Latest Odisha News

BREAKING NEWS

ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ, କଡା ନିନ୍ଦା କଲେ କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳୁ ଉଠାଇ ନେଇଛି ମୁମ୍ବାଇ ପୋଲିସ । ବିନା ନୋଟିସରେ ପୋଲିସର ୧୦ରୁ ଅଧିକ ଅଧିକାରୀ ତାଙ୍କ ଘରେ ପଶି ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା…

ଟ୍ରମ୍ପ-ବିଡେନ୍ କଡ଼ା ଟକ୍କର: କିଏ କେଉଁଠି ବିଜୟୀ ?

ଓ୍ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଆଜି ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ ୨୨୩ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସେୟାର ବଜାରକୁ ନିମ୍ନମୁଖୀ କରିପାରେ

ନୂଆଦିଲ୍ଲୀ: ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି କ୍ଷେତ୍ରରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ…

ରାଜ୍ୟରେ ପୁଣି ବାହାରିଲେ ୧୪୭୪ କରୋନା ସଂକ୍ରମିତ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରୁ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ । ତେବେ ପୂର୍ବ ଦିନ ତୁଳନାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୫ଜଣ କ୍ବାରେଣ୍ଟାଇନ୍‌ରେ…

ରାଜ୍ୟରେ କରୋନା ନେଲାଣି ୧, ୩୬୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 2.A 40-year-old female…

ଡିସେମ୍ବରରେ ବାହା ହେବେ ଆଦିତ୍ୟ; ବିବାହ ପ୍ରସ୍ତୁତି ପାଇଁ ସୋସିଆଲ୍‌ ମିଡିଆରୁ ଏବେଠୁ ନେଲେଣି ବ୍ରେକ୍

ନୂଆଦିଲ୍ଲୀ: ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ଖୁବ୍‌ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏ ନେଇ ଆଦିତ୍ୟ ନିଜେ ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ୍‌ ମିଡିଆରେ ଜରିଆରେ ଦେଇଛନ୍ତି। ସେ କେବେ ଶ୍ୱେତା…

ଅଭିନେତ୍ରୀ କାଜୋଲ୍‌ଙ୍କ ସବୁ ସ୍ୱାମୀମାନଙ୍କୁ ବିଶେଷ ପରାମର୍ଶ; କର୍‌ୱାଚୌଥ୍‌ ଭରସାରେ ରୁହନ୍ତୁ ନାହିଁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଦେଖିବ‌ାକୁ ମିଳେ। ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ଅନେକ ମଜାଦାର ମେମ୍ ମଧ୍ୟ ସେୟାର କରନ୍ତି। ନିକଟରେ, କାଜୋଲ କର୍‌ୱାଚୌଥ୍‌କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶ: ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୮ ଜଣ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ଆଜି ସକାଳୁ ସକାଳୁ କୁଶୀନଗର ଜିଲ୍ଲା କପ୍ତାନଗଞ୍ଜ…

ଗୋଟିଏ ଦିନରେ ୩୦ଟି ସିଗାରେଟ୍‌ ଟାଣୁଥିବା ମିଲିନ୍ଦ୍‌‌ ଏବେ ସମସ୍ତଙ୍କ ପାଇଁ ସାଜିଛନ୍ତି ଫିଟ୍‌ନେସ୍‌ କିଙ୍ଗ୍‌

ନୂଆଦିଲ୍ଲୀ: ଅଭିନେତା ମିଲିନ୍ଦ୍‌ ସୋମାନ ତାଙ୍କ ଫିଟନେସ୍‌ ମନ୍ତ୍ର ସାହାଯ୍ୟରେ ୨ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କୁ ପ୍ରଭାବିତ କରିଛନ୍ତି। ସେ ୫୫ ବର୍ଷ ବୟସରେ ମଧ୍ୟ ଜଣେ ଫିଟନେସ୍ ଆଇକନ୍ ସାଜିଛନ୍ତି। ସେ ଏବେ ଅନେକ ସମୟରେ ନିଜର ଫିଟନେସ୍ ହେତୁ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି…

ତାଳଚେରରୁ ଜବତ ହେଲା ପ୍ରାୟ ୫ ଲକ୍ଷ ଟଙ୍କାର ବାଣ

ଅନୁଗୁଳ: ଅନୁଗୁଳର ତାଳଚେର ବଜାରରୁ ଜବତ ହୋଇଛି ବିପୁଳ ପିରମାଣର ବାଣ। ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଉପସ୍ଥିତି ରେ ଏହି ବାଣ ଜବତ କରାଯାଇଛି। ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ଏହି ବାଣ ଜବତ କରିଛି। ଚଢ଼ାଉ ସମୟରେ ଗୋଟିଏ ଟ୍ରକ ଭର୍ତ୍ତି ବାଣ…