Latest Odisha News

BREAKING NEWS

ପୁରୀରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀରେ ପୋଲିସର ଅପରେସନ ବ୍ରାଉନ ସୁଗାର ଅଭିଯାନ ଜାରି ରହିଛି। ଏହି ଅବସରରେ ପ୍ରାୟ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ପିପିଲି ପୋଲିସ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ମାନେ ହେଲେ ସେହି ଥାନା ଅଧିନସ୍ତ ଭବାନୀପୁର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୨୦- ୧୧-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୦ ରିଖ ଶୁକ୍ରବାର ବିଛା ୫ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଉତ୍ତରାଷାଢା ନକ୍ଷତ୍ର ଦିନ ୯ଟା ୨୫ ମିନିଟ୍ ପର୍ଯ୍ୟନ୍ତ ତାପରେ ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଭୋଗ ହେବ…

ନୋଡପାସ ଜାରି କଲା ସବୁଠାରୁ ଖରାପ ୨୦ ପାସୱାର୍ଡ ତାଲିକା

ନୂଆଦିଲ୍ଲୀ:ବର୍ତମାନର ଡିଜିଟାଲ ଯୁଗରେ ସବୁ କିଛି ହାତମୁଠାରେ ରହୁଛି । ଏହାର ସୁରକ୍ଷା କେବଳ ପାସୱାର୍ଡ ମଧ୍ୟରେ ସୀମିତ ରହିଛି । ନୋର୍ଡପାସ ନାମକ ସଂସ୍ଥା ସାରା ବିଶ୍ୱରେ ବ୍ୟବହୃତ ହୋଇଥିବା ଖରାପ ପାସୱାର୍ଡର ତାଲିକା ଜାରି କରିଛି । ଏଥିରେ ଏପରି ୨୦ ପାସୱାର୍ଡ ଅଛି ଯାହାକି ହ୍ୟାକରମାନେ ଏକ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୦୧୯ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୧୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। https://twitter.com/HFWOdisha/status/1329417168543354880?s=19 ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୯ଟାରୁ ସକାଳ ୬ଟା କଟକଣା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସହରକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାରଠାରୁ ଲାଗୁ ହେବାକୁ ଥିବା ଏହି କଟକଣା…

ପିଓକେରେ ଷ୍ଟ୍ରାଇକ ଖବରକୁ ଭାରତୀୟ ସେନାର ଖଣ୍ଡନ

ଶ୍ରୀନଗର: ପିଓକେରେ ଭାରତ ପକ୍ଷରୁ କୌଣସି ଷ୍ଟ୍ରାଇକ ଗୁରୁବାର କରାଯାଇ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ନେଇ ପ୍ରାୟ ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହା ସତ୍ୟ ନୁହେଁ ବୋଲି କହିଛନ୍ତି । ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା କରିଥିବା ପିନପଏଣ୍ଟ…

ଓଡ଼ିଶାର ଏହି ଜିଲ୍ଲାରେ ବାଲିଯାତ୍ରା ଉପରେ ଲାଗିଲା କଟକଣା

ଜଗତସିଂହପୁର: କୋଭିଡ-୧୯ ବିସ୍ତାରକୁ ରୋକିବା ପାଇଁ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବହୁ ସଂଖ୍ୟାରେ ପର୍ଯ୍ୟଟକ ବାଲିଯାତ୍ରା ପାଇଁ…

[ଭିଡିଓ] ମୁମ୍ବାଇର କରାଚି ସୁଇଟ୍ସକୁ ଶିବସେନାର ଧମକ !

ମୁମ୍ବାଇ: ବହୁଚର୍ଚ୍ଚିତ ମିଠା ଦୋକାନ କରାଚି ସୁଇଟ୍ସକୁ ମିଳିଲା ଶିବସେନାର ଖୋଲା ଧମକ । ଶେଷରେ ଧମକକୁ ଶିବସେନା ନେତା ଆଗରେ ମୁଣ୍ଡ ନୁଆଁଇଲେ ମିଠା ଦୋକାନୀ । ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ସେ ଖବର କାଗଜରେ ଘୋଡାଇଥିବା ଫଟୋଟି ମଧ୍ୟ ସାମ୍ନାକୁ ଆସିଛି । କିଛି ଏପରି ଖବରକୁ ନେଇ…

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି କୁକୁରଙ୍କ…

ସିଜଫାୟାର ଉଲ୍ଲଂଘନ ଜବାବରେ ଭାରତର ଏହା ପିନ୍ ପଂଏଟ ଷ୍ଟ୍ରାଇକ ଥିଲା

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରୁ ପିଓକେରେ ଭାରତ ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ କରିଥିବା ରିପୋର୍ଟ ବିଭିନ୍ନ ୱେବସାଇଟରେ ପ୍ରକାଶ ପାଇଛି । ପିଟିଆଇ ପ୍ରଥମେ ଏହାକୁ ବ୍ରେକିଂ କରିଥିଲା । ପରେ ବିଭିନ୍ନ ନ୍ୟୁଜ ଏଜେନ୍ସି ଏହି ରିପୋର୍ଟର ସତ୍ୟତା ସ୍ପଷ୍ଟ ହେଉଛି । ଭାରତୀୟ ବାୟୁସେନା…