ରୋଗାଗ୍ରସ୍ତ ବାପାକୁ ହତ୍ୟା କଲା ପୁଅ
ବରଗଡ: ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜମିଦାର ପଡା ଅଞ୍ଚଳରେ ପକ୍ଷାଘାତରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ମୃତକଙ୍କ ନାମ ସଉକିଲାଲ୍ ସେଠ୍ ବୋଲି ସୁତ୍ରରୁ ପ୍ରକାଶ ।
ପ୍ରାପ୍ତ ସୂଚନାନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟା ସମୟରେ କୌଣସି…