କୋକା କୋଲା ପାଇଁ ମୁମ୍ବାଇ ଫେରିଲେ ସନ୍ନି ଲିଓନ୍ !
ମୁମ୍ବାଇ: ଦୀର୍ଘ ୬ ମାସ ଧରି ଆମେରିକାରେ ଥିଲେ ସନ୍ନି ଲିଓନ୍ । ହେଲେ ଏବେ ମମ୍ବାଇ ଫେରିଛନ୍ତି । ଖାସ୍ କୋକା କୋଲା ପ୍ରେମ ତାଙ୍କୁ ଭାରତକୁ ଟାଣି ଆଣିଛି । ତେବେ କ'ଣ ଏହି କୋକା କୋଲା ? କୌଣସି କୋଲ୍ଡ ଡ୍ରିଙ୍କସ୍ ନା ଅନ୍ୟ କିଛି ?
କରୋନା ମହାମାରୀ ପାଇଁ ଭାରତ ବାହାରେ ରହିବାକୁ…