Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ…

ପୁରୀ: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶ ଧାରଣ କରନ୍ତି ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଠାକୁରଙ୍କର ଲକ୍ଷ୍ମୀ ନାରାୟଣ ବେଶ କରାଯାଏ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ…

ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ‘ନିଭାର’, ଆଜି ରାତିରେ ଲ୍ୟାଣ୍ଡଫଲ୍

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ନିଭାର । ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିଛି । ଗତ ୬ ଘଣ୍ଟା ହେବ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି । ଆଗାମୀ ୧୨ ଘଣ୍ଟାରେ ନିଭାର ଅଧିକ ଘନୀଭୂତ ହୋଇ…

ପଞ୍ଚୁକର ପ୍ରଥମ ଦିନ; ଖାଁ ଖାଁ ଧବଳେଶ୍ବର ପୀଠ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବରେ ପାଳନ କରାଯାଏ। ପ୍ରତିବର୍ଷ ପଞ୍ଚୁକ ଓ ବଡଓଷା ପାଳନ କରିବାକୁ ଧବଳେଶ୍ଵର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ। ପ୍ରତିବର୍ଷ ଏହି ଶୈବ ପୀଠରେ ବେଶ୍ ଧୁମଧାମର ସହ ପଞ୍ଚୁକ ଓ ବଡଓଷା ପାଳନ କରାଯାଏ।…

କାହିଁକି ହୁଏ ବ୍ରେନ ଷ୍ଟ୍ରୋକ୍, କ’ଣ ଏହାର ଲକ୍ଷଣ 

ଭୁବନେଶ୍ୱର: ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ଏହା ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ମସ୍ତିଷ୍କ। ମସ୍ତିଷ୍କର କୋଷିକାଗୁଡ଼ିକ ଅହରହ ରକ୍ତ ପ୍ରବାହ, ଅମ୍ଳଯାନ ଓ ଗ୍ଲୁକୋଜ ଉପରେ ନିର୍ଭର କରିଥା’ନ୍ତି। କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ…

ପୁରୀରୁ ଜବତ ହେଲା ୩୩ ଗ୍ରାମ ବ୍ରାଉନସୁଗାର

ପୁରୀ: ଧଳା ଜହର କବଜାରେ ଶ୍ରୀକ୍ଷେତ୍ର ଧାମ। ଜିଲ୍ଲାରେ ପୁରୀ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଧରପଗଡ ଅଭିଯାନ ଜାରି ରହିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ତତ୍ୱାବଧାନରେ ଏକ ଦଳ ସତ୍ୟବାଦୀ ଥାନା…

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଥିବା ତାଙ୍କ ପୁଅ ଫେଜଲ ପଟେଲ ସୂଚନା ପ୍ରଦାନ କରିଛନ୍ତି। ଏକ ଟ୍ୱିଟ ଯୋଗେ ସେ ଜଣାଇଛନ୍ତି ଯେ, "ଗୁଜରାଟର ରାଜ୍ୟସଭା ସାଂସଦ ଆଜି ସକାଳ ୩.୩୦ ସମୟରେ ମୃତ୍ୟୁ ବରଣ କରିଛନ୍ତି। ‘ମୁଁ ବହୁତ ଦୁଃଖର ସହିତ…

ଦୁର୍ଲଭ ନାଗାର୍ଜୁନ ବେଶ ନୀତି ସମ୍ପର୍କରେ ଜାଣନ୍ତୁ

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ…

ମହାପଞ୍ଚକ-ବକପଞ୍ଚକ-ଭୀଷ୍ମପଞ୍ଚକ-ବିଷ୍ଣୁପଞ୍ଚକ

ପଞ୍ଚକ ପାଳନ ବିଧି : କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା…

ଶ୍ରୀମନ୍ଦିରରେ ଦେବୋତ୍ଥାନ ବା ପ୍ରବୋଧନ ଯାତ୍ରା, ଭିଷ୍ମ ପଞ୍ଚୁକ ବ୍ରତ ଓ ବଡ ଏକାଦଶୀ ନୀତି

(ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) "ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ । ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ…

ଆଜିଠୁ ଆରମ୍ଭ ପଞ୍ଚୁକ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କେଉଁ ଦିନ ହେବ କେଉଁ ବେଶ, ଜାଣନ୍ତୁ

ପୁରୀ:ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ।ସମସ୍ତ ମାସ ମଧ୍ୟରେ ପବିତ୍ରତମ ମାସ ହେଉଛି କାର୍ତ୍ତିକ। ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟରେ ଶ୍ରେଷ୍ଠ ହେଉଛି ଏହାର ଶେଷ ପାଞ୍ଚଦିନ । ଯାହା ପଞ୍ଚୁକ ନାମେ ପରିଚିତ। ଚଳିତ…