Latest Odisha News

BREAKING NEWS

ସଟର ପକାଇ କିଣାବିକା, ଧରିଲା ପୁଲିସ୍

ଭୁବନେଶ୍ୱର : ବାହାରେ ବନ୍ଦ, ହେଲେ ଭିତରେ ଭିତରେ ଚାଲିଥିଲା କିଣାବିକା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି ଚଢ଼ାଉ କରିଛି ପୋଲିସ । ଭୁବନେଶ୍ୱର…

ରଥ ଯାତ୍ରା ପ୍ରସ୍ତୁତି ଜୋରଦାର

ପୁରୀ : ଆଗକୁ ଦେବସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା । ଜୁଲାଇ ୧୨ରେ ରଥ ଯାତ୍ରା ଥିବା ବେଳେ ସମସ୍ତ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଛି । ସମସ୍ତଙ୍କ ନଜର ଦେବସ୍ନାନ…

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କୌଣସି ବାହାନା ନ କରି ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି କୌଣସି ବାହାନ ନ କରି ଏହି ନିୟମ ଲାଗୁ କର । ଗୋଟିଏ ସମସ୍ୟା ସମାଧାନ ବେଳେ ଆମେ ଆଉ ଏକ…

ଜିନ୍ସ ପ୍ୟାଣ୍ଟରେ କାହିଁକି ଛୋଟ ପକେଟ୍ ରହିଥାଏ, ଜାଣନ୍ତୁ…

ଭୁବନେଶ୍ୱର: ଫ୍ୟାଶନରୁ କେବେବି ବାଦ୍ ପଡ଼ିନଥାଏ ଜିନ୍ସ। ଏହା ଏକ ଏଭଳି ପୋଷାକ ଯାହା ସବୁ ଉତ୍ସବରେ ପିନ୍ଧାଯାଇଥାଏ। ଏପରିକି ଆପଣ ଯେକୌଣସି ପ୍ରକାରର ପୋଷାକ ସହିତ ଜିନ୍ସ ପ୍ୟାଣ୍ଟ ପିନ୍ଧିପାରିବେ। ଏକଦା କେବଳ କମ୍ପାନୀରେ କାର‌୍ୟ୍ୟ କରୁଥିବା ଶ୍ରମିକମାନେ ହିଁ ଜିନ୍ସ ପିନ୍ଧୁଥିଲେ।…

ପୋଲାଣ୍ଡ ଓପନ ରେସଲିଂ: ସ୍ୱର୍ଣ୍ଣ ପଦକଠାରୁ ଗୋଟିଏ ପାଦ ଦୂରରେ ଭାରତୀୟ ମହିଳା ରେସଲର ଭିନେଶ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ପୋଲାଣ୍ଡ ଓପନ ରେସଲିଂରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ୫୩ କିଗ୍ରା ଫ୍ରି ଷ୍ଟାଇଲ ବିଭାଗରେ ସେ ଏବେ ସ୍ୱର୍ଣ୍ଣ ପଦକଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି । ଫାଇନାଲରେ ସେ ୟୁକ୍ରେନର ଖିରିସ୍ତାନ ବେରେଜାଙ୍କୁ ଭେଟିବେ । ଭିନେଶ…

ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି

ନୂଆଦିଲ୍ଲୀ : ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ନିୟମ ସମ୍ପର୍କରେ ଅବଗତ କରିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ଏହି ନିୟମ…

ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ: ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ସାଉଥାମ୍ପଟନ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ମ୍ୟାଚ ଖେଳାଯିବ । କରୋନା କଟକଣାରେ ରହିବା ପରେ ବୁଧବାର ପ୍ରଥମ ଥର ସମ୍ପୂର୍ଣ୍ଣ ଟିମ୍ ୨ ଭାଗ ହୋଇ ଅଭ୍ୟାସ ମ୍ୟାଚ ଖେଳିବା ଆରମ୍ଭ କରିଛନ୍ତି । ୫ ଦିନ ପ୍ରଶିକ୍ଷଣ ପରେ ପଡିଆକୁ ସେମାନେ…

କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟି

ଭୁବନେଶ୍ବର : କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟିର ସହାୟତା । ଏହି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରେ ୨୫ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ଲୋକାର୍ପିତ…

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମ ଡୋଜ୍ ସକାଳ ସେସନରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସେସନରେ ଦିଆଯିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ସଞ୍ଜୟ ସିଂ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତାଙ୍କ…

କଟକରୁ ଲକ୍ଷାଧିକ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ : କଟକରୁ ନକଲି କରୋନା ଔଷଧ ଠାବ । କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଚଢ଼ାଉ ବେଳେ ଏହି ସବୁ ନକଲି ଔଷଧ ଜବତ କରାଯାଇଛି । ଜିଲ୍ଲା ଡ୍ରଗ୍ସ ଡିପାର୍ଟମେଣ୍ଟର ଚଢ଼ାଉ ବେଳେ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମ୍ୟାକ୍ସ ରିଲିଫ…