Latest Odisha News

ପଦ୍ମଶ୍ରୀ ସମ୍ମାନ ଲାଗି ଓଡ଼ିଶାର ‘କେନାଲ୍ ମ୍ୟାନ’ଙ୍କୁ ଭି ଭି ଏସ ଲକ୍ଷ୍ମଣଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା କେନ୍ଦୁଝର ଜିଲ୍ଲାର ଦୈତାରୀ ନାୟକଙ୍କୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଭାରତର ପୂର୍ବତନ କ୍ରିକେଟର ଭି ଭି ଏସ ଲକ୍ଷ୍ମଣ ଅଭିନନ୍ଦନ ଜ୍ଞାପନ କରିଛନ୍ତି । 70 year old farmer Shri. Daitari Naik of Keonjhar…

ରାଉରକେଲା: ପରେଡ ଦେଖି ଫେରିବା ବେଳେ ସଡକ ଦୁର୍ଘଟଣାରେ ୨ମୃତ

ରାଉରକେଲା : ରାଉରକେଲା ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ସାଧାରଣତନ୍ତ୍ର ଦିବସ ଅବସରରେ ୨ଜଣ ଛାତ୍ର ପରେଡ ଦେଖି ଘରକୁ ଫେରୁଥିବା ବେଳେ ରାଉରକେଲାର ଫର୍ଟିଲାଇଜର ଟାଉନସିପ୍ ନିକଟରେ ଏକ ଟାଟା ଏସି ଗାଡି ଦୁଇ ଜଣଙ୍କୁ…

ରାଉରକେଲା: କୂଅ ମଧ୍ୟରୁ ମହିଳାଙ୍କ ସମେତ ୪ ପିଲାଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଶନିବାର ଦିନ ନିକଟସ୍ଥ ଏକ ଘରର କୂଅ ଭିତରେ ଜଣେ ମହିଳାଙ୍କ ସହିତ ତାଙ୍କର ୪ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ ମହିଳାଙ୍କ ସ୍ୱାମୀ ଘରେ ପହଞ୍ଚି ଘର ଭିତରେ ରକ୍ତ…

ବିଜୁବାବୁଙ୍କୁ ‘ଭାରତରତ୍ନ’ ପ୍ରଦାନ କରାନଯିବା ଏକ ଜାତୀୟ ଧୋକ୍କା: ଦିଲ୍ଲୀପ ରାୟ

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଓଡ଼ିଶାବାସୀଙ୍କ ପ୍ରତି ଏକ ବଡ଼ ଧୋକ୍କା । ଦେଶ ତଥା ରାଜ୍ୟ ପାଇଁ ସ୍ୱାଧୀନତା ଆନ୍ଦୋଳନ ସମୟରୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଅବିସ୍ମରଣୀୟ ଅବଦାନ ରହିଥିବା ବେଳେ କେନ୍ଦ୍ର ସରକାର…

କଳାହାଣ୍ଡି: ସ୍ୱାସ୍ଥ୍ୟ ମନ୍ତ୍ରୀ ପତାକା ଉତ୍ତୋଳନ କଲାବେଳେ ଖସିପଡିଲା ତ୍ରିରଙ୍ଗା

ଭବାନୀପାଟଣା : ସାରା ଦେଶରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାରେ ଜାତୀୟ ଧ୍ୱଜା ଉତ୍ତୋଳନ କରାଯିବା ବେଳେ ଠିକ୍ ଭାବେ ବନ୍ଧା ହୋଇନଥିବା କାରଣରୁ ପତାକା ଛିଣ୍ଡି ତଳେ ପଡିଯାଇଥିଲା । ମିଳିଥିବା ସୂଚନାନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ରାଉରକେଲାରେ ଫେବୃଆରୀ ୧ରୁ ‘ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବ’ ଆରମ୍ଭ

ରାଉରକେଲା: ରାଜ୍ୟ  ପର୍ଯ୍ୟଟନ ବିଭାଗ ସହାୟତାରେ ପ୍ରଥମ ଥର ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବ  ଆୟୋଜନ କରାଯାଉଛି। ଆସନ୍ତା ଫେବୃଆରୀ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ସ୍ଥାନୀୟ ବୀର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।…

ନ୍ୟୁଜିଲାଣ୍ଡକୁ ୯୦ ରନରେ ପରାସ୍ତ କଲା ବିରାଟ ବାହିନୀ

ମାଉଣ୍ଟ ମେଂଗନୁଇ: ଘରୋଇ ନ୍ୟୁଜିଲାଣ୍ଡ ଦଳ ଭାରତଠୁଁ ୯୦ରେ ପରାସ୍ତ ହୋଇଛି । ଲଗାତର ୨ୟ ବିଜୟ ହାସଲ କରି ଭାରତ ଏହି ୫ ଟିକିଆ ଦିନିକିଆ ବିଶିଷ୍ଟ ଶୃଙ୍ଖଳାରେ ୨-୦ ବ୍ୟବଧାନରେ ଅଗ୍ରଣୀ ଲାଭ କରିପାରିଛି । ଭାରତୀୟ ସ୍କୋର ୩୨୪/୪ ରନର ପିଛା କରି କିୱି ଦଳ ୪୦.୨ ଓଭରରେ ୨୩୪ ରନ ସ୍କୋର କରି…

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ଅସୁସ୍ଥ, ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ୱର : ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଶୁକ୍ରବାର ଦିନ ଅସୁସ୍ଥ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କଠୁ ସୂଚନା ମିଳିଛି ।…

ମୟୂରଭଞ୍ଜର ଗଡ଼ିଆରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଗଡ଼ିଆ ଠାରେ ବିଜେଡ଼ି ପକ୍ଷରୁ ଶୁକ୍ରବାର ଦିନ ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଛି । ଏହି ସଭାରେ ନିର୍ବାଚନ ମଣ୍ଡଳୀର ପ୍ରାୟ ସମସ୍ତ ପଞ୍ଚାୟତରୁ ଜନସାଧାରଣ ଯୋଗ ଦେବା ସହିତ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନର…

ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ ସହ ଭାରତର ବିଶାଳ ସ୍କୋର: ୩୨୪/୪

ମାଉଣ୍ଟ ମେଂଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ ବିନିମୟରେ ବିଶାଳ ୩୨୪ ରନ ସ୍କୋର କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶକ୍ତିଶାଳୀ ବ୍ୟାଟିଂ ଲାଇନଅପର ସୁଯୋଗ ନେଇ ଦୁଇ…