Latest Odisha News

ମୁମ୍ବାଇରେ ୧୦ ତାଲା କୋଠାରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ପୂର୍ବ ଘାଟକପର ଅଞ୍ଚଳରେ ଥିବା ଏକ ୧୦ ମହଲା ବିଶିଷ୍ଟ ଆବାସିକ କୋଠାରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟରେ ପ୍ରକାଶ । Mumbai: Fire breaks out on the 5th floor of a building in…

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ୍ ସେବା !

ଭୁବନେଶ୍ୱର: ଆସନ୍ତା ୨୦୨୦ ଫେବୃଆରୀରୁ ଆପଣଙ୍କ ଫୋନରୁ ବନ୍ଦ ହୋଇ ଯାଇପାରେ ହ୍ୱାଟସଆପ୍ ସେବା । ଅଫିସିଆଲ ହ୍ୱାଟସଅପ ବ୍ଲଗରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ ଜାରି ନୋଟିସ ଅନୁସାରେ, ପୂରୁଣା ମଡେଲ ସ୍ମାର୍ଟ ଫୋନରୁ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇପାରେ । ଏନେଇ…

ପର୍ଯ୍ୟଟକଙ୍କ ଲାଗି ଖୁସି ଖବର; ଶିମିଳିପାଳ ଓ ସାତକୋଶିଆରେ ହେବ ଜଙ୍ଗଲ ସଫାରୀ !

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଜଙ୍ଗଲ ସଫାରୀ ଆରମ୍ଭ ହେଉଥିବା ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ସ୍ଥାନର ଗୁଡ଼ଗୁଡ଼ି ଓ ଦେବସ୍ଥଳୀ ମଧ୍ୟରେ ଥିବା ୨୫ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ ଏହି ଜଙ୍ଗଲ ସଫାରୀ ନିର୍ମିତ…

ସେଲଫି ନେଲା ଜୀବନ; ୨ ଦିନ ପରେ ନଦୀରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ମୃତଦେହ !

ଯାଜପୁର: ସେଲଫି ଯୋଗୁଁ ପୂର୍ବରୁ ଅନେକ ଜୀବନ ହାନି ଘଟିଥିଲେ ମଧ୍ୟ ଚେତୁ ନାହାନ୍ତି ଯୁବ ବର୍ଗ । ଏହି ସେଲଫିକୁ ନେଇ ଯାଜପୁରରେ ଖେଳି ଯାଇଛି ଚାଞ୍ଚଲ୍ୟ । ନଈ କୂଳରେ ସେଲଫି ଉଠାଇବା ହେଲା କାଳ । ନଈ ପାଣିରେ ବୁଡି ୧୭ ବର୍ଷୀୟା କଲେଜ ପଢୁଆ ଯୁବତୀ ମୃତ । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା…

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ !

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ | ଭୁବନେଶ୍ୱର: ସୋସିଆଲ ମିଡ଼ିଆ ଆପ୍ସ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର, କୋଟି କୋଟି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଏଥର କରିବାକୁ ପଡିବ ନିଜର ଭେରୀଫିକେସନ | ସରକାର ଏଥିପାଇଁ…

‘ମୋ ସରକାର’ରେ ସାମିଲ୍ ହେଲା ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିଭାଗ ‘ମୋ ସରକାର’ରେ ସାମିଲ ହେଲା । ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିଭାଗ ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ସମସ୍ତ ହିତାଧିକାରୀମାନେ ଏବେ ସିଧାସଳଖ ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା ହୋଇପାରିବେ । ରାଜ୍ୟ ଲୋକସେବା…

ଫେବ୍ରୁଆରୀ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ ମ୍ୟାଟ୍ରିକ୍ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୩ୟ ସପ୍ତାହ ଆଡ଼କୁ ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି । “ଏହି ମ୍ୟାଟ୍ରିକ୍ ପରୀକ୍ଷାର ପରୀକ୍ଷା ସୂଚୀ ମାଧ୍ୟମିକ ଶିକ୍ଷା ପରିଷଦ…

ପୁଣି କ୍ରିକେଟକୁ ଲେଉଟିବେ ଡ଼ି’ଭିଲିୟର୍ସ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳି ଏବି ଡି’ଭିଲୟର୍ସ ଅନ୍ତର୍ଜାତୀୟ ମ୍ୟାଚକୁ ପୁନଃ ପ୍ରତ୍ୟାବର୍ତନ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ତାଙ୍କୁ ମନେଇବାରେ ଲାଗିଛି । ଡି’ଭିଲର୍ସ ୨୦୧୭ରେ ଅନ୍ତର୍ଜାତୀୟ…

ଓଡିଶା ଉପକୂଳରୁ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ର ସଫଳ ପରୀକ୍ଷଣ ମଙ୍ଗଳବାର ଦିନ କରାଯାଇଛି । ଏହି ସ୍ଥଳରୁ ଆକାଶକୁ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରଟି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରୁ ସଫଳ ଉତକ୍ଷେପଣ କରାଯାଇଛି । ଏହି…

ହତ୍ୟା ଅପରାଧୀକୁ କୋର୍ଟରୁମରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ

ଅଦାଲତ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ଅପରାଧୀକୁ କିଛି ଅଜଣା ଦୁର୍ବୃତ୍ତଗୁଳିକରି ହତ୍ୟା କରିଛନ୍ତି । ଏହି ଅଭାବନୀୟ ଘଟଣାଟି ସମଗ୍ର ଉତ୍ତରପ୍ରଦେଶ ବିଜନୌରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । Bijnor: Four unidentified miscreants fired bullets at two persons in district…