Latest Odisha News

BREAKING NEWS

ଜଳ ଅଭାବ ହେତୁ ବିଶ୍ୱ‌ବ୍ୟାପୀ ୩ ​​ବିଲିୟନରୁ ଅଧିକ ଲୋକ ପ୍ରଭାବିତ; ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ: ଜଳ ଅଭାବ ବର୍ତ୍ତମାନ ବିଶ୍ୱ‌ବ୍ୟାପୀ ୩ ​​ବିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଉଥିବା ମଧୁର ଜଳର ପରିମାଣ ୨୦ ପ୍ରତିଶତ ହ୍ରାସ ପାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରକାଶିତ…

କରୋନା ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟରତ ୩ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କୋଭିଡ-୧୯ ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏହି ଦଳଗୁଡ଼ିକ ମଧ୍ୟରେ ରହିଛି ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍…

ଅଡୁଆରେ ଅକ୍ଷୟ, ଫିଲ୍ମ ବେଲ୍ ବଟମ୍ କ୍ରିଉ ବିରୋଧରେ ଦୁଷ୍କର୍ମ ଅଭିଯୋଗ !

ମୁମ୍ବାଇ: କରୋନା ମହାମାରୀକୁ ଖାତିର ନକରି ଅଭିନେତା ଅକ୍ଷୟ ସ୍କଟଲ୍ୟାଣ୍ଡରେ ପହଂଚିଥିଲେ ଖାସ ଫିଲ୍ମ ବେଲ୍ ବଟମର ସୁଟିଂ ପାଇଁ । ହେଲେ ଏବେ ସେହି ବେଲ୍ ବଟମ୍ ଫିଲ୍ମ ପାଇଁ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମର କାଷ୍ଟିଂ ଡାଇରେକ୍ଟରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ।…

ଅଷ୍ଟ୍ରେଲିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ; ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବିଭାଗ

ଅଷ୍ଟ୍ରେଲିଆ: ଭାରତରେ ଥଣ୍ଡାଋତୁ ଆରମ୍ଭ ହୋଇସାରିଛି। ଉତ୍ତର ଭାରତର ଅନେକ ସହରରେ ମଧ୍ୟ ପାରଦ ଖସିବାର ରେକର୍ଡ ଭାଙ୍ଗିଛି। ବାସ୍ତବରେ, ଏହି ସମୟରେ ଅଷ୍ଟ୍ରେଲିଆବାସୀ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଉତ୍ତାପ ଯୋଗୁଁ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି, ଯାହା…

ତାମିଲ ଫିଲ୍ମ ପ୍ରେମରେ ଜାହ୍ନବୀ କାପୁର, ଯିବେ ପଂଜାବ !

ମୁମ୍ବାଇ: ଜାନୁଆରୀ ମାସରେ ପଂଜାବରେ ଡେରା ପକାଇବେ ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର । ଏଥିପାଇଁ କାରଣ ସାଜିଛନ୍ତି ଫିଲ୍ମ ନିର୍ମାତା ଆନନ୍ଦ ଏଲ୍ ରୟ । ଖୁବଶୀଘ୍ର ଆନନ୍ଦ ଏକ ତାମିଲ ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକ୍ ଭର୍ସନ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ…

ପରଦାକୁ ଆସିଲା ସୁରେଶ ରାଉତରାୟଙ୍କ ମ୍ୟୁଜିକ ଭିଡିଓ “ରଙ୍ଗବତୀ”

ଭୁବନେଶ୍ୱର: ଚର୍ଚ୍ଚା ହେଉଥିଲା ରାପର୍ ପାଲଟିଥିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ହେଲେ ଖାଲି ରାପିଂ ନୁହଁ ବରଂ ନେତାରୁ ଅଭିନେତା ସାଜିଛନ୍ତି ସୁରେଶ ରାଉତରାୟ । ନିକଟରେ ତାଙ୍କ ମ୍ୟୁଜିକ ଭିଡିଓ ରଙ୍ଗବତୀ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏଥିରେ ସୁରେଶ ରାଉତରାୟଙ୍କ ସମେତ କଣ୍ଠଶିଳ୍ପୀ…

ଆମାଜାନ୍‌ରେ କିଏ ବିକୁଛି ନିର୍ମାଲ୍ୟ ମହାପ୍ରସାଦ ?

ପୁରୀ: ବ୍ୟବସାୟ ଆଗରେ ଫିକା ପଡିଛି ଧାର୍ମିକ ମନୋଭାବନା । ଆମାଜନ୍ ଭଳି ବିଶ୍ୱସ୍ତରୀୟ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ମିଳୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ । ପୁରୀ ଶ୍ରୀମନ୍ଦରର ଜଣେ ସେବାୟତ ଏ ନେଇ ଅଭିଯୋଗ ଆଣିବା ସାମ୍ନାକୁ ଆସିଥିଲା ଏପରି ଲଜ୍ଜାକର ତଥ୍ୟ ।…

ଜଗତପୁରରେ ନକଲି ଘିଅ କମ୍ପାନି ଠାବ

କଟକ: ଜଗତପୁରର ଶିଳ୍ପାଞ୍ଚଳରେ ପୋଲିସ ପକ୍ଷରୁ ଏକ ନକଲି ଘିଅ କମ୍ପାନି ଠାବ କରାଯାଇଛି। ସୂଚନା ଅନୁଯାୟୀ ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ଘିଅ, ନାମୀଦାମୀ କମ୍ପାନିର ଲୋ‌ଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ନେଇ…

ଶେଷରେ ସକିଲାକୁ ମିଳିଲା ଗ୍ରୀନ୍ ସିଗନାଲ୍

ମୁମ୍ବାଇ: ଫିଲ୍ମ ସକିଲାକୁ ନେଇ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତ୍ରୀ ରିଚା ଚଢା । ତେବେ ଖୁବଶୀଘ୍ର ଏହି ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନା ନିକଟରେ ଫିଲ୍ମ ସକିଲାର ରିଲିଜ୍ ଡେଟ୍ କନଫର୍ମ ହୋଇଛି । ଦେଶର ଅଧିକାଂଶ ସିନେମା ହର ଖୋଲିଥବାବେଳେ ଖ୍ରୀଷ୍ଟମାସ ଅବସରରେ ରିଲିଜ୍…

ସୟାନୀ ଗୁପ୍ତାଙ୍କ ଅଭିନୀତ ‘ସେମ୍‌ଲେସ୍‌’କୁ ୯୩ ତମ ‘ଓସ୍କାର ପୁରସ୍କାର’ ପାଇଁ ମିଳିଲା…

ନୂଆଦିଲ୍ଲୀ: ଅଭିନେତ୍ରୀ ସୟାନୀ ଗୁପ୍ତାଙ୍କ ଅଭିନୀତ 'ସେମ୍‌ଲେସ୍‌' ଭାରତରୁ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ୯୩ ତମ ଓସ୍କାର ପୁରସ୍କାର ପାଇଁ ଏଣ୍ଟ୍ରି ମିଳିଛି। ୯୩ ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ। 'ସେମ୍‌ଲେସ୍‌' ହେଉଛି ୧୫ ମିନିଟର ବ୍ଲାକ୍‌…