ପ୍ରଥମ ଟି-୨୦ରେ ଭାରତ ୮୦ ରନରେ ପରାସ୍ତ
ୱେଲିଂଟନ: ଟି-୨୦ ଶୃଙ୍ଖଳାର ୧ମ ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଛି । କିୱି ଦଳର ୨୧୯ ରନର ଜବାବରେ ଭାରତ ୧୯.୨ ଓଭର ଖେଳି ମାତ୍ର ୧୩୯ ରନ କରିପାରିଛି । ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ ରେ ଅଗ୍ରଣୀ ଲାଭ କରିଛି ।…