Latest Odisha News

BREAKING NEWS

ଇଣ୍ଟନ୍ୟାସନାଲ୍‌ ଏମି ଆୱାର୍ଡ: ୱେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍’କୁ ମିଳିଲା ଶ୍ରେଷ୍ଠ ଡ୍ରାମା…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଲିଭିଜନ କଳା ଏବଂ ବିଜ୍ଞାନ ଏକାଡେମୀ ସୋମବାର ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୦ର ବିଜେତା ଘୋଷଣା କରିଛି। ନ୍ୟୁୟର୍କ ସହରରେ ଏମି ପୁରସ୍କାର ଅନୁଷ୍ଠିତ ହୋଇଥିଲା। ଓସ୍କାର ବିଜେତା ଗ୍ଲେଣ୍ଡା ଜ୍ୟାକସନଙ୍କୁ 'ଆକ୍ଟିଭ୍ ଷ୍ଟୁଡିଓ' ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…

ଶେଷରେ ହ୍ୱାଇଟ ହାଉସ ଛାଡ଼ିବାକୁ ସଙ୍କେତ ଦେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ୍: ଶେଷରେ ମାନିଲେ ଡୋନାଲ୍ଡ ଟ୍ରମ୍ପ । ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସେ ମାନିଛନ୍ତି ଯେ, ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବାର ପ୍ରକ୍ରିୟା ଔପଚାରିକ ଭାବରେ ଆରମ୍ଭ…

ଓଡ଼ିଶାର ପାରମ୍ପରିକ ଲୋକ ନୃତ୍ୟ ଘୁମୁରା ନାଚ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ଗ୍ରାମବହୁଳ ଓଡ଼ିଶାରେ…

ଦେଶରେ କମିଲା: ୨୪ ଘଣ୍ଟାରେ ୩୭,୯୭୫ କରୋନା ଆକ୍ରାନ୍ତ, ୪୮୦ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧କୁ ବୃଦ୍ଧି ପାଇଛି । ଦୈନିକ ମୃତ୍ୟୁସଂଖ୍ୟା ବି ଖସିଛି । ଦିନକରେ ପ୍ରାଣ…

କୋଭିଡ୍ ସ୍ଥିତି ଓ ଟିକା ବିତରଣ ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଶୀତ ଋତୁ ଥିବାରୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ । ବିଭିନ୍ନ ରାଜ୍ୟରେ କୋଭିଡ ସ୍ଥିତି କିପରି ରହିଛି, ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ…

ଜଗତପୁରରେ ନକଲି ପାନମସଲା କାରଖାନା ଉପରେ ପୋଲିସର ଚଢ଼ାଉ

କଟକ: କଟକଜଗତପୁର ଫେଜ୍‌-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନା ଉପରେ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍‌, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଥିବା ସୂଚନା ମିଳିଛି। ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ନିଭାର’, କାଲି କରିବ ହିଟ୍

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଡିପ ଡିପ୍ରେସନ୍ ନେଇଛି ସାମୁଦ୍ରିକ ଝଡ଼ ‘ନିଭାର’ର ରୂପ ନେଇଛି । ଆଗକୁ ଅଧିକ ଘନୀଭୂତ ହେବ । ସାଇକ୍ଲୋନିକ ଷ୍ଟର୍ମ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହୋଇଛି । ଆଗାମୀ ୧୨ ଘଣ୍ଟାରେ ସିଭଅର…

ଯୌତୁକ ଯୁଇରେ ଜଳିଲେ ଆଉ ଜଣେ ବଧୂ; ସ୍ୱାମୀ, ଶାଶୁ ଓ ଶ୍ବଶୁର ଗିରଫ

ପୁରୀ: ଯୌତୁକ ଯୁଇରେ ଜଳିଗଲେ ଆଉ ଜଣେ ବଧୂ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡା ଅଞ୍ଚଳରେ। ସ୍ଥାନୀୟ ସମୁଦ୍ରକୂଳ ଥାନାରେ ଯୌତୁକ ନିର୍ଯ୍ୟାତନା ଓ ବଧୂ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସମୁଦ୍ରକୁଳ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ପଣ୍ଡା , ଶ୍ୱଶୁର…

ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ SCBରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ । ସ୍ଥିତି ସ୍ୱାଭାବିକ ହେବା ଯାଏ ଏସସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଇସିୟୁ ଏବଂ ଓଟିରେ ସର୍ଜରୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେବେ…

ଆଜି ମକା ଦିବସ

ପ୍ରତି ବର୍ଷ ନଭେମ୍ବର‌ ୨୪ରେ ପାଳନ କରାଯାଏ ‘ମକା ଦିବସ’। ସାରା ବିଶ୍ବର ଲୋକେ ମକା ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି। ଏହାଛଡ଼ା ଅଧିକାଂଶ ଗୃହପାଳିତ ତୃଣଭୋଜୀ ପ୍ରାଣୀ ମଧ୍ୟ ଏହା ଖାଆନ୍ତି। ଏହା ଏକ ପୁଷ୍ଟିକର ଖାଦ୍ୟ। ଶୀତଦିନେ ପ୍ରବଳ ଥଣ୍ତା ପଡ଼ୁଥିବା ଅଞ୍ଚଳରେ ଏହା ହେଉଛି ଏକ ପ୍ରମୁଖ…