Latest Odisha News

BREAKING NEWS

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଜୋତା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ ଜୋତା ଫ୍ୟାକ୍ଟ୍ରିରେ ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1209324861710954496?s=08…

ବୋଲେରୋ-ବସ୍ ମୁହାଁମୁହିଁ ଧକ୍କା; ୪ ଯାତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ସ୍ଥିତ ଜାତୀୟ ରାଜପଥ ୫୫ ର ଗୁରୁଣ୍ଡୁ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଇପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ…

କ୍ରିସମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ ଏହିସବୁ ସ୍ଥାନକୁ !

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ବା ବଡ଼ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ନିମନ୍ତେ ଏହା ଏକ ଉତ୍ସବର ଦିନ। ଭଗବାନ ଯୀଶୁଖ୍ରୀଷ୍ଟଙ୍କର ଏହିଦିନ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏହିଦିନକୁ ଧର୍ମାବଲମ୍ବୀ ମାନେ ବଡ଼ ଧୁମଧାମରେ ପାଳନ କରନ୍ତି । କିନ୍ତୁ ବର୍ତ୍ତମାନ…

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା…

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଜି ରେଲୱେ ଷ୍ଟେସନ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରେନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଟ୍ରେନଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ…

କ୍ରିସମାସ ପାଇଁ ଚଳଚଞ୍ଚଳ ରାଜଧାନୀ; ସାନ୍ତା ପୋଷାକର ବଢୁଛି ଚାହିଦା

ଭୁବନେଶ୍ୱର: କ୍ରିସମାସ ପର୍ବ ଲାଗି ଆଉ ଦିନ କେଇଟା ବାକି ରହିଥିବା ବେଳେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ଏପରିକି ଏଠାରେ ଥିବା ସମସ୍ତ ଗୀର୍ଜା ଘର ମଧ୍ୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇପଡିଲାଣି । ଖାଲିଯେ, ଚର୍ଚ୍ଚ ତା’ ନୁହେଁ ଭୁବନେଶ୍ୱରର ପ୍ରମୁଖ ସପିଂ ମଲ୍…

ଜଙ୍ଗଲ: ସରକାର ବନାମ ଆଦିବାସୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ଦିଲ୍ଲୀ ବା ଭୁବନେଶ୍ୱେରରୁ ଲୋକମାନଙ୍କ ପାଇଁ ତିଆରି କରାଯାଉଥିବା ବିକାଶ ଯୋଜନା ଓ ଲୋକମାନେ ନିଜ ପାଇଁ ଭାବୁଥିବା ବିକାଶର ପରିକଳ୍ପନା ଭିତରେ ଆକାଶ ପାତାଳ ତଫାତ୍ ଅଛି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର  ତା ୨୪ ରିଖ  ମଙ୍ଗଳବାର ଧନୁ ୯ ଦିନ ପୌଷ ମାସ କୃଷ୍ଣ ପକ୍ଷ  ତ୍ରୟୋଦଶୀ  ତିଥି  ଅନୁରାଧା  ନକ୍ଷତ୍ର ବିଛା ଚନ୍ଦ୍ର ଘାତ…

ମୋବାଇଲରୁ ପରାମର୍ଶ ନେଲେ; ଜାଣନ୍ତୁ ପଶୁପାଳନ କରି କିପରି ପ୍ରଚୁର ରୋଜଗାର କଲେ !

ଜଗତସିଂହପୁର: ଏବେ ହେଉଛି ହାଇ-ଟେକର ଯୁବ । ଏଯୁଗରେ ଯଦି ସବୁ କ୍ଷେତ୍ରରେ ହାଇ-ଟେକର ବ୍ୟବହାର ହେଉଛି ତେବେ ଆମେ ଚାଷରେ ଏହାକୁ କାହିଁକି ଉପଯୋଗ କରିପାରିବା ନାହିଁ? ପଶୁପାଳନ ପରି ଲାଭଜନକ ଚାଷରେ ରୋଗ ଉପଶମ ଏବଂ ଚିକିତ୍ସା ପଦ୍ଧତି ତଥା ପଶୁଧନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପରି କେତେକ…

ଭାରତୀୟ ରେଳର ବଡ଼ ଉପଲବ୍ଧି; ୨୧୬ ଦିନରେ ତିଆରିକଲେ ୩୦୦ ଇଞ୍ଜିନ !

ନୂଆଦିଲ୍ଲୀ:ସାଧାରଣତଃ ସରକାରୀ କାମ ଡେରି ରେ ହୋଇଥାଏ ବୋଲି ସମସ୍ତଙ୍କ ଧାରଣା ଥାଏ | ହେଲେ ଭାରତୀୟ ରେଳ ବିଭାଗ ଏହାକୁ ଭୁଲ ପ୍ରମାଣିତ କରିଛି ଓ ନିଜ ନାଁ ରେ ଥିବା ରେକର୍ଡ ଭାଙ୍ଗିଛି | ଭାରତୀୟ ରେଳ ପାଇଁ ଇଞ୍ଜିନ ତିଆରିକରୁଥିବା ଶାଖା ଚିତରଂଜନ ଲୋକୋମୋଟିବ ୱାକର୍ସ ଏହି ରେକର୍ଡ ସ୍ଥାପନ…