ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି
ଉଜ୍ଜ୍ଵଳତାର ଆଖି
" ଅମାବାସ୍ୟାର ଅନ୍ଧାର ମୋର ପ୍ରିୟ କାରଣ ସେ ବିଛେଇଥିବା ରାତିରେ ତାରା ସବୁ ଦେଖିହୁଏ ସ୍ପଷ୍ଟ ଭାବରେ " ଏମିତି କିଛି କହିଥିଲ ଶେଷଥର ସ୍ୱପ୍ନରେ ଯାହାକୁ ମୁଁ ସାଇତି ନେଇଚି ପଲକପାତର ଶିହରଣ ତଳେ । ତୁମକୁ ଅନ୍ଧାର ଭଲ ଲାଗେ କାରଣ ତୁମେ ନିଜେ ହିଁ ଅନ୍ଧାର ଭଳି ନିରାଟ…