତକାଲି ମାଲକାନଗିରି ଗସ୍ତ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲାବେଳେ…

ସ୍ୱାମୀଙ୍କ ବଡ ବୟାନ, ଘାନିଙ୍କୁ ଭାରତ ଶରଣ ଦେବାର ଥିଲା !

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଲିବାନ ଘଟଣାରେ ଭାରତର ପଦକ୍ଷେପ ନେଇ ମୁହଁ ଖୋଲିଛନ୍ତି । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପୂର୍ବରୁ ଭାରତ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କୁ ନିମନ୍ତ୍ରଣ ଦେଇ ଶରଣ ଦେଇଥିଲେ ବୁଦ୍ଧିମାନର କାମ ହୋଇଥାନ୍ତା । ଆଗାମୀ ଦିନରେ ପିଓକେରେ…

ଭାର୍ଗବୀ ନଦୀଗର୍ଭରୁ ପୁରାତନ ମନ୍ଦିରର ଅଂଶ ବିଶେଷ ଠାବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ନଦୀ ଗର୍ଭରୁ ବହୁ ପୁରାତନ ମନ୍ଦିରର ଅଂଶ ବିଶେଷ ଠାବ । ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଭାର୍ଗବୀ ନଦୀ ଗର୍ଭରୁ ଏମିତି କିଛି ସନ୍ଧାନ ପାଇଛନ୍ତି ଐତିହାସିକ ଓ ପ୍ରତ୍ନକାତ୍ତିକ । 'Rediscover Lost Heritage' ସଂସ୍ଥାର ଏକ ଚାରି  ଜଣିଆ ସଦସ୍ୟ ବିଶିଷ୍ଟ…

ପରଲୋକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି  ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ।  ୪୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ହାଇଦ୍ରାବାଦରେ ଚିକିତ୍ସାଧୀନ…

ସ୍ଵାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ଆନ୍ଧ୍ର କ୍ୟାଡର ମାଓନେତାଙ୍କ ଅତ୍ୟାଚାରକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ…

ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ନିଆଁ ଲାଗି ୭ ଆହତ

ଖୋର୍ଦ୍ଧା: ରୋଷେଇ ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ପରେ ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରମ୍ଭାରୀମୁଣ୍ଡା ଗାଁରେ ଏହି ଘଟଣା ଘଟିଛି । ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ…

ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ୟୁଜିସି ଅଧିନିୟମ-୧୯୫୬, ଧାରା ୨ (ଏଫ୍) ଅନୁଯାୟୀ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ବିଶ୍ୱବିଦ୍ୟାଳୟର ମାନ୍ୟତା ସେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏନେଇ…