Latest Odisha News

BREAKING NEWS

ବିହାର ଭୋଟ କାଉଣ୍ଟିଂ:ଏନଡିଏ-ମହାମେଣ୍ଟ ଭିତରେ କାଣ୍ଟେ କା ଟକ୍କର

ପାଟନା: ବିହାର ବିଧାନସଭା ନିର୍ବାଚନରେ କାଣ୍ଟେ କା ଟକ୍କର ହେଉଛି । ଭୋଟ ଗଣତି ବେଳେ ସାମନାକୁ ଆସୁଛି ରୋଚକ ସୂଚନା । କେତେବେଳେ ମହାମେଣ୍ଟ ମ୍ୟାଜିକ ନମ୍ୱର ଅଭିମୁଖେ ଅଗ୍ରସର ହେଉଛି ତ କେତେବେଳେ ଏନଡିଏ ଉପରକୁ ଉଛୁଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା…

ମାର୍କ ଏସ୍ପର୍‌ଙ୍କୁ ପ୍ରତିରକ୍ଷା ସଚିବ ପଦରୁ ହଟାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଅନେକ ଦିନର ମତଭେଦ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ପ୍ରତିରକ୍ଷା ସଚିବ ମାର୍କ ଆସପରଙ୍କୁ ବରଖାସ୍ତ କରିଛନ୍ତି। ସେ ତାଙ୍କ ସ୍ଥାନରେ ଖ୍ରୀଷ୍ଟୋଫର ମିଲରଙ୍କୁ ଏହି ପଦର ଦାୟିତ୍ୱ ଭାର ଦେଇଛନ୍ତି। ଏକ ଅଫିସିଆଲ୍ ଟ୍ୱିଟ୍ ମାଧ୍ୟମରେ ଟ୍ରମ୍ପ ଏହା ଘୋଷଣା…

ରାଜଧାନୀ ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ; ୨ ମହିଳା ଗିରଫ

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ରାଜଧାନୀ ରେଲୱେ ଷ୍ଟେସନରୁ ଆନୁମାନିକ ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଗଞ୍ଜେଇ ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହେବାକୁଥିବା…

ଦ୍ୱିତୀୟ ରାଉଣ୍ଡ ଗଣତି: ତିର୍ତ୍ତୋଲରେ ୩୩୧୦ ଭୋଟରେ ଆଗୁଆ ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତିରେ ଆଗରେ ରହିଛି ବିଜେଡି । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଖଣ୍ଡ ଭୋଟରେ ପ୍ରତିଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭ ହଜାର ୮୬୭ଟି ଭୋଟ୍…

କୋରାପୁଟ ଓ ଜୟପୁର ମଧ୍ୟରେ ଲାଇନ ଚ୍ୟୁତ ହେଲା ମାଲବାହି ଟ୍ରେନର ୧୨ ଟି ବଗି 

କୋରାପୁଟ: ସୋମବାର ବିଳମ୍ବିତ ରାତିରେ କୋରାପୁଟ ଓ ଜୟପୁର ମଧ୍ୟରେ ମାନବାର ଷ୍ଟେସନ ନିକଟରେ ଲମାଲ୍‌ବାହୀ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିବା ଏହି ଟ୍ରେନଟିର ୧୨ ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ବରିଷ୍ଠ ରେଳ…

ବାଲେଶ୍ୱର ଓ ତିର୍ତ୍ତୋଲରେ ଆଗରେ ବିଜେଡି, ସରିଲା ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: ଖୋଲିଛି ଇଭିଏମ୍ ପେଡ଼ି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ପୋଷ୍ଟାଲ ବାଲାଟ ଗଣତିରେ ବାଲେଶ୍ୱରରେ ଆଗରେ ବିଜେଡି ରହିଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୬୧୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସ୍ୱରୂପ ଦାସଙ୍କୁ ୩…

ବିହାର ଭୋଟ ଗଣତି: ଆଗରେ ମହାମେଣ୍ଟ, ପଛରେ ଏନଡିଏ

ପାଟନା: ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ପୋଷ୍ଟାଲ ବାଲାଟ ଗଣତି ସରିଥିବା ବେଳେ ଇଭିଏମ ପେଡି ଖୋଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ରହିଛି । ପଛରେ ରହିଛି ଏନଡିଏ । ୧୬୧ ଆସନରେ ହୋଇଥିବା ଗଣତିରେ ୮୫ ଆସନରେ ମହାମେଣ୍ଟ ଆଗରେ ରହିଛି…

ସରକାରୀ ଡାକ୍ତରଖାନାରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ: ରାଜଧାନୀରେ ପୁଣି ଲଜ୍ୟା। ରାଜଧାନୀ ଦିଲ୍ଲୀରେ ଓଖଲା ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ସାଢ଼େ ୩ବର୍ଷର ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ମୁତାବକ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଅମାନବୀୟ ଘଟଣା ପରେ…

ଆଜି ବିଶ୍ୱ ବିଜ୍ଞାନ ଦିବସ

‘ୟୁନେସ୍‌କୋ’ ଆନୁକୂଲ୍ୟରେ ୨୦୦୨ରୁ ପ୍ରତିବର୍ଷ ୧୦ ନଭେମ୍ବରରେ ପାଳନ କରାଯାଉଛି ବିଶ୍ୱ ବିଜ୍ଞାନ ଦବସ। ‘ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ’ ବା ଇଂଲିସ୍‌ରେ ‘ୱାର୍ଲ‌୍ଡ ସାଇନ୍‌ସ ‌ଡେ ଫର୍‌ ପିସ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ ପାଳନ କରାଯାଏ। ସମାଜର ବିକାଶରେ ବିଜ୍ଞାନର ଅବଦାନ…

ଆଜି ରେଜଲ୍ଟ ଡେ’; ବାଲେଶ୍ଵରରେ ଆରମ୍ଭ ହେଲା ଭୋଟ୍ ଗଣତି

ବାଲେଶ୍ୱର: ଆଜି ହେଉଛି ରେଜଲ୍ଟ ଡେ। ବାଲେଶ୍ଵରରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ସୂଚନା ରହିଛି। ବହୁ ପ୍ରତୀକ୍ଷିତ ବାଲେଶ୍ବର ସଦର ଉପନିର୍ବାଚନରେ କାହାର ବାଜିମାତ୍ ହେଲା ସେ ନେଇ ଆଜି ଅପରାହ୍ନ ସୁଦ୍ଧା ଗୋଟିଏ ସ୍ପଷ୍ଟ ଚିତ୍ର ମିଳିବ।…