Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ    ତା ୮-୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୮ ରିଖ ରବିବାର ତୁଳା ୨୩ ଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ପୂଷ୍ଯା ଭୁକ୍ତ ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର  ଘାତ ବାର :- ମେଷ ରାଶିର     ଆଜି: ନଡ଼ିଆ ଖାଇବା ନିଷେଧ …

ସ୍ୱର୍ଗତଃ ପ୍ରବୀର ପ୍ରଧାନଙ୍କ ପରିବାରକୁ ୫୦ ଲକ୍ଷ ପ୍ରଦାନ ପାଇଁ ଦାବିକଲା କଳିଙ୍ଗ ସାମ୍ବାଦିକ ସଂଘ 

ଭୁବନେଶ୍ୱର: କରୋନା ଯୋଦ୍ଧା ପ୍ରବିର କୁମାର ପ୍ରଧାନ କରେନାରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତ କାମନା କରି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜି ଠାରୁ ଏକ କ୍ୟାଣ୍ଡେଲ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ୍ ଠାରେ ପହଞ୍ଚି ଥିଲା ।…

ମନା କରିଦେଲେ ସରକାରୀ ବାବୁ; ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ବୁଗୁଡ଼ା : ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ବାରମ୍ବାର ଅଭିଯୋଗ ଆସିବା ସତ୍ତ୍ୱେ ଲୋକଙ୍କ ସମସ୍ୟାକୁ ବେଖାତିର କରୁଛନ୍ତି ସରକାରୀ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଞ୍ଚଳରୁ। ସୂଚନାନୁସାରେ, ପୂର୍ତ୍ତବିଭାଗ ରାସ୍ତା ବଡ ପଥର ଠାରୁ ମାଣିତରା -…

ଶୀତଦିନେ ହୃଦରୋଗୀ ମାନେ ନିଅନ୍ତୁ ବିଶେଷ ଯତ୍ନ

ଭୁବନେଶ୍ୱର: ଶୀତ ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ।ଏଣୁ ଏହିଦିନରେ ହୃଦ୍‌ରୋଗୀ ମାନେ ବିଶେଷ ଧ୍ୟାନଦେବା ଜରୁରୀ। କିପରି ନେବେ…

ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି, କମଲା ହାରିସ ଉପରାଷ୍ଟ୍ରପତି

ଓ୍ୱାଶିଂଟନ୍: ଚାରି ଦିନ ପରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ବାଜି ମାରିଲେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟୀ ହୋଇଛନ୍ତି ୭୭…

କବିତା : କେମିତି ବଦଳି ଯାଏ

ଅନତାଂଶୁ ଜେନା କେମିତି ବଦଳିଯାଏ !            ରାତିକ ଭିତରେ, ହସୁଥିବା ମୁହଁ ହଠାତ୍ ପରଦେଶୀ ସ୍ୱପ୍ନ ସବୁ ମଝି ଦାଣ୍ଡରେ ଶସ୍ତା ହାଟରେ ବିକ୍ରି ହୁଏ, କାଲିର ପଚା-ସଢ଼ା ଗୋପନୀୟତା । କେମିତି ବଦଳିଯାଏ ! ଗାଡ଼ିରୁ ଓହ୍ଲେଇ, ଦୌଡ଼ୁଥିବା ପାଦ ହଠାତ୍ ମରୁବାଲି ଦମକଳ ସବୁ…

ବାଇଡେନ୍ ଓ ଟ୍ରମ୍ପଙ୍କ ବ୍ୟଙ୍ଗାତ୍ମକ ଭାଇରାଲ୍ ଭିଡିଓ

ଭୁବନେଶ୍ୱର: ଚଳିତବର୍ଷ ଆମେରିକା ନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ଏକ ଆଲୋଚ୍ୟ ବିଷୟ ପାଲଟିଛି । ରାଷ୍ଟ୍ରପତି ପଦବୀରୁ ଡେମୋକ୍ରାଟ୍ ପ୍ରାର୍ଥୀ ବାଇଡେନ୍ ଆଉ ମାତ୍ର ଇଂଚେ ଦୂରରେ ଥିଲାବେଳେ ଡିସିସନ୍ ଡେସ୍କ ଏଚ୍‌କ୍ୟୁ କିନ୍ତୁ ପ୍ରଥମ ଆଉଟଲେଟ୍ ଭାବେ ତାଙ୍କୁ ବିଜେତା ଘୋଷଣା କରିସାରିଛି ।…

ନିଜ ଜନ୍ମଦିନରେ ବିକ୍ରମ୍ ପାଲଟିଲେ କମଲ ହାସନ୍

ତାମିଲନାଡୁ: ବେଶ ନିଆରା ଅନ୍ଦାଜରେ ନିଜ ୬୬ତମ ଜନ୍ମଦିନ ପାଳିଛନ୍ତି ଲିଜେଣ୍ଡାରୀ ଆକ୍ଟର କମଲ ହାସନ୍ । ଆଜିର ଦିନରେ ସେ ନିଜର ୨୩୨ତମ ଫିଲ୍ମର ଟିଜର୍ ରିଲିଜ୍ କରିଛନ୍ତି । ଫିଲ୍ମର ଟାଇଟଲ ବିକ୍ରମ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଲୋକେଶ କନଗରାଜ । ସରକାରୀ କରୋନା ନିୟମ ଅନୁଯାୟୀ…

ମାତ୍ର ୩୦ ସେକେଣ୍ଡ ପାଇଁ କେତେ ଟଙ୍କା ନିଅନ୍ତି ଏହି ସୁପରଷ୍ଟାର ?

ତେଲେଙ୍ଗାନା: ଟଲିଉଡର ଜଣେ ସୁପରଷ୍ଟାର ମାତ୍ର ୩୦ ସେକେଣ୍ଡର ବିଜ୍ଞାନ ଭିଡିଓ ପାଇଁ ନେଇଛନ୍ତି ୨୫ କୋଟି ଭଳି ମୋଟା ଅଙ୍କର ଟଙ୍କା । କରୋନା ମହାମାରୀ ତଥା କଟକଣାରେ ଯେଉଁଠି ଅନେକ ସୁପରଷ୍ଟାର ଘରେ ରହିବାକୁ ବାଧ୍ୟ ହୋଇଥିଲେ । ସେଠି ଏହି ଅଭିନେତା କିନ୍ତୁ ଖୁବ ବ୍ୟସ୍ତ ଥିଲେ । ତେବେ କିଏ ଏହି…

ଆନନ୍ଦପୁରରେ ୨୪ ମେଗାୱାଟର କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

କେନ୍ଦୁଝର: ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର…