Latest Odisha News

BREAKING NEWS

ନୌସେନାର ମିଗ୍-29 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ୍ ନିଖୋଜ

ନୂଆଦିଲ୍ଲୀ: ମିଗ୍-29ର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ  ପାଇଲଟ୍ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ଏନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟା ୫ଟାରେ ଏହି ଦୁର୍ଘଟଣା ଘଟିଥିଲା । ନୌସେନା ପକ୍ଷରୁ କୁହାଯାଇଛି…

ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲା ନାବାଳିକା; କାରଣ ଅସ୍ପଷ୍ଟ

ଯାଜପୁର: ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ୧୦ମ ଶ୍ରେଣୀ ଛାତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଷାପା ପଞ୍ଚାୟତର କମାଳପୁର ଗାଁରେ। ୧୪ ବର୍ଷର ଏହି ନାବାଳିକା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।…

ବୀର ବେଶରେ ମହାପ୍ରଭୁ: ବାଲିରେ ଶୋଭାପାଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ

ପୁରୀ: କରୋନା ଏଥର ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣଗାର ଟାଣିଲା । ଶ୍ରୀଜିଉଙ୍କର ଦୁର୍ଳଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । କିନ୍ତୁ ବାଲିରେ ମହାପ୍ରଭୁଙ୍କ ଏହି ବୀର ବେଶକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ…

ସିଡନୀ ଦିନିକିଆ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ

ସିଡ୍‌ନୀ: ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଓ୍ୱାନେ ଡେ ସିରିଜ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସଡନୀରେ ଭାରତୀୟ ସମୟ ସକାଳ ସାଢ଼େ ୯ଟାରେ ଖେଳାଯିବ । ଟସ୍ ଜିତି କଙ୍ଗାରୁ ବାହିନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ପରେ ପ୍ରଥମ ଥର ପାଇଁ ଭାରତୀୟ…

କୋରାପୁଟରୁ ପୁଣି ଜବତ ହେଲା ୨୧୧ କେଜିର ଗଞ୍ଜେଇ : ଜଣେ ଗିରଫ

ସୁନାବେଡ଼ା: ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଧରପଗଡ଼ରେ ତତ୍ପରତା ଦେଖାଇଛି ପୋଲିସ ବିଭାଗ। ପ୍ରତିଦିନ ପ୍ରାୟ ଗଞ୍ଜେଇ ଜବତ ଖବର ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ସୁନାବେଡା ଅଞ୍ଚଳରୁ ଜବତ ହୋଇଛି ପ୍ରାୟ ୨୧୧ କେଜି ଗଞ୍ଜେଇ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇସୁନାବେଡ଼ା ପୁଲିସ୍ ପନ୍ଥିକା…

ଆମେରିକାରେ କରୋନାର କରାଳ ରୂପ; ୨୪ ଘଣ୍ଟାରେ ୨୪୩୯ ମୃତ୍ୟୁ

ୱାଶିଂଟନ: ଆମେରିକାରେ କରୋନା ତାଣ୍ଡବ। ଗତ ୨୪ ଘଣ୍ଟାରେ ନେଲାଣି ୨୪୦୦ରୁ ଅଧିକ ମୁଣ୍ଡ। ଜନ୍‌ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଗତ ୬ ମାସ ମଧ୍ୟ‌ରେ ଆମେରିକାରେ ଏହା ସର୍ବାଧିକ କରୋନା ମୃତ୍ୟୁ। ସୂଚନାନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨୪୩୯ ଜଣ କରୋନା…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ୫ କରୋନା ଆକ୍ରାନ୍ତ ମୃତ

ରାଜକୋଟ: ଗତକାଲି ବିଳମ୍ବିତ ରାତିରେ ଗୁଜରାଟର ରାଜକୋଟରେ ଥିବା ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ, ରାଜକୋଟ ସ୍ଥିତ ଉଦୟ ଶିବାନନ୍ଦ ହସ୍ପିଟାଲର ଆଇସିୟୁ ୟୁନିଟ୍ରେ ଶୁକ୍ରବାର…

ନାଗାର୍ଜୁନ ବେଶରେ ଦିବ୍ୟ ଦୃଶ୍ୟ: ଶ୍ରୀମନ୍ଦିର ଚାରିପଟେ ଇନ୍ଦ୍ରଧନୁ ବଳୟ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଆଜି ଆସିଛି ସେଇ ଦିବ୍ୟ ସଂଯୋଗ। ମହାବହୁଙ୍କର ଆଜି ସେହି ଅପୂର୍ବ ଓ ଅଲୌକିକ ବେଶର ଦିନ। ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଚତୁର୍ଦ୍ଧା ମୂର୍ତ୍ତି। ଆଜିର ଏହି ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବିରଳ ଦୃଶ୍ୟ। ଦେଉଳ…

ଶରୀରରେ କୋଲେଷ୍ଟ୍ରୋଲର ବଢିବାର କାରଣ ଓ ଏହାର ଘରୋଇ ନିରାକରଣ, ଜାଣନ୍ତୁ

ଭୁବନେଶ୍ୱର: ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଏବଂ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଟ୍ରାଇଗ୍ଲିସେରାଇଡ୍‌ରେ ପରିଣତ ହୋଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ମଧୁମେହ,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୭-୧୧-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୭ ରିଖ ଶୁକ୍ରବାର ବିଛା ୧୨ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ମୁକ୍ତ ତ୍ରୟୋଦଶୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର    ଘାତ ବାର-: ବିଛା ଧନୁ ଓ ମୀନ ରାଶିର    ଘାତ…