Latest Odisha News

BREAKING NEWS

ପୁରୀ ସ୍ୱର୍ଗଦ୍ୱାରରେ ଆଜିଠୁ ଜିଲ୍ଲା ବାହାର ଲୋକ କରିପାରିବେ ଶବ ସତ୍କାର

ପୁରୀ: ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କର ଶବ ସତ୍କାର କରିପାରିବେ ଆତ୍ମୀୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାରି କରିଥିବା କଟକଣାକୁ କୋହଳ କରିଛି । କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଶବ ସତ୍କାର କରିପାରିବେ । ଅନ୍ତିମ…

ଆଫଗାନିସ୍ତାନର ଏଭଳି ସଙ୍କଟ ପାଇଁ ବାଇଡେନ୍‌ ଦାୟୀ; ଟ୍ରମ୍ପ୍‌

ୱାଶିଂଟନ୍: ଆଫଗାନିସ୍ତାନ ସରକାର ପତନ ପରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫ୍‌ଗାନିସ୍ତାନର ଏଭଳି ସଙ୍କଟ ପାଇଁ ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛନ୍ତି ଏବଂ ବାଇଡେନ୍‌ ଇସ୍ତଫା ଦିଅନ୍ତୁ ବୋଲି…

ସ୍କୁଲକୁ ପଢ଼ିବାକୁ ଆସିଲେ ନବମ ଶ୍ରେଣୀ ପିଲା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ନବମ ଶ୍ରେଣୀରେ ପାଠପଢ଼ା । କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି କ୍ଲାସରୁମରେ ପାଠପଢ଼ା ଆରମ୍ଭ ହୋଇଛି । ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ଆସିଛନ୍ତି ସ୍କୁଲ । ସକାଳ ୯ଟାରୁ କ୍ଲାସ ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୨ଟାରେ ସରିବ…

ଭାରତରେ ଆଫଗାନିସ୍ତାନ ଦୂତାବାସଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ଭାରତରେ ଆଫଗାନିସ୍ତାନ ଆମ୍ବାସିଙ୍କ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଭାରତରେ ଆଫଗାନିସ୍ତାନ ଦୂତାବାସ ଅବଦୁଲହକ୍ ଆଜାଦ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ମୋ ଟ୍ବିଟର ଆକାଉଣ୍ଟ…

ହାତ ଛାଡ଼ିଲେ ସୁସ୍ମିତା ଦେବ, ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଲେ ଇସ୍ତଫା

ନୂଆଦିଲ୍ଲୀ: ହାତ ସହ ସମ୍ପର୍କ ଛିନ୍ନ କରିଛନ୍ତି ପୂର୍ବତନ ସାଂସଦ ତଥା ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ହଠାତ୍ ସେ କାହିଁକି ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ…

ପଓ୍ୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍-୧୨ ବିଜେତା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆଲ୍ ଆଇଡଲ ସିନିଜ ୧୨ରେ ବାଜି ମାରିଲେ ଉତ୍ତରାଖଣ୍ଡର ପଓ୍ୱନଦୀପ ରାଜନ । ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ହୋଇଛନ୍ତି । ଫିନାଲେରେ ଥିଲେ ମୋଟ୍ ୬ ଜଣ ପ୍ରତିଯୋଗୀ  । ଅରୁଣିତା…

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ କବଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ପୁଣି ତାଲିବାନ ହାତକୁ ଯାଇଛି ଶାସନ । ତାଲିବାନୀ ଗୋଟିଏ ପରେ ଗୋଟିଏ ସହର ନିଜ କବଜାରେ କରି କାବୁଲ ଦଖଲ କରିବା ପରେ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସ୍ରଫ ଘନି । ଏହାପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଗତକାଲି ରାଷ୍ଟ୍ରପତି ଭବନ…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୧୦୪ ପିଲା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆଜି ହଜାରେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୦୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ । ୨୪ ଘଣ୍ଟାରେ…

ଖୋଲିଲା ବଡ଼ଦେଉଳ: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କେବଳ ପୁରୀ ସହର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କରିଥିବା ଟୋକନ୍ ବ୍ୟବସ୍ଥା ଅନୁସାରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଓ୍ୱାର୍ଡଓ୍ୱାରୀ…

ବିପ୍ଲବର ବୟସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ପଞ୍ଚସ୍ତରୀ ବୟସ ତାତି ପାରୁଛି ପଚିଶ୍ ବର୍ଷ ମାତିପାରୁନି ? ସବୁ ବିପଦରୁ ବିପ୍ଲବ । ବିବାଦ ଭିତରୁ ବିପ୍ଲବ । ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ । ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ । ଆମେ ସବୁ…