Latest Odisha News

ରମାଦେବୀ ବିଶ୍ୱବିଦ୍ୟାଳୟରେ ମେ’ ୧୫ରୁ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ବାତିଲ ହୋଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ମେ’ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବାତିଲ ତଥା ସ୍ଥଗିତ ଥିବା ପରୀକ୍ଷାଗୁଡିକୁ ପୁନଃପରିଚାଳିତ କରିବା ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶ…

ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି । ନବନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍ ପରିସରରେ ଏହି ଶୁଭ ଅନୁକୂଳ ପୂଜାର ଆୟୋଜନ କରାଯାଇଥିଲା । ପୂର୍ବ ଭାରତରେ ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟସେବା…

ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ଆନ୍ତଃ-ମନ୍ତ୍ରଣାଳୟ ଟିମ୍ କରିବ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର : ଭୟଙ୍କର ବାତ୍ୟା ‘ଫନି’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଲାଗି ମେ’ ୧୨ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ତଃମନ୍ତ୍ରଣାଳୟର ଏକ ଟିମ୍ । ପ୍ରାପ୍ତ ସୂଚନାନୁଯାୟୀ ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକେ ଭରଦ୍ୱାଜଙ୍କ ନେତୃତ୍ୱରେ ଏକ ଟିମ୍…

ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଓୟୁଏଟି ଅଧିନରେ ଥିବା ସମସ୍ତ କଲେଜ…

ଜୋରଦାର୍ ଚାଲିଛି ରିଲିଫ୍ ଓ ପୁନଃରୁଦ୍ଧାର କାର୍ଯ୍ୟ, ଅନେକ ଅଞ୍ଚଳରେ ସ୍ୱାଭାବିକ ଚାଲୁ ହେଲା ବିଦ୍ୟୁତ ସେବା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ବିଧ୍ୱସ୍ତ ରାଜଧାନୀର କଳେବର ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି, ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ଚାଲୁ ହୋଇ ଯାଇଥିବାରୁ ସେଠାରେ ସ୍ଥାନୀୟ ବାସିନ୍ଦା ଆସ୍ୱସ୍ତ ହୋଇଛନ୍ତି । ମାତ୍ର ଅନେକ ଯାଗାରେ ପ୍ରଶାସନ ପହଞ୍ଚିପାରିନାହିଁ । ବିଏସି ପକ୍ଷରୁ…

ଓୟୁଏଟିର ନୂଆ କୁଳପତି ଭାବେ ପବନ କୁମାର ଅଗ୍ରଓ୍ଵାଲ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ନୂଆ କୁଳପତି ଭାବେ ପବନ କୁମାର ଅଗ୍ରଓ୍ଵାଲ ନିଯୁକ୍ତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଶୁକ୍ରବାର ଦିନ ନିଯୁକ୍ତି ପ୍ରଦାନ କରିଛନ୍ତି। ଆହୁରି ମଧ୍ୟ ସେ କାର୍ଯ୍ୟରେ ଯୋଗ…

ତୁରନ୍ତ ବିଜୁଳି ଓ ଜଳଯୋଗାଣ ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର: ବାତ୍ୟାକୁ ଆଜି ୭ ଦିନ ବିତିଯାଇଥିଲେ ବି ରାଜଧାନୀରେ ଆଜି ପର୍ଯ୍ୟନ୍ତ ପିଇବା ପାଣି ଓ ବିଜୁଳି ଲାଗି ହନ୍ତସନ୍ତ ହେଉଛନ୍ତି ହଜାର ହଜାର ଭୁବନେଶ୍ୱର ବାସିନ୍ଦା । ଭୟଙ୍କର ବାତ୍ୟାରେ ରାଜଧାନୀରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ଭୁବନେଶ୍ୱରରେ…

ପଶ୍ଚିମ ଓଡିଶାରେ ବଢୁଛି ତାତି, ମେ’ ୧୨ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରାଦୂର୍ଭାବ ବଢୁଥିବାବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗରମ ଓ ଗୁଳୁଗୁଳି ପଶ୍ଚିମ ଓଡିଶା ବାସୀଙ୍କୁ ନାକେଦମ୍ କରୁଛି । ଟିଟଲାଗଡ ଓ ସୁନ୍ଦରଗଡରେ ଶୁକ୍ରବାର ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ…

୧୨ ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆସନ୍ତା ମେ ୧୨ ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ରେଳବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ,…

ଗଞ୍ଜାମରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶୁକ୍ରବାର ଦିନ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ମନୋଜ ସ୍ୱାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।…