Latest Odisha News

BREAKING NEWS

ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ବେପାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ଜଳେଶ୍ୱର ପାଲଟିଛି ଧଳା ଜହର ହବ୍ । ଡିଲ୍ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜଳେଶ୍ୱର ମାର୍କେଟରୁ ପାଖାପାଖି ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଯାହାର ଓଜନ ୨କିଲୋ ୪୦୨ ଗ୍ରାମ୍ ।…

ପୁରସ୍କାର ରାଶିରେ ମ୍ୟୁଜିକ୍‌ ସ୍କୁଲ ଖୋଲିବେ ପୱନଦୀପ

ମୁମ୍ବାଇ: ୨୦୨୧ ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୨ ବିଜେତା ହୋଇଛନ୍ତି ପୱନଦୀପ ରାଜନ। ପୱନଦୀପଙ୍କୁ ପୁରସ୍କାରରେ ୨୫ ଲକ୍ଷ ଟଙ୍କା ଚେକ୍ ସହିତ ଏବଂ ମାରୁତି ସୁଜୁକି ସ୍ବିଫ୍ଟ କାର୍ ପ୍ରଦାନ କରାଯାଇଛି। ପୱନଦୀପ ଉତ୍ତରାଖଣ୍ଡର ବାସିନ୍ଦା। ଇଣ୍ଡିଆନ୍‌ ଆଇଡଳ୍ ବିଜେତା ହେବା ପରେ…

କାବୁଲ ଏୟାରପୋର୍ଟରୁ ଆସିଲା ବିକଳ ଚିତ୍ର, ବିମାନରେ ବସିବାକୁ ଠେଲାପେଲା

କାବୁଲ: ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିାରେ ଲାଗିଛି । ତାଲିବାନ ହାତକୁ ଶାସନ କ୍ଷମତା ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ । କାବୁଲ ଛାଡ଼ି ପଳାଉଛନ୍ତି ବିଭିନ୍ନ ଦେଶର ଲୋକ । ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ । ବିମାନବନ୍ଦର ପରିସରରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ବିଶ୍ୱକୁ…

ପେଗାସସ୍ ମାମଲା ତଦନ୍ତ କରିବ କମିଟି, ସୁପ୍ରିମକୋର୍ଟଙ୍କୁ ଅବଗତ କଲା କେନ୍ଦ୍ର

ନୂଆଦିଲ୍ଲୀ: ପେଗାସସ୍ ମାମଲା ତଦନ୍ତ ପାଇଁ ଗଠନ ହେବ କମିଟି । ଏଥିପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଦୁଇ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି । ଗୁପ୍ତରେ ତଥ୍ୟ ସଂଗ୍ରହ କିମ୍ବା କାହା ଉପରେ ନଜର ରଖଯାଇଥିବା…

ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ଦିନ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏହାସହିତ ରାଜ୍ୟର ୧୦ ଟି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହିତ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ…

କରୋନା ଭୟରେ ୨୦ ବର୍ଷ ପରେ ଗୁମ୍ଫାରୁ ବାହାରି ଟିକା ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ଭୂତାଣୁରୁ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଟିକାକରଣ ଅଭିଯାନକୁ ନେଇ ସଚେତନତା ପ୍ରସାର କରାଯାଉଛି। ଏସବୁ ମଧ୍ୟରେ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଟିକା ନେଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ବାସ୍ତବରେ, ଏହି ବ୍ୟକ୍ତି ସାଇବେରିଆର ଏକ ଗୁମ୍ଫାରେ ରହୁଥିଲେ। ପ୍ରାୟ ୨୦…

ଆଗକୁ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି: ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ୧୦୪ ଜଣ ଶିଶୁଙ୍କ କରୋନା ସଂକ୍ରମିତ ହୋଇଛନ୍ତି । ଶିଶୁଙ୍କର ସିଭିଅରିଟି କମ୍ ରହିଛି । ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣା ପଡିବ । ଏବେ ସେମିତି ଅବସ୍ଥା ନାହିଁ ବୋଲି…

ଆର୍‌ ବାଲ୍କିଙ୍କ ଫିଲ୍ମରେ ସନ୍ନିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଚିନି କମ୍ ଏବଂ ପ୍ୟାଡ୍ ମ୍ୟାନ୍ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଆର ବାଲ୍କି ଏକ ନୂଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଚଳଚ୍ଚିତ୍ରର ଶୀର୍ଷକ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଏଥିରେ କେଉଁ ଷ୍ଟାର୍‌କାଷ୍ଟମାନେ ନଜର ଆସିବେ ତାର…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କ ସମେତ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ସରରକାରୀ କ୍ୱାର୍ଟର୍ସରୁ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ କରିବା ପରେ ଆରମ୍ଭ ହୋଇଛି ଜେରା । ଆଜି ପାରଳାଖେମୁଣ୍ଡି ଥାନାପେ ୫ ଜମଙ୍କୁ ଜେରା ଚାଲିଛି ।…

ଆଫ୍‌ଗାନିସ୍ତାନରେ ତାଲିବାନୀଙ୍କ ରାଜୁତି; ବଦଳିବ ଦେଶର ନାଁ

ନୂଆଦିଲ୍ଲୀ: ତାଲିବାନ ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ। ରିପୋର୍ଟ ଅନୁଯାୟୀ ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ଭିତରେ ତାଲିବାନ ଯୁଦ୍ଧବିମାନର ଏକ ବଡ଼ ଦଳ ଦେଖିବାକୁ ମିଳିଥିଲା।…