Latest Odisha News

BREAKING NEWS

ବିନିକାରେ ହାତୀ ପଲଙ୍କ ଉତ୍ପାତ କମୁନି, ୧୦ ଦିନ ହେଲାଣି ନୟାନ୍ତ କରୁଛନ୍ତି

ସୋନପୁର: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କମୁନି ହାତୀଙ୍କ ଉପଦ୍ରବ । ୬୦ ଟିକିଆ ହାତୀ ପଲ ଉତ୍ପାତ ଚଲାଇଛନ୍ତି । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ଗତ ରାତିରେ ବିନିକା ଝରାପଡା ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ…

କୋଭିଡ ଗାଇଡ଼ଲାଇନ ସହ ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

କୋଣାର୍କ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ।ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ୨୦୨୦ ଆୟୋଜିତ ହେବ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହୋତ୍ସବ ଚାଲିବ । ଏନେଇ ଓଡିଶା ପର୍ଯ୍ୟଟନ ବିଭାଗ…

ଶୀତରେ ଥରୁଛି ସୋନପୁର, ଏସବୁ ଜିଲ୍ଲାରେ ଖସୁଛି ପାରଦ

ଭୁବନେଶ୍ୱର: ରାତିରେ ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି । ୧୫ଡିଗ୍ରୀ ତଳେ ରହିଛି ଓଡ଼ିଶାରେ ୧୧ଟି ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା…

ଦେଶରେ ୯୪ ଲକ୍ଷ ଟପିଲା କରୋନା ପଜିଟିଭ୍ ସଂଖ୍ୟା, ମୃତ୍ୟୁସଂଖ୍ୟା ଲକ୍ଷେ ୩୭ ହଜାର

ନୂଆଦିଲ୍ଲୀ: ଦେଶରେ ଆଜି କମିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୮ ହଜାର ୭୭୨ ନୂଆ ଆକ୍ରାନ୍ତ । ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୨କୁ ବୃଦ୍ଧି ପାଇଛି ।…

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଖାଲି ଆଖିଲେ ଦେଖିବା ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଆଜି ପଡୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ଦେଖିବାକୁ ମିଳିବ । ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ୟ୍ୟନ୍ତ ଚାଲିବ । ଭାରତ, ଆମେରିକା, ଅଷ୍ଟ୍ରେଲିଆ ସମେତ ଏସିଆ ମହାଦେଶ ଅଞ୍ଚଳରେ ଦେଖାଯିବ…

କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭଞ୍ଜନଗର: ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣିଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ଦିନ ଏହି ଘାଟିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ସୂଚନା ମିଳିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ଟ୍ରକ୍‌ଟି ଛତିଶଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସୂଚନା ମିଳିଛି। ଟ୍ରକ୍‌ଟି…

କୋଭିଡ୍ ଟିକା ନିର୍ମାତା ୩ଟି କମ୍ପାନୀ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଭିଡ୍‌ ଟିକା ପ୍ରସ୍ତୁତ କରୁଥିବା ୩ଟି କମ୍ପାନୀ ସହ ଆଲୋଚନା କରିବେ । ଭର୍ଚ୍ଚୁଆଲ ମିଟିଂରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ’ ଓ ଡକ୍ଟର ରେଡ୍ଡି ଫାର୍ମା ପ୍ରତିନିଧି ଯୋଗଦେବେ । ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ଜାଇଡସ…

ପଞ୍ଚୁକର ଶେଷ ଦିନ; ଖାଁ ଖାଁ ଦେବାଳୟ

ଭୁବନେଶ୍ୱର: ମହା ପଞ୍ଚୁକ ବ୍ରତର ଆଜି ହେଉଛି ଶେଷ ଦିନ। ଧର୍ମ ମାସ କାର୍ତ୍ତିକର ଏହି ଶ୍ରେଷ୍ଠ ୫ ଦିନ ଗାଁ ଠୁ ସହର ସବୁଠୁ ଭିଡ଼ ଲାଗି ରହିଥିବା ବେଳେ ଚଳିତ ଥର କିନ୍ତୁ କୋଭିଡ ଯୋଗୁଁ ସବୁକିଛି ଫିକା ପଡିଛି। ବାଡ଼ି ଭୋରରୁ ଦେବାଳୟ ସମ୍ମୁଖରେ ଲାଗେ ଭକ୍ତଙ୍କ ଗହଳି। ଜନସମୁଦ୍ର ପାଲଟେ ମନ୍ଦିର…

ଆଜି କାର୍ତ୍ତିକ ପୂର୍ଣ୍ଣିମା…

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର…

ଆଜି ଶ୍ରୀମନ୍ଦିରରେ ତିନିଠାକୁରଙ୍କ ରାଜରାଜେଶ୍ୱର ବେଶ; ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହେବେ ଦାରୁଦିଅଁ

ଭୁବନେଶ୍ୱର: କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ରାଜରାଜେଶ୍ୱର ବା ସୁନା ବେଶରେ ସଜେଇ ହୋଇଛନ୍ତି। କାର୍ତ୍ତିକମାସ ପୂର୍ଣ୍ଣିମାରେ ପାରମ୍ପରିକ…